ଓଡ଼ିଆFirebase logo1.png | |
Type | Subsidiary |
---|---|
ତିଆରି କରାଯାଇଥିଲା | ସେପ୍ଟେମ୍ବର 2011 |
ପ୍ରତିଷ୍ଠାତା | James Tamplin, Andrew Lee |
ମୂଖ୍ୟସ୍ଥାନ | San Francisco, United States |
ସେବା ପରିସର | Global |
କେଉଁ ପ୍ରକାରର କମ୍ପାନୀ | Mobile backend as a service, Mobile application development |
ଉତ୍ପାଦ (ବଣିଜ) | Analytics, Cloud Messaging, Authentication, Realtime Database, Storage, Hosting, Remote Config, Test Lab, Crash Reporting, Notifications, App Indexing, Dynamic Links, Invites |
ମୂଳ କମ୍ପାନୀ | |
ବେବସାଇଟ | firebase.google.com |
ପ୍ରଥମେ ଆସିଥିଲା | April 2012 |
ଏହା ଏକ ନୋ ଏସ କ୍ୟୁ ଏଲ ଡାଟାବେଶ ଭାଷା ଯାହାକୁ ବ୍ୟବହାର କରି, ବହୁତ ମାତ୍ରାରେ ତଥ୍ୟ ରଖି ହେବ । ଏହି ସେବାଟି ବର୍ତ୍ତମାନ ଗୁଗଲର ତତ୍ତ୍ୱବାଧାନରେ ପରିଚାଳିତ ହେଉ ଅଛି । କ୍ଲାଉଡ଼କୁ ନେଇ ଏହି ଡାଟାବେଶଟି ପରିଚାଳିତ ହେଉ ଥିବାରୁ ଏଥିରେ ହେଉଥିବା ପରିବର୍ତ୍ତନ, ତତ୍କ୍ଷଣାତ ଦୃଶ୍ୟମାନ ହୋଇଥାଏ । ଏହି ଫାୟାରବେସ ପୂର୍ବରୁ ଏକ ସ୍ୱାଧୀନ ସଂସ୍ଥା ଭାବେ ପରିଚାଲିତ ହେଉ ଥିଲା ।|
This article uses material from the Wiki ଓଡ଼ିଆ article ଫାୟାରବେସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.