ଫାଶୀ

ଫାଶୀ (ଇଂରାଜୀ ଭାଷା)ରେ ହ୍ୟାଙ୍ଗିଙ୍ଗ/hanging), କୌଣସି ପଦାର୍ଥଦ୍ୱାରା ଫାଶ କରି ମଣିଷ ବେକରେ ଗୁଡ଼େଇ ଶରୀରକୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ଝୁଲେଇ ରଖିବାକୁ ବୁଝାଏ । ପୂର୍ବରୁ ଶରୀରକୁ କେବଳ ଝୁଲେଇ ରଖି ମୃତ୍ୟୁ ଦଣ୍ଡ ଦେବାକୁ ଫାଶୀ କୁହାଯାଉଥିଲା ଯେପରି କ୍ରୁଶବିଦ୍ଧ । ମଧ୍ୟ ଯୁଗରୁ ଫାଶୀ ଏକ ସାଧାରଣ ଏକ ମୃତ୍ୟୁ ଦଣ୍ଡ ଭାବରେ ପ୍ରଚଳିତ ହୋଇଆସୁଛି । ଇଂରାଜୀ ଭାଷାରେ କେବଳ ଝୁଲେଇବାକୁ ମଧ୍ୟ ହ୍ୟାଙ୍ଗ କୁହାଯାଏ ଯାହାର ଭୂତ କାଳ ଶବ୍ଦ ହଙ୍ଗ, କିନ୍ତୁ ମୃତ୍ୟୁ ଦଣ୍ଡ ହିସାବରେ ଏହାର ଅତୀତ କାଳ ଶବ୍ଦ ହ୍ୟାଙ୍ଗ୍‌ଡ୍ ହୁଏ ।

ଫାଶୀ
ସନ ୧୮୬୫ରେ ହେନରୀ ୱିର୍ଜ ଫାଶୀଦ୍ୱାରା ମୃତ୍ୟୁ ଦଣ୍ଡ ପାଇବା ଚିତ୍ର ।

ଆତ୍ମହତ୍ୟା ନିମନ୍ତେ ମଧ୍ୟ ନିଜକୁ ଫାଶୀ ଦିଅନ୍ତି ଯାହା ଫଳରେ ଚେତାଶୂନ୍ୟ ହେବା ପରେ ମୃତ୍ୟୁ ହୁଏ । ସମ୍ପୁର୍ଣ୍ଣ ଝୁଲେଇବା ସମ୍ଭବ ନ ହେଲେ ଆଂଶିକ ଝୁଲେଇବାଦ୍ୱାର ମଧ୍ୟ ଫାଶୀ ହୋଇପାରେ ।

କାନୁନୀ ଫାଶୀ ପଦ୍ଧତି

ଫାଶୀ 
ପିସାନେଲୋଙ୍କ Pisanelloଙ୍କ ୧୪୩୬–୧୪୩୮ଦ୍ୱାରା ତିଆରି ଚିତ୍ର ।

ଚାରି ପ୍ରକାର ଉପାୟରେ ଏହା କରାଯାଏ । କେବଳ ଝୁଲା, ଛୋଟ ଡ୍ରପ୍, ମାନ‌କ ଡ୍ରପ ଓ ଦୀର୍ଘ ଡ୍ରପ୍ । ଅଷ୍ଟାଦଶ ଶତାବ୍ଦୀରେ ମେକାନିକାଲ ଡ୍ରପ କରାଯାଇଥିଲା ଯାହାର ଏକ ପରିବର୍ତ୍ତିତ ସଂସ୍କରଣଦ୍ୱାରା ଇରାନରେ ଫାଶୀ ଦିଆଯାଉଛି ।

ଝୁଲେଇବା

ବେକ ଚାରିପଟେ ଫାସ ଦେବାପରେ ଝୁଲେଇବାଦ୍ୱାରା ଶ୍ୱାସନଳୀ ଓ ବେକର ଅନ୍ୟାନ୍ୟ ଅଙ୍ଗ ଚିପି ହୋଇଯାଏ । ବନ୍ଦୀମାନେ କିଛି ସଂଘର୍ଷ କରିବା ଦେଖାଯାଏ ନାହିଁ ଓ ଝୁଲିବା ମାତ୍ରେ ଶିଥିଳ ହୋଇଯାଆନ୍ତି କାରଣ ବେକରେ ଥିବା ଜୁଗୁଲାର ଶୀରା ଓ କ୍ୟାରୋଟିଡ ଧମନୀ ଚିପି ହେବା ଫଳରେ ମସ୍ତିଷ୍କ‌କୁ ରକ୍ତ ସରବରାହ କମିଯାଏ । ଗଳା ଚିପିଲେ ଲୋକ ଧୀରେ ମୃତ୍ୟୁ ବରଣ କରେ ଓ ଏଥିପାଇଁ ୧୦ରୁ ୨୦ ମିନିଟ ଲାଗେ ଓ ଅସ‌ହ୍ୟ ଯନ୍ତ୍ରଣା ହୁଏ । "ଗଳା ଚିପିଲେ ଓ ଦେହ ପୁରା ଝୁଲିରହିଲେ ପ୍ରାରମ୍ଭରେ ଲୋକର ଅତ୍ୟନ୍ତ ଯନ୍ତ୍ରଣା ହୁଏ ଓ ଶ୍ୱାସକ୍ରିୟା ନିମନ୍ତେ ସଂଘର୍ଷ କରେ ।

