ପ୍ରଶାନ୍ତ ମହାସାଗର

ପ୍ରଶାନ୍ତ ମହାସାଗର (Pacific Ocean) ପୃଥିବୀର ବୃହତ୍ତମ ଓ ଗଭୀରତମ ମହାସାଗର । ଏହାର ପଶ୍ଚିମରେ ଏସିଆ ଓ ଅଷ୍ଟ୍ରେଲିଆ ମହାଦେଶ ରହିଛି । ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅଛି । ଏହାର ଦକ୍ଷିଣରେ ଦକ୍ଷିଣ ମହାସାଗର (Antarctic Ocean ) ତ‌ଥା ଆଣ୍ଟାର୍କଟିକା ମହାଦେଶ ଏବଂ ଉତ୍ତରରେ ଉତ୍ତର ମହାସାଗର (Arctic Ocean) ରହିଛି । ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି ମହାସାଗରରେ ଗୁଆମ ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ ମ୍ୟାରିଆନା ଖାତ (Mariana Trench) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନ‌ଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:

    • ଆଲ୍ୟୁସିଆନ୍ ଦ୍ୱୀପପୁଞ୍ଜ
    • ଜାପାନ
    • ନିଉଜିଲାଣ୍ଡ
    • ଫିଲିପାଇନ୍‌ସ୍
    • ଇଣ୍ଡିନେସିଆ

ଆଧାର

Tags:

ଅଷ୍ଟ୍ରେଲିଆଉତ୍ତର ଆମେରିକାଏସିଆଦକ୍ଷିଣ ଆମେରିକାମହାଦେଶ

🔥 Trending searches on Wiki ଓଡ଼ିଆ:

ଶିବଓଡ଼ିଆ କଥାଚିତ୍ର ଜଗତକଣ୍ଡୋମ୬ ଜୁଲାଇତମନ୍ନା ବ୍ୟାସବକ୍ସି ଜଗବନ୍ଧୁ୧୭ ଅପ୍ରେଲକଟକକିଶୋରୀ ଚରଣ ଦାସବେଙ୍ଗସୁଶାନ୍ତ ସିଂହ୨୯ ଅପ୍ରେଲଫକୀର ମୋହନ ସେନାପତିଜ୍ଞାନପୀଠ ପୁରସ୍କାରରାମକୃଷ୍ଣ ନନ୍ଦଯମୁନା୮ ଅପ୍ରେଲଜାପାନଗୌତମ ବୁଦ୍ଧରବୀନ୍ଦ୍ରନାଥ ଠାକୁରବ୍ୟଞ୍ଜନ ବର୍ଣ୍ଣସ୍ୱାମୀ ବିବେକାନନ୍ଦଧାତୁରେଭେନ୍‌ସା କଲିଜିଏଟ ସ୍କୁଲwiki.phtmlପଠାଣି ସାମନ୍ତସୀତା ବିବାହସତ୍ୟନାରାୟଣ ରାଜଗୁରୁମହାଭାରତରଘୁନାଥ ପରିଚ୍ଛାଗୌରୀଶଙ୍କର ରାୟଓଡ଼ିଆ ସାହିତ୍ୟର ଇତିହାସଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସବର୍ଷାଲୁଣଔଷଧୀୟ ଗଛଲତାମାନଙ୍କର ତାଲିକାଇଟାମାଟି ଗ୍ରାମଖାଦ୍ୟ ଖଣିଜ ଲବଣ୧ ସେପ୍ଟେମ୍ବରବାୟୋନ୍ ମନ୍ଦିରକୋଣାର୍କ ସୂର୍ଯ୍ୟ ମନ୍ଦିରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିପାରୁଲ ଯାଦବଭାରତୀୟ ଜାତୀୟ କଂଗ୍ରେସଭାରତୀୟ ମୁଦ୍ରାଜଳ ପ୍ରଦୂଷଣବ୍ରାହ୍ମ ସମାଜଓଟାୱାଦ୍ରାଘିମା୨୦ ଅପ୍ରେଲରସାୟନ ବିଜ୍ଞାନରେବତୀ (କ୍ଷୁଦ୍ରଗଳ୍ପ)ବ୍ରାଉଜରବୃହସ୍ପତିନୀଳକଣ୍ଠ ଦାସକୁନ୍ତଳା କୁମାରୀ ସାବତଉଦ୍‌ବେଗସଂକ୍ରାନ୍ତିପକ୍ଷୀମଣିଷଆଜରବାଇଜାନହନୁମାନ ଚାଳିଶାଶିମିଳିପାଳ ଜାତୀୟ ଉଦ୍ୟାନ୨ ଜୁନସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈକୁଣ୍ଠନାଥ ପଟ୍ଟନାୟକଭାରତର ଜାତୀୟ ପତାକା୧୩ ଅପ୍ରେଲ🡆 More