ବିଧାନ ସଭା ନିର୍ବାଚନ ମଣ୍ଡଳୀ ବଡ଼ଚଣା

ବଡ଼ଚଣା (କ୍ରମିକ ସଂଖ୍ୟା: ୫୦) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବଡ଼ଚଣା ବ୍ଳକ ।

ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୫,୧୨୧
ଜିଲ୍ଲା: ଯାଜପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଯାଜପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: ୩୭
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜନ୍ମେଜୟ ଲେଙ୍କାଙ୍କଠାରୁ ୧୬୯୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ରଙ୍କଠାରୁ ୧୦,୬୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ବଡ଼ଚଣା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ରାକପା ଅମର ପ୍ରସାଦ ଶତପଥୀ ୪୩,୪୭୩ ୪୦.୩୮ -
କଂଗ୍ରେସ ସୀତାକାନ୍ତ ମହାପାତ୍ର ୩୨,୮୨୪ ୩୦.୪୯ -
ସ୍ୱାଧୀନ ଜନ୍ମେଜୟ ଲେଙ୍କା ୨୫,୪୦୯ ୨୩.୬୦ -
ଭାଜପା ପବିତ୍ର ମୋହନ ସାମନ୍ତରାୟ ୨,୬୩୩ ୨.୪୫ -
ସମୃଦ୍ଧ ଓଡ଼ିଶା ମନ୍ଦାକିନି ଜେନା ୧,୫୧୭ ୧.୪୧ -
ଲୋକ ଜନଶକ୍ତି ପାର୍ଟି ବଳରାମ ନାୟକ ୭୯୧ ୦.୭୩ -
ସ୍ୱାଧୀନ ନବ କିଶୋର ଦଳାଇ ୪୮୨ ୦.୪୫ -
ଜନତା ଦଳ (ସଂ) ଲଳିତ ମୋହନ ନନ୍ଦ ୩୦୯ ୦.୨୯' -
କଳିଙ୍ଗ ସେନା ଯତିନ୍ଦ୍ର କୁମାର ସାହୁ ୨୨୯ ୦.୨୧ -
ଭୋଟ ବ୍ୟବଧାନ ୧୦,୬୪୯ ୯.୮୯* -
ମତଦାନ ହାର ୧,୦୭,୭୦୮ ୬୬.୮୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ବଡ଼ଚଣା ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ବଡ଼ଚଣା ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ବଡ଼ଚଣା ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ବଡ଼ଚଣା ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ବଡ଼ଚଣାଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଯାଜପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଜୀବାଣୁ ଭାଜିନୋସିସମଟର ସାଇକେଲଗ୍ରୀକ ଭାଷାଦଶାବତାରଚିକିତ୍ସା ବିଜ୍ଞାନଗ୍ରହଦିବ୍ୟସିଂହ ଦେବକେନ୍ଦୁଝର ଜିଲ୍ଲାଚୈତ୍ର ପୂର୍ଣ୍ଣିମାବାଟମଙ୍ଗଳାତ୍ରିଭୁଜଘର ସଂସାରଯୁକ୍ତରାଜ୍ୟନବଦୁର୍ଗାଭର୍ତ୍ତୃହରି ମହତାବଦାଶରଥି ଦାସବଣ୍ଡ (ଅର୍ଥ)ବିଶ୍ୱ ଏଡ୍‌ସ ଦିବସଅନନ୍ତ ପଟ୍ଟନାୟକବିବାହରାଧାମୋହନ ଗଡ଼ନାୟକସାରଦା ପ୍ରସାଦ ମିଶ୍ରବ୍ୟାଙ୍କଓଡ଼ିଆ ରାମାୟଣଓଡ଼ିଆ କଥାଚିତ୍ର ଜଗତଭୀମ ଭୋଇହାଡ଼ି ଦାସଜଳ ପ୍ରଦୂଷଣଚିନ୍ତାମଣି ବେହେରାଗୋପବନ୍ଧୁ ଦାସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଅବସରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଚାରି ଧାମଉପେନ୍ଦ୍ର ଭଞ୍ଜଅର୍ଜୁନ ଚରଣ ସେଠୀଉତ୍କଳ ଦୀପିକାଜଗନ୍ନାଥସୁରେନ୍ଦ୍ର ମହାନ୍ତିଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପପଥ ଓ ପୃଥିବୀଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇଲିୟମ୍ ହେନେରୀ ପର୍କିନଆର୍ଥିକ ସ୍ୱାଧୀନତାପରଦେଶୀ ବାବୁସାରଳା ଦାସମହିମା ଧର୍ମଏ. ପି. ଜେ. ଅବଦୁଲ କଲାମଆଲ୍‌କା ୟାଗ୍ନିକ୍‌ହେମୋଫିଲିଆଦି ଟେଷ୍ଟ ଅଫ ମାଇ ଲାଇଫଜୟୀରାମ ସାମଲଉଇକିପିଡ଼ିଆତାଜମହଲବିଶ୍ୱଜିତ ଦାସଫେସବୁକଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୁଧନ ମୁର୍ମୁମୁମ୍ବାଇଓଡ଼ଗାଁଗୁରୁ ପ୍ରସାଦ ମହାନ୍ତିଯଦୁମଣି ମହାପାତ୍ରବିଜୁ ଜନତା ଦଳମନୋଜ ଦାସଙ୍କ କଥା ଓ କାହାଣୀବିଭୂତି ପଟ୍ଟନାୟକଲୋକ ସଭାର ବାଚସ୍ପତିବ୍ୟଞ୍ଜନ ବର୍ଣ୍ଣବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More