ପ୍ରଭୁଦତ୍ତ ପ୍ରଧାନ: ଓଡ଼ିଆ ସଙ୍ଗୀତକାର

ପ୍ରଭୁଦତ୍ତ ପ୍ରଧାନ (୧୧ ନଭେମ୍ବର ୧୯୪୩–୨୮ ମଇ ୨୦୧୮) ଜଣେ ଓଡ଼ିଆ ସଙ୍ଗୀତକାର ଥିଲେ । ତାଙ୍କର ସଙ୍ଗୀତ ନିର୍ଦ୍ଦେଶନା ଭିତରୁ ସେ ଜଣାଶୁଣା ସମ୍ବଲପୁରୀ ଲୋକଗୀତ ରଙ୍ଗବତୀର ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧିଲାଭ କରିଥିଲେ । ସେ ତିନି ବର୍ଷ ବୟସରେ ନିଜ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୬୯ ମସିହାରେ ସେ ଆକାଶବାଣୀ ସମ୍ବଲପୁର ଷ୍ଟେସନରେ ବାଦ୍ୟଯନ୍ତ୍ର ବାଦନରେ ଯୋଗଦେଇଥିଲେ । ୧୯୭୫ ମସିହାରେ ସେ ରଙ୍ଗବତୀର ସଙ୍ଗୀତ ସଂଯୋଜନା କରିଥିଲେ ।

ପ୍ରଭୁଦତ୍ତ ପ୍ରଧାନ
ଜନ୍ମ
ପ୍ରଭୁଦତ୍ତ ପ୍ରଧାନ

(1943-11-11)୧୧ ନଭେମ୍ବର ୧୯୪୩
ମୁଦିପଡ଼ା, ସମ୍ବଲପୁର, ଓଡ଼ିଶା
ମୃତ୍ୟୁ୨୮ ମଇ ୨୦୧୮(2018-05-28) (ବୟସ ୭୪)
ମୃତ୍ୟୁର କାରଣମଧୁମେହ
ଜାତୀୟତାଭାରତୀୟ
ପ୍ରସିଦ୍ଧିସଙ୍ଗୀତକାର
ବୈବାହିକ-ସାଥୀଆରତୀ ପ୍ରଧାନ
ସନ୍ତାନଆଶିଷ ପ୍ରଧାନ, ଅସୀମ ପ୍ରଧାନ
ପିତାମାତାପ୍ରଭାସ ଚନ୍ଦ୍ର ପ୍ରଧାନ

୨୦୧୮ ମସିହା ମଇ ୨୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ

ପ୍ରଧାନ ୧୯୪୩ ମସିହା ନଭେମ୍ବର ୧୧ରେ ସମ୍ବଲପୁରର ମୁଦିପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା "ପ୍ରଭାସ ଚନ୍ଦ୍ର ପ୍ରଧାନ" । ତାଙ୍କୁ ତିନି ବର୍ଷ ହୋଇଥିବା ବେଳେ ସେ ନିଜ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ମାଟ୍ରିକ ପାସ କଲାପରେ, ସେ ବାରଣାସୀ ଯାଇ, ଗୁରୁ "ଯଦୁନାଥ ସୁପକାର"ଙ୍କଠାରୁ ତବଲାବାଦନ ଶିକ୍ଷା କରିଥିଲେ ।

୨୦୧୮ ମସିହା ମଇ ୨୮ ତାରିଖରେ ସମ୍ବଲପୁରଠାରେ ତାଙ୍କର ୭୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାରରେ ତାଙ୍କ ବିଧବା ପତ୍ନୀ ଆରତୀ ଓ ଦୁଇ ପୁଅ ଅସୀମ ଓ ଆଶିଷ ଅଛନ୍ତି ।

ପେଶାଗତ ଜୀବନ

ପ୍ରଧାନ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ବାଦ୍ୟଯନ୍ତ୍ର ଶିଳ୍ପୀଭାବେ ୧୯୫୯ ମସିହାରୁ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଢୋଲ ଓ ମାଦଳ ବଜାଇବାରେ ବିଶେଷ ପାରଙ୍ଗମ ଥିଲେ ।