ଛୋଟ ଝୁଲା/ ଡ୍ରପ

ବନ୍ଦୀ ବେକରେ ଫାସ ଗୁଡ଼େଇ କୌଣସି ଯାନ ବା ପଶୁ‌ ଉପରେ ରଖି ତାକୁ ଚଲେଇ ଦିଆଯାଏ । ଫଳରେ ଲୋକଟି ଝୁଲି ରହେ । ଶିଡ଼ି ଉପରକୁ ଉଠିବାକୁ ଦିଆଯାଏ, ବେକରେ ଫାସ ଗୁଡ଼େଇ ଶିଡ଼ି କାଢ଼ିଦିଆଯାଏ । ସ୍ଟୁଲ ଉପରେ ଠିଆ କରେଇ ସାରିବା ପରେ ସ୍ଟୁଲଟି ଠେଲି ବାହାର କରିଦିଆଯାଏ । ଫାସ ଲଗେଇସାରିବା ପରେ ଟ୍ରକ୍‌ରେ ସଂଯୁକ୍ତ କରି ଗାଡ଼ିରୁ ଫୋପାଡ଼ି ମାରିବା ମଧ୍ୟ କରାଯାଉଥିଲା ।

ଫାଶୀ 
ସ୍ଟୁଥୋପ କନସେଣ୍ଟ୍ରେସନ କ୍ୟାମ୍ପରେ ଫାସୀ ଦଣ୍ଡ ପାଇଥିବା ଗାର୍ଡ଼ ସମୂହ ଜୁଲାଇ ୪, ୧୯୪୬ ; ପୃଷ୍ଠ ଦେଶରେ ମହିଳା ଗାର୍ଡ଼ମାନେ ଦେଖୁଛନ୍ତି ।

ଏହି ଉପାୟରେ ମୃତ୍ୟୁ ଦଣ୍ଡ ଭୋଗୁଥିବା ବ୍ୟକ୍ତିଙ୍କର ସ୍ଟ୍ରାଙ୍ଗୁଲେସନ ବା ଗଳାଚିପା ମୃତ୍ୟୁ ହୁଏ ଓ ମରିବା ନିମନ୍ତେ ୧୦ରୁ ୨୦ମିନିଟ ଲାଗେ । ଏହା ଏକ ଯନ୍ତ୍ରଣା ଦାୟକ ମୃତ୍ୟୁ । ଦୀର୍ଘ ଡ୍ରପ ଫାସୀରେ ମେରୁ ଅସ୍ଥି ଭଗ୍ନ ଯୋଗୁ ହେଉଥିବା ସକ୍‌ଦ୍ୱାରା ମୃତ୍ୟୁ ହେଉଥିଲା । ସନ ୧୮୫୦ ମସିହା ପୂର୍ବରୁ ଏହି ଉପାୟରେ ମୃତ୍ୟୁ ଦଣ୍ଡ ଦିଆଯାଉଥିଲା ।

