ବିଧାନ ସଭା ନିର୍ବାଚନ ମଣ୍ଡଳୀ ବସ୍ତା

ବସ୍ତା (କ୍ରମିକ ସଂଖ୍ୟା: ୩୭) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲିଆପାଳ ବ୍ଳକ ଓ ବସ୍ତା ବ୍ଳକର କିଛି ଅଞ୍ଚଳ ।

ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୨,୭୬୬
ଜିଲ୍ଲା: ବାଲେଶ୍ୱର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବାଲେଶ୍ୱର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: 11
ବିଜ୍ଞାପିତ ଅଞ୍ଚଳ ପରିଷଦ: 0
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନିତ୍ୟାନନ୍ଦ ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କଠାରୁ ୬୪୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ମହାନ୍ତି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କଠାରୁ ୯,୫୩୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ବସ୍ତା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରଘୁନାଥ ମହାନ୍ତି ୭୪,୪୭୨ ୫୦.୬୮ -
କଂଗ୍ରେସ ଜୟନାରାୟଣ ମହାନ୍ତି ୬୪,୯୪୨ ୪୪.୨୦ -
ଭାଜପା ଅରବିନ୍ଦ ବେହେରା ୪,୭୧୩ ୩.୨୧ -
ସ୍ୱାଧୀନ ଯୁଧିଷ୍ଠିର ଜେନା ୯୮୭ ୦.୬୭ -
ଝାମୁମୋ କମଳ ଲୋଚନ ବାରିକ ୭୯୭ ୦.୫୪ -
ଜନ ହିତକାରୀ ପାର୍ଟି ରମେଶ ସ୍ୱାଇଁ ୫୨୩ ୦.୩୬ -
ବସପା ସଦାଶିବ ସେଠୀ ୪୯୮ ୦.୩୪ -
ଭୋଟ ବ୍ୟବଧାନ ୯୫୩୦ ୬.୪୯* -
ମତଦାନ ହାର ୧,୪୬,୯୩୩ ୭୭.୧୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବାଲେଶ୍ୱର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବସନ୍ତ କୁମାର ଶତପଥୀକିଶୋରଚନ୍ଦ୍ରାନନ୍ଦ ଚମ୍ପୂଓ ଅନ୍ଧଗଳିସିଦ୍ଧାର୍ଥ ଭରତନଓଡ଼ିଶାରେ ଦେବୀପୂଜାର ଐତିହ୍ୟଦାରିଙ୍ଗବାଡ଼ିଜାନକୀ ବଲ୍ଲଭ ପଟ୍ଟନାୟକକିଶୋରୀ ଚରଣ ଦାସବୁଦ୍ଧ ପୂର୍ଣ୍ଣିମାପ୍ରାଣବନ୍ଧୁ କରଇଣ୍ଡୋନେସିଆସେବିସ୍ୱାମୀ ବିବେକାନନ୍ଦବାଲିଯାତ୍ରାଅପରେଟିଙ୍ଗ ସିଷ୍ଟମକଟକଦାସକାଠିଆହନୁମାନ ଜୟନ୍ତୀହିନ୍ଦୁ ଧର୍ମQR codeବୌଦ୍ଧ ଧର୍ମମଧୁସୂଦନ ଦାସୟୁ ଟ୍ୟୁବକୋଣାର୍କ ସୂର୍ଯ୍ୟ ମନ୍ଦିରଖିଲିପାନସମୀର ରଞ୍ଜନ ଦାଶଶ୍ରୀନିବାସ ରାମାନୁଜନଜଳବାୟୁଅଭିମନ୍ୟୁ ସାମନ୍ତସିଂହାରପିପିଲିଓଡ଼ିଶାର ସଂସ୍କୃତିଟୁଇଟରଓଡ଼ିଆରାମ ନବମୀମୁମ୍ବାଇବିଦୁସ୍ମିତା୬ ମାର୍ଚ୍ଚସାଲବେଗଚନ୍ଦ୍ରଗୁପ୍ତଜଗଦୀଶ ମହାନ୍ତିଅଂଶୁଘାତଜଗନ୍ନାଥନେପାଳଗୋଦାବରୀଶ ମିଶ୍ରକୃଷ୍ଣ ଜନ୍ମାଷ୍ଟମୀସୁନାଥାଲାସେମିଆଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଲକ୍ଷ୍ମଣରାଧାପ୍ରାଚୀ ନଦୀଇଣ୍ଡିଆନ ପ୍ରିମିଅର ଲିଗଜଗନ୍ନାଥ ପ୍ରସାଦ ଦାସଓଡ଼ିଶାସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଉରାସୁନ୍ଦରଗଡ଼ଦ୍ରୌପଦୀ ମୁର୍ମୁଯକ୍ଷ୍ମାବିଶ୍ୱନାଥ କରଭାରତୀୟ ଡାକ ସେବାଦିବ୍ୟସିଂହ ଦେବପ୍ରସନ୍ନ ଆଚାର୍ଯ୍ୟସୁଦଶା ବ୍ରତ🡆 More