ବଳରାମ ମିଶ୍ର: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ବଳରାମ ମିଶ୍ର (୨୨ ଅକ୍ଟୋବର ୧୯୩୨–୨୨ ଜୁଲାଇ ୧୯୭୬) ଜଣେ ଭାରତୀୟ କବି, ଔପନ୍ୟାସିକ, ନାଟ୍ୟକାର ଥିଲେ । ତାଙ୍କର ଦୁଇଟି ନାଟକ ଶଙ୍ଖ ମହୁରୀ ଓ ରକ୍ତ ଗୋଲାପ ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇଥିଲା ।

ବଳରାମ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1932-10-22)୨୨ ଅକ୍ଟୋବର ୧୯୩୨
ରାୟଗଡ଼ା
ମୃତ୍ୟୁ୨୨ ଜାନୁଆରୀ ୧୯୭୬(1976-01-22) (ବୟସ ୪୩)
ରାୟଗଡ଼ା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶୈଳୀସାହିତ୍ୟିକ
ସାହିତ୍ୟ କୃତିନାଟକ
ପିତାମାତାଅଗାଧୁ ମିଶ୍ର (ବାପା)
କିଶୋରୀ ଦେବୀ (ମାଆ)

ଜୀବନୀ

ବଳରାମ ମିଶ୍ର ୧୯୩୨ ମସିହା ଅକ୍ଟୋବର ୨୨ ତାରିଖରେ ଓଡ଼ିଶାର ରାୟଗଡ଼ାଠାରେ ଜନ୍ମ ନେଇଥିଲେ । ତାଙ୍କ ମାତାଙ୍କ ନାମ ଥିଲା କିଶୋରୀ ଦେବୀ ଓ ପିତାଙ୍କ ନାମ ଥିଲା ଅଗାଧୁ ମିଶ୍ର ।

୧୯୭୬ ଜୁଲାଇ ୨୨ ତାରିଖରେ ମାନ୍ଦ୍ରାଜଠାରେ (ଆଧୁନିକ ଚେନ୍ନାଇ) ତାଙ୍କର ଦେହାନ୍ତ ହୋଇଥିଲା ।

ରଚନାବଳୀ

କବିତା

  • କୁଆଁ କୁଆଁ
  • ବନଫୁଲ
  • ବେପାରୀ ପୁଅ

ଉପନ୍ୟାସ

  • ଅର୍ଦ୍ଧାଙ୍ଗିନୀ
  • ହୀରା
  • ରାହୁ
  • ଛନ୍ଦା
  • ମାୟା ଓ ମମତା

ନାଟକ

  • ବନ୍ଦିତା
  • ଜୀବନର ଝଡ଼
  • ଶଙ୍ଖ ମହୁରୀ
  • ଡୁମ୍ବା
  • ସଂକଳ୍ପ
  • ତୁଣ୍ଡ ବାଇଦ
  • ବିଷ ପୀୟୂଷ
  • ବାସିଫୁଲ
  • ମୋ ବୋଉ
  • ସୂର୍ଯ୍ୟ ପରାଗ
  • ମୋତେ ଭୁଲ ବୁଝନା
  • ଆମ ସମାଜ
  • ବିଷଦୃଷ୍ଟି
  • ଝିମିଟି ଖେଳ (ବେତାର ନାଟକ)
  • ଶଙ୍ଖ ମହୁରୀ (ଚଳଚ୍ଚିତ୍ରରେ ରୂପାନ୍ତରିତ ନାଟକ)
  • ରକ୍ତ ଗୋଲାପ (ଚଳଚ୍ଚିତ୍ରରେ ରୂପାନ୍ତରିତ ନାଟକ)

ଆଧାର

ବାହାର ଲିଙ୍କ

Tags:

ବଳରାମ ମିଶ୍ର ଜୀବନୀବଳରାମ ମିଶ୍ର ରଚନାବଳୀବଳରାମ ମିଶ୍ର ଆଧାରବଳରାମ ମିଶ୍ର ବାହାର ଲିଙ୍କବଳରାମ ମିଶ୍ରରକ୍ତ ଗୋଲାପଶଂଖ ମହୁରୀ

🔥 Trending searches on Wiki ଓଡ଼ିଆ:

ପୃଥିବୀଓଡ଼ିଶାର ଇତିହାସଭାରତୀୟ ଜାତୀୟ କଂଗ୍ରେସବ୍ରାହ୍ମଣତୁଷାରକାନ୍ତି ବେହେରାଦୀପକ ମିଶ୍ରୟୁ ଟ୍ୟୁବସଚ୍ଚିଦାନନ୍ଦ ରାଉତରାୟବିଭୂତି ପଟ୍ଟନାୟକଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରାୟଗଡ଼ା ରେଳ ଷ୍ଟେସନସତୀ (ହିନ୍ଦୁ ଦେବୀ)କାଳୀଚରଣ ପଟ୍ଟନାୟକକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଉପବାସଓଡ଼ିଶୀକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଇଂଲଣ୍ଡରିକେଟ୧ ସେପ୍ଟେମ୍ବରବୀଣାପାଣି ମହାନ୍ତିନବୀନ ପଟ୍ଟନାୟକଚନ୍ଦ୍ର୨୦୨୨ ଫିଫା ବିଶ୍ୱକପ୍ଭୁବନେଶ୍ୱର ରେଳ ଷ୍ଟେସନ୨୭ ଅପ୍ରେଲଅରବିନ୍ଦ କେଜରିୱାଲ୧୩ ଅପ୍ରେଲବଡ଼ଦିନସୁଦର୍ଶନ ପଟ୍ଟନାୟକରବୀନ୍ଦ୍ରନାଥ ଠାକୁରହଂକଂଜାଭା (ପ୍ରୋଗ୍ରାମିଂ ଭାଷା)ବିଜୁ ଜନତା ଦଳଆହେ ଦୟାମୟ ବିଶ୍ୱ ବିହାରୀକୁନ୍ତଳା କୁମାରୀ ସାବତନୀଳକଣ୍ଠ ଦାସସୁକୁମାର ସେନକିଶୋର ପାଣିଗ୍ରାହୀକଲେରା୧୪୦୫ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିନଦୀପ୍ରହ୍ଲାଦ ନାଟକଗ୍ରହରମାଦେବୀ ଚୌଧୁରୀବଡ଼ିଭଗବତ ଗୀତାବ୍ରାହ୍ମ ସମାଜଖ୍ରୀଷ୍ଟ ଧର୍ମକବିସୂର୍ଯ୍ୟ ବଳଦେବ ରଥଯୁକ୍ତରାଷ୍ଟ୍ର ଆମେରିକାପଦାର୍ଥବେଙ୍ଗ୨୫ ନଭେମ୍ବରତାରାତାରିଣୀ ମନ୍ଦିରସ୍ଫୁଲିଙ୍ଗ (କବିତା ସଙ୍କଳନ)୫ ଫେବୃଆରୀ୩୪୩ଯଦୁମଣି ମହାପାତ୍ରଅକ୍ଷାଂଶମଙ୍ଗଳଫତୁରାନନ୍ଦବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମ୍ବଲପୁର ଜିଲ୍ଲାବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟନକ୍ସଲବାଦଲିଙ୍ଗରାଜ ମନ୍ଦିର🡆 More