ବଂଶଧାରା ନଦୀ

ବଂଶଧାରା ନଦୀ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ନିକଟସ୍ଥ ଏକ ପାହାଡରୁ ବାହାରି ରାୟଗଡ଼ା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହୋଇ କଳିଙ୍ଗପାଟଣା ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । ଏହି ନଦୀର କୂଳରେ ରାୟଗଡ଼ା ଓ ଗୁଣୁପୁର ସହର ଅବସ୍ଥିତ । ସମୁଦାୟ ୨୩୧ କି.ମି.

ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୦ କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ଭାବେ ନଦୀଟି ଦୀର୍ଘ ୨୫ କି.ମି. ପ୍ରବାହିତ । ଏହାର ଏକ ମୁଖ୍ୟ ଉପନଦୀ ଚାଉଳଧୁଆ ମୀନାଝୋଲା ନିକଟରେ ଏହି ନଦୀରେ ମିଶିଅଛି । ଆନ୍ଧ୍ର ପ୍ରଦେଶରେ ୩୬ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । ନଦୀକୂଳରେ ଅବସ୍ଥିତ ଓଡ଼ିଶାର ମିନାଝୋଲା ତଥା ଆନ୍ଧ୍ର ପ୍ରଦେଶର ମୁଖଲିଙ୍ଗମ୍ ଏବଂ କଳିଙ୍ଗପାଟଣା ଅନ୍ୟ ଦୁଇଟି ପର୍ଯ୍ୟଟନ ସ୍ଥଳୀ ଅଟେ ।

ବଂଶଧାରା ନଦୀ
ବଂଶଧାରା ନଦୀ
River
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ରାୟଗଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା
Cities ରାୟଗଡ଼ା, ଗୁଣୁପୁର
Source କଳାହାଣ୍ଡି ଜିଲ୍ଲା
Mouth ବଙ୍ଗୋପସାଗର
Length ୨୩୧ km (୧୪୪ mi)

ନାମକରଣ

ବଂଶଧାରାର ନାମକରଣରୁ ଏହାର ଉତ୍ପତ୍ତିସ୍ଥଳ ବିଷୟରେ ଅନୁମାନ କରାଯାଏ । ବାଉଁଁଶବୁଦାରୁ ଜନ୍ମିତ ହେତୁ "ବଂଶ" ଏବଂ "ଧାରା" ଶବ୍ଦର ଅର୍ଥ ପ୍ରବାହିତ ଜଳ । ଅତଏବ ନଦୀଟି ଏକ ବାଉଁଁଶ ବୁଦାରୁ ଉତ୍ପତ୍ତି ହୋଇଥିବାରୁ ଏପରି ନାମକରଣ ହୋଇଛି ବୋଲି ଅନୁମାନ କରାଯାଏ ।

ଆଧାର

Tags:

କଳାହାଣ୍ଡି ଜିଲ୍ଲାଗୁଣୁପୁରବଙ୍ଗୋପସାଗରରାୟଗଡ଼ାରାୟଗଡ଼ା ଜିଲ୍ଲାଲାଞ୍ଜିଗଡ଼

🔥 Trending searches on Wiki ଓଡ଼ିଆ:

ବୀଣାପାଣି ମହାନ୍ତିଡଙ୍ଗାଚିନ୍ତାମଣି ବେହେରାପରି ମହଲଓଡ଼ିଆ କଥାଚିତ୍ର ଜଗତକରଞ୍ଜଅମୃତାୟନପାଲାସୁଧାକର ନନ୍ଦହିନ୍ଦୁ ସମୟ ଗଣନାଇଣ୍ଡିଆନ ପ୍ରିମିଅର ଲିଗଅଶୋକ (ସମ୍ରାଟ)ଚାଣକ୍ୟରାଜକିଶୋର ରାୟବଲାଙ୍ଗୀର ଜିଲ୍ଲାଲୋକ ସଭାର ବାଚସ୍ପତିଖୋର୍ଦ୍ଧାବିଧାନ ସଭା ସଭ୍ୟଜୟୀରାମ ସାମଲରେବା ରାୟତନ୍ତଜଗଦୀଶ ମହାନ୍ତିଶାନ୍ତନୁ କୁମାର ଆଚାର୍ଯ୍ୟବର କୋଳିଟାଇଫଏଡଚିଲିକା ହ୍ରଦଦଶରଥଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତ ସାମନ୍ତଆଲ୍‌କା ୟାଗ୍ନିକ୍‌ଭାରତର ଜାତୀୟ ପତାକାମନୋଜ ଦାସଙ୍କ କଥା ଓ କାହାଣୀଭୁବନେଶ୍ୱରରଥରମାଦେବୀ ଚୌଧୁରୀପବିତ୍ର ମୋହନ ଜେନାଆଲାନ ଟ୍ୟୁରିଙ୍ଗବାଳୁଙ୍ଗା ଟୋକାଭାରତୀୟ ଜନତା ପାର୍ଟିପ୍ରଥମ ବିଶ୍ୱଯୁଦ୍ଧବନ୍ଦେ ଉତ୍କଳ ଜନନୀଆଚାର୍ଯ୍ୟ ହରିହରଏକାଦଶୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମିଳିମିଳାଯୋଗଗାୟତ୍ରୀବାଳା ପଣ୍ଡାରଘୁବଂଶମହାପାତ୍ର ନୀଳମଣି ସାହୁହୃଷୀକେଶ ମଲ୍ଲିକବ୍ୟକ୍ତିଗତ ଅର୍ଥବ୍ୟବସ୍ଥାତାରାତାରିଣୀ ମନ୍ଦିରକଥକଳୀସ୍ନେହସାରନବଯୌବନ ବେଶକମ୍ପ୍ୟୁଟରଓଡ଼ିଶାର ଇତିହାସକବିସୂର୍ଯ୍ୟ ବଳଦେବ ରଥଇମରାନ ଖାଁଖୋର୍ଦ୍ଧା ଜିଲ୍ଲାସାଲବେଗଲାଟିନ ଭାଷାଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶାର ଲୋକନୃତ୍ୟସାନିଆ ମିର୍ଜାଅଂଶୁଘାତଏଣ୍ଟ୍ରେକ୍ଟିନିବକଟକ ଜିଲ୍ଲା🡆 More