ବଡ଼ଛତା ମଠ: ଶ୍ରୀକ୍ଷେତ୍ରର ଏକ ମଠ

ବଡ଼଼ଛତା ମଠ ଓଡ଼ିଶାର ପୁରୀରେ ସିଂହଦ୍ୱାର ନିକଟରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ ।

ବଡ଼ଛତା ମଠ: ଶ୍ରୀକ୍ଷେତ୍ରର ଏକ ମଠ
ବଡ଼ ଛତା ମଠ

ରିତିନୀତି

ଶ୍ରୀକ୍ଷେତ୍ରରେ ଥିବା ମଠଗୁଡିକ ଜଗନ୍ନାଥ ସଂସ୍କୃତି ତଥା ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବଡ଼଼ଛତା ମଠ ରାମାନନ୍ଦୀ ସଂପ୍ରଦାୟ ସହ ଜଡ଼ିତ । ପରମ୍ପରା ଅନୁସାରେ ବଡ଼଼ଛତା ମଠର ବାବାଜୀମାନେ ପ୍ରତିଦିନ ସକାଳେ ସିଂହଦ୍ୱାର ଖୋଲାଯିବା ବେଳେ ଜୟ ବିଜୟ ଦ୍ୱାରରେ, ମଙ୍ଗଳ ଆରତୀ, ବାଳଧୂପ ଏବଂ ବଡ଼ସିଂହାର ପହୁଡ଼ ବେଳେ ସଙ୍କୀର୍ତ୍ତନ କରନ୍ତି । ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଏହିଭଳି ସଙ୍କୀର୍ତ୍ତନ ସେବା କରନ୍ତି । ଏତଦ୍‌ବ୍ୟତୀତ ମଠ ତରଫରୁ ଚନ୍ଦନ ଯାତ୍ରା ଓ ଦୋଳ ଯାତ୍ରା ବେଳେ ମଧ୍ୟ ସଙ୍କୀର୍ତ୍ତନ ସେବା ସହ ଠାକୁରଙ୍କ ପଦ୍ମ ବେଶ ବେଳେ ଆବଶ୍ୟକୀୟ ସାମଗ୍ରୀ ମଠ ତରଫରୁ ଯୋଗାଇଦିଆଯାଇଥାଏ । ତଥ୍ୟ ଅନୁଯାୟୀ ୧୮୦୫ ଖ୍ରୀଷ୍ଟାବ୍ଦ ବେଳକୁ ବଡ଼଼ଛତା ମଠର ଅସ୍ତିତ୍ୱ ନ ଥିଲା ।

ଏହି ମଠର ଅବସ୍ଥିତି ସିଂହଦ୍ୱାର ପ୍ରତି ବିପଦପୂର୍ଣ୍ଣ ମନେକରି ସ୍ଥାନୀୟ ପ୍ରଶାସନ ଏହାର ଉଚ୍ଛେଦ ପାଇଁ ପଦକ୍ଷେପ ନେଇଥିଲେ । ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଫଳରେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।

ଆଧାର

ଅଧିକ ପଠନ

Tags:

ଓଡ଼ିଶାପୁରୀମଠ

🔥 Trending searches on Wiki ଓଡ଼ିଆ:

୧୯୪୯୧୪ ସେପ୍ଟେମ୍ବରଉଇକିପିଡ଼ିଆପ୍ରତୀକ୍ଷାଚାଣକ୍ୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୧୯୪୨ବନ୍ଦେ ଉତ୍କଳ ଜନନୀସୁନାକ୍ରସ ସାଇଟ୍ ସ୍କ୍ରିପଟିଂ୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣପାରମିତା ଶତପଥୀକଣ୍ଡୋମଦିସପୁରଢେଙ୍କାନାଳ ଜିଲ୍ଲାଉତ୍କଳ ଦିବସ୨୦୧୧ କ୍ରିକେଟ ବିଶ୍ୱ କପକୁଜିବର ପ‌ତ୍ରତନ୍ତ୍ରକଳସା ଚଉତିଶାଫତୁରାନନ୍ଦ୧୯୧୮ମହା ଶିବରାତ୍ରିତୁମ ପରି ଛୋଟ ପିଲାଟିଏକବିସୂର୍ଯ୍ୟ ବଳଦେବ ରଥ୧୩ ଅକ୍ଟୋବରଉତ୍ତମ କୁମାର ପ୍ରଧାନଅରୁଣା ମହାନ୍ତିପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଶାମ୍ବ ଦଶମୀଗୋପବନ୍ଧୁ ଚୌଧୁରୀସାରଳା ଦାସତୁଳସୀ ଦାସହନୁମାନ ଜୟନ୍ତୀଛଉ ନାଚଉଦ୍‌ଜାନଆଇଭରି କୋଷ୍ଟଓଡ଼ିଆ ନାଟକମାସସଂସ୍କୃତସୁଭାଷ ଚନ୍ଦ୍ର ବୋଷଲାଟିନ ଭାଷାଫ୍ରାଙ୍କଲିନ ଡି ରୁଜଭେଲଟବର କୋଳିନନ୍ଦିନୀ ଶତପଥୀ୮ ମାର୍ଚ୍ଚଚୈତନ୍ୟକମ୍ପ୍ୟୁଟରକରଣ (ଜାତି)ଯୁକ୍ତରାଷ୍ଟ୍ର ଆମେରିକାଯାଯାବର (୧୯୭୫ର କଥାଚିତ୍ର)ଜର୍ମାନୀତମନ୍ନା ବ୍ୟାସଶାରଳା ପୁରସ୍କାରଚୈତ୍ର ମଙ୍ଗଳବାର ଓଷାଗ୍ରେଗୋରି ପାଞ୍ଜିମହିଳା ଯୌନାଙ୍ଗ ଛେଦନଜିନା ସାମଲହିନ୍ଦୀଜଗନ୍ନାଥଙ୍କ ବେଶପଞ୍ଚସଖାଗୁରୁ କେଳୁଚରଣ ମହାପାତ୍ର ସମ୍ମାନବିଦ୍ୟାଳୟ୨ ଅକ୍ଟୋବରମନୋଜ ଦାସଜାଫିର୍ଲୁକାଷ୍ଟ🡆 More