ମାନ‌କ ଝୁଲା

ସାମୁଏଲ ହଟନ (Samuel Haughton) ନାମକ ଜଣେ ଆଇରିସ ଡାକ୍ତରଙ୍କ ବୈଜ୍ଞାନିକ ସନ୍ଦର୍ଭ ପ୍ରକାଶ ପାଇବା ପରେ ସନ ୧୮୬୬ରେ କଲିକତାକୁ ଏହି ମାନ‌କ ଝୁଲା ପଦ୍ଧତି ଆସିଥିଲା ଯେଉଁଥିରେ ୪ରୁ ୬ଫୁଟ ତଳକୁ ଝୁଲେଇ ଦିଆଯାଏ । ତୁରନ୍ତ ଏହା ୟୁରୋପକୁ ବ୍ୟାପିଗଲା । ଏହାଦ୍ୱାରା ମଣିଷର ବେକ ଭାଙ୍ଗିଯାଇ ତୁରନ୍ତ ପାରାଲିସିସ ହୁଏ ଓ ଚେତାଶୂନ୍ୟ ହୋଇଯାଏ । ନୁରେମ‌ବର୍ଗ ବିଚାର ପରେ ମୃତ୍ୟୁଦଣ୍ଡ ପାଇଥିବା ନାଜିମାନଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଐତିହାସିକ ଗିଲ୍ସ ମ୍ୟାକ୍ ଡୋନୋଙ୍କ ରେକର୍ଡ଼ ଅନୁସାରେ ଝୁଲିବା ପରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ୨୦ ମିନିଟ ଧରି ମୃତ୍ୟୁ ପୂର୍ବରୁ ବେକ ଚିପାହୋଇ ରହିଥିଲେ । ଲାଇଫ୍ ମାଗାଜିନ, ୨୮ ଅକ୍ଟୋବର ୧୯୪୬ ଅନୁସାରେ ଗୋଟିଏ ଆର୍ଟିକ୍ଲରେ ରିବେନଟ୍ରାପଙ୍କ ମୃତ୍ୟୁଦଣ୍ଡ ବିଷୟରେ ଲେଖାଥିଲା: "ଟ୍ରାପ ଖୋଲିଗଲା ଓ ମଝି ସ୍ଥାନରୁ ଗୋଟିଏ ରଚ୍ଚସ୍ୱରର ଶବ୍ଦ ଶୁଣାଗଲା । ଦଉଡ଼ି କିଛି ସମୟ ପର୍ଯ୍ୟନ୍ତ ହଲିଲା ଓ ତାପରେ ନିଶ୍ଚଳ ହୋଇଗଲା ।

ଆଧାର

Tags:

ଫାଶୀ କାନୁନୀ ପଦ୍ଧତିଫାଶୀ ଆଧାରଫାଶୀଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

୬୩୩ୱିଲିଅମ ସେକ୍ସପିଅରଅନାଦି ଚରଣ ସାହୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଚୈତନ୍ୟଶ୍ରୀକାନ୍ତ ସାହୁକାଳୀଚରଣ ପଟ୍ଟନାୟକରାସାୟନିକ ମୌଳିକପୂର୍ଣ୍ଣାନନ୍ଦ ଦାନୀ୧୭୩୬ଓଡ଼ିଶାର ମାପ ବ୍ୟବସ୍ଥାହରେକୃଷ୍ଣ ମହତାବଓଡ଼ିଆ ସାହିତ୍ୟର ଇତିହାସଯୌନ ସମ୍ଭୋଗଖାଦ୍ୟଶ୍ରୀନିବାସ ରାମାନୁଜନରାଶି ଓ ନକ୍ଷତ୍ରବିଶ୍ୱନାଥ କରଜଗନ୍ନାଥ ମନ୍ଦିର୧୯୨୦ସମ୍ବାଦ (ଖବରକାଗଜ)ଧର୍ମବକ୍ସି ଜଗବନ୍ଧୁକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଜୀବସାର ଖ୪ ଅପ୍ରେଲଚନ୍ଦନ ଯାତ୍ରାଦୁର୍ଗାସଞ୍ଜୀବ କୁମାର ମଲ୍ଲିକୱାଟରଲୁ ଯୁଦ୍ଧଗୀତଗୋବିନ୍ଦଜାଭା (ପ୍ରୋଗ୍ରାମିଂ ଭାଷା)ମାୟାଧର ମାନସିଂହଚନ୍ଦ୍ରଶେଖର ରଥନେରାଟିନିବବିଦୁସ୍ମିତାରାସେଶ୍ୱରୀ ପାଣିଗ୍ରାହୀସଙ୍କୀର୍ତ୍ତନଗୋପାଳ ଚନ୍ଦ୍ର ପ୍ରହରାଜଅଚ୍ୟୁତାନନ୍ଦ ପ‌ତିଚନ୍ଦ୍ରଗୁପ୍ତଚୈତ୍ର ପୂର୍ଣ୍ଣିମାଓଡ଼ିଆ ବାହାଘରମଟର ସାଇକେଲପଟ୍ଟଚିତ୍ରଆସିକାକୁଜିବର ପ‌ତ୍ରବିଜୁ ଜନତା ଦଳଏସ୍କେରିସିଆ କୋଲାଇଅଭିରାମ ପରମହଂସଉତ୍କଳ ଦୀପିକାଯକୃତଅଂଶୁପା ହ୍ରଦଉପେନ୍ଦ୍ର କିଶୋର ଦାସଏଲିନା ସାମନ୍ତରାୟଆପେଣ୍ଡିସାଇଟିସବନ୍ଧୁ ମହାନ୍ତିଅଭିମନ୍ୟୁ ସାମନ୍ତସିଂହାରଗଣେଶ୍ୱର ବେହେରାମୃଣାଳ ସେନମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ପରିବେଶସଞ୍ଜୁ ଆଉ ସଞ୍ଜନାହାଡ଼ଫୁଟିଜଗନ୍ନାଥ ଦାସ🡆 More