ନିର୍ଦ୍ଦେଶିତ ଜଣାଶୁଣା ଗୀତ

  • ଡାଲଖାଇରେ
  • ଲେ ଲେ ଲେ ବଉଲ
  • ରଙ୍ଗବତୀ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର
  • ଅରୁନ୍ଧତୀ ସମ୍ମାନ
  • କାଦମ୍ବିନୀ ପୁରସ୍କାର
  • ଜୁହାର ସମ୍ମାନ
  • ଡାଲଖାଇ ସମ୍ମାନ
  • ଓଡ଼ିଶା ଲିଭିଂ ଲିଜେଣ୍ଡ ଆଓ୍ବାର୍ଡ
  • ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନ
  • ନୂଆଖାଇ ସମ୍ମାନ

ଆଧାର

Tags:

ପ୍ରଭୁଦତ୍ତ ପ୍ରଧାନ ପ୍ରାରମ୍ଭିକ ଜୀବନପ୍ରଭୁଦତ୍ତ ପ୍ରଧାନ ପେଶାଗତ ଜୀବନପ୍ରଭୁଦତ୍ତ ପ୍ରଧାନ ନିର୍ଦ୍ଦେଶିତ ଜଣାଶୁଣା ଗୀତପ୍ରଭୁଦତ୍ତ ପ୍ରଧାନ ସମ୍ମାନ ଓ ପୁରସ୍କାରପ୍ରଭୁଦତ୍ତ ପ୍ରଧାନ ଆଧାରପ୍ରଭୁଦତ୍ତ ପ୍ରଧାନଓଡ଼ିଆ ଲୋକରଙ୍ଗବତୀସମ୍ବଲପୁରୀ ଭାଷା

🔥 Trending searches on Wiki ଓଡ଼ିଆ:

ମଧୁସୂଦନ ଦାସକଟକଯୌଥ ପରିବାରଶବ୍ଦ (ଧ୍ୱନି)ହାଡ଼ି ଦାସରାଧାନାଥ ରାୟଯଦୁମଣି ମହାପାତ୍ରଆର୍ଥିକ ସ୍ୱାଧୀନତାଗୁଣନବାବା ବଳିଆବିଷ୍ଣୁଫେସବୁକକାହ୍ନୁଚରଣ ମହାନ୍ତିହୋ ଜନ‌ଜାତିଚବିଶ ଗୁରୁସାଇ ଭୋସଲେପଞ୍ଚାୟତ ରାଜଗଙ୍ଗାଧର ମେହେରଇତିହାସଗୋଦାବରୀଶ ମିଶ୍ରଯୁକ୍ତରାଜ୍ୟଦୁର୍ଗାଗୋପାଳ ଚନ୍ଦ୍ର ପ୍ରହରାଜତରଳ ଝାଡ଼ାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଅବସରଅଶୋକାଷ୍ଟମୀଦିଗରାଜ ବ୍ରହ୍ମାଏକାଦଶୀଉତ୍କଳ ଦୀପିକାଚନ୍ଦ୍ରଶେଖର ରଥଓଧସ୍ତନ୍ୟପାନଜୟ ଜଗନ୍ନାଥଗଞ୍ଜାମ ଜିଲ୍ଲାଖୋର୍ଦ୍ଧାହୃଷୀକେଶ ମଲ୍ଲିକବ୍ରତତନ୍ତଗଣେଶକଳାକଳେବର ଚଉତିଶାରାବଣଛାୟାମାହିମ ଦୁର୍ଗ , ମୁମ୍ବାଇଚାନ୍ଦିପୁରମସ୍କୋମାଦଳା ପାଞ୍ଜିଗୋପୀନାଥ ମହାନ୍ତିପ୍ଲୀହାଅଭିନେତ୍ରୀ (ନାରୀ କଳାକାର)ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜ ଯୋଗଓଡ଼ିଶାର ଦଶହରାକୁଷ୍ଠପ