ବର କୋଳି

ବରକୋଳି (Ziziphus zizyphus) (ଗ୍ରୀକ ଭାଷା ζίζυφον, ଜିଜିଫନ (zizyfon) ଆସିଅଛି ।), ସାଧାରଣ ଇଂରାଜୀ ନାମ ଜୁଜୁବି (jujube) (ବା ଜୁଜୁବା), ରେଡ଼ ଡେଟ (red date), ଚାଇନିଜ ଡେଟ (Chinese date), ବା ଇଣ୍ଡିଆନ ଡେଟ (Indian date) ରାମ୍ନାସି (Rhamnaceae) ପରିବାରର ଜିଜିଫସ (Ziziphus) ଜାତିର ଏକ ଉପଜାତି (species) ଓ ଏକ କୋଳି ଗଛ ।

ବର କୋଳି
ବର କୋଳି
Ziziphus mauritiana
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Rosales
କୁଳ: Rhamnaceae
ଗୋଷ୍ଠୀ: Paliureae
ପ୍ରଜାତି: Ziziphus
Mill., 1768
Type species
Ziziphus zizyphus
L. H.Karst.
Species

See text

Synonyms

Condaliopsis (Weberb.) Suess.
Sarcomphalus P.Browne

ବର କୋଳି
ବରକୋଳି (Ziziphus jujuba), କମଳା ଲେମ୍ବୁ ଚୋପା ସହ ମସିଣା ଉପରେ ଶୁଖାଯାଇଛି
ବର କୋଳି
Ziziphus zizyphus

ଅଞ୍ଚଳ

ଅଧିକ ପରିମାଣରେ ଚାଷ କରାଯାଉ ନ ଥିବାରୁ ଏହା ପ୍ରକୃତରେ କେଉଁ କେଉଁ ଅଞ୍ଚଳରେ ଫଳୁଥିଲା, ସେ କଥା ଭଲଭାବରେ ଜଣାଯାଇନାହିଁ, କିନ୍ତୁ ଦକ୍ଷିଣ ଏସିଆର ଲେବାନନ, ଇରାନ, ପାକିସ୍ଥାନ, ଭାରତ, ବଙ୍ଗଳାଦେଶ, କୋରିଆର ଦ୍ୱୀପ ସମୂହ , ଦକ୍ଷିଣ ଓ ପଶ୍ଚିମ ଚୀନ ଓ ଦକ୍ଷିଣ ଇଉରୋପରେ ଏହା ବହୁଳ ଭାବରେ ଦେଖିବାକୁ ମିଳିଥାଏ ।

ବୃଦ୍ଧି

ଏହା ଏକ ଛୋଟ ବୁଦାଜାତୀୟ ଗଛ । ଏହାର ଉଚ୍ଚତା ୫ରୁ ୧୦ ମିଟର ହୋଇଥାଏ । ଶାଖାସବୁରେ କଣ୍ଟାଥାଏ । ଏହାର ପତ୍ର ଉଜ୍ଜଳ ସବୁଜ, ହୋଇଥାଏ ।


ନାମକରଣ

ଏହାର ନାମକରଣ ବଟାନିକାଲ ଇଣ୍ଟରନ୍ୟାସନାଲ କୋଡ଼ ଅଫ ବଟାନିକାଲ ନମେନକ୍ଳେଚର (International Code of Botanical Nomenclature) ଅନୁସାରେ ନାନାଦି ବନାନକୁ ନେଇ ହୋଇଛି । କାର୍ଲ୍ସ ଲିନେସ (Carolus Linnaeus) ୧୭୫୩ରେ ଏହାକୁ ପ୍ରଥମେ ତାହାଙ୍କର ସ୍ପିସିସ ପ୍ଲାଣ୍ଟରମ (Species Plantarum) ବହିରେରାମ୍ନସ ଜିଜିଫସ (Rhamnus zizyphus) ନାମ ଦେଇଥିଲେ । ତାହାପରେ ୧୭୬୮ରେ ଫିଲିପ ମିଲର (Philip Miller) ଏହା ରାମ୍ନସ (Rhamnus)’’ଠାରୁ ଅଲଗା ବୋଲି ପ୍ରମାଣ କରିଥିଲେ ଯାହା ଫଳରେ ଏହା ଏକ ନୂଆ ଜାତି ଜିଜିଫସ ଯୁଜୁବି (Ziziphus jujube)ରେ ପରିଣତ ହୋଇଥିଲା ।


ଚାଷବାସ ଓ ବ୍ୟବହାର

ବରକୋଳି ଦକ୍ଷିଣ ଏସିଆରେ ଖ୍ରୀ.ପୂ. ୯୦୦୦ ବେଳକୁ ଥିଲା । ଅତି କମରେ ଏହାର ୪୦୦ଟି ସାଥିରେ ଚାଷହେବା ଭଳି ଗଛର ଉଦ୍ଭବ ହୋଇସାରିଥିଲା ।


ଔଷଧରେ ବ୍ୟବହାର

ଏହାର ପତ୍ରର ରସକୁ ମେଦ ରୋଗର ଚିକିତ୍ସା ପାଇଁ ମୂଷାମାନଙ୍କ ଉପରେ ସଫଳ ପରୀକ୍ଷା କରାଯାଇଛି ।


ଖାଦ୍ୟରେ ବ୍ୟବହାର

ବର କୋଳି 
ଶୁଖିଲା ବରକୋଳି, ଏହା ଶୁଖିଲା ପରେ ଲାଲ ରଙ୍ଗର ହୋଇଥାଏ

କଞ୍ଚା ବରକୋଳିର ରଙ୍ଗସବୁଜ ଓ ସ୍ୱାଦ ଖଟା ହୋଇଥାଏ । ଏହାକୁ କଞ୍ଚା ବା ପାଚିଲା ପରେ ତରକାରୀରେ ପକାଇ ଖିଆଯାଇଥାଏ । ଓଡ଼ିଶାରେ ଏହା ଖଟା, ଆଚାର ଆଦିରେ ବ୍ୟବହାର କରାଯାଇଥାଏ । ଚୀନରେ କଞ୍ଚା କୋଳିକୁ ଜଳଖିଆ ଭାବରେ ବା ଚାହା ସହିତ ଖିଆଯାଇଥାଏ । ସେଠାରେ ଏହା ଲାଲ (ଉଚ୍ଚାରଣ hóng zǎo) ବା କଳା (ଉଚ୍ଚାରଣ hēi zǎo) ରଙ୍ଗର ହୋଇଥାଏ । କଳାରଙ୍ଗର ବରକୋଳିର ବାସନା ବଢ଼ାଇବା ନିମନ୍ତେ ଏହାକୁ ବାମ୍ଫରେ ରଖାଯାଇଥାଏ ।

ଆଧାର

ଆଗକୁ ପଢ଼ିବେ

  • Fruits of Warm Climates. Julia. F. Morton, Miami, FL: 1987.

ବାହାର ଲିଙ୍କ

Tags:

ବର କୋଳି ଅଞ୍ଚଳବର କୋଳି ବୃଦ୍ଧିବର କୋଳି ନାମକରଣବର କୋଳି ଚାଷବାସ ଓ ବ୍ୟବହାରବର କୋଳି ଖାଦ୍ୟରେ ବ୍ୟବହାରବର କୋଳି ଆଧାରବର କୋଳି ଆଗକୁ ପଢ଼ିବେବର କୋଳି ବାହାର ଲିଙ୍କବର କୋଳି

🔥 Trending searches on Wiki ଓଡ଼ିଆ:

ପୁରୀପଣା ସଂକ୍ରାନ୍ତି୧୯୮୯ଶେଷ ଶ୍ରାବଣବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଞ୍ଛାନିଧି ମହାନ୍ତିରତ୍ନାକର ଚଇନିରାଜନୀତି ବିଜ୍ଞାନଶକ୍ତି ପୀଠମାଗୁଣି ଚରଣ ଦାସଅଷ୍ଟ୍ରେଲିଆବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହମ୍ମଦବୀଜାଣୁଜଗଦୀଶ ମହାନ୍ତିନବୀନ ପଟ୍ଟନାୟକହିଙ୍ଗୁଳା ମନ୍ଦିରସୁଭାଷ ଶତପଥୀକାନାଡ଼ାସାମାଜିକ ବିଜ୍ଞାନଭୁବନେଶ୍ୱର ବେହେରାଚନ୍ଦ୍ରଗୁପ୍ତକବିଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟବିଜୟ କୁମାର ପ୍ରଧାନଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଳଦେବଜୀଉ ମନ୍ଦିରପୂର୍ବେଶ୍ୱର ଶିବ ମନ୍ଦିରଦାସକାଠିଆବର୍ଷା ପ୍ରିୟଦର୍ଶିନୀଅକ୍ଷୟ ତୃତୀୟାଉତ୍କଳ ଦିବସଲିଙ୍ଗରାଜ ମନ୍ଦିରସିଂହAnifrolumabଖ୍ରୀଷ୍ଟ ଧର୍ମସତ୍ୟବାଦୀ ବନ ବିଦ୍ୟାଳୟଭାରତୀୟ ଜନତା ପାର୍ଟିଓଟାୱାଭାଷାଦୀନକୃଷ୍ଣ ଦାସବିବାହମୟୂରଭଞ୍ଜ ଜିଲ୍ଲାତପସ୍ୱିନୀବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଭୁବନେଶ୍ୱରସୋମବାରସ୍ୱର ବର୍ଣ୍ଣତିର୍ଥେଶ୍ୱର ଶିବ ମନ୍ଦିରବୌଦ୍ଧ ଜିଲ୍ଲାହନୁମାନପଦ୍ମ ଲୋଚନ ପଣ୍ଡାମୂରଲୀଧର କୁଅଁରଭାରତଗୋଦାବରୀଶ ମିଶ୍ରବାୟୋନ୍ ମନ୍ଦିରଓଡ଼ିଶାର ତହସିଲ ତାଲିକାଇଟାଲୀବେଙ୍ଗ୨ ଅପ୍ରେଲକାଳିନ୍ଦୀ ଚରଣ ପାଣିଗ୍ରାହୀଦୀନନାଥ ପାଠୀବିଜ୍ଞାନଜାନକୀ ବଲ୍ଲଭ ପଟ୍ଟନାୟକଉଦ୍‌ବେଗହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ଧର୍ମରାଉରକେଲା🡆 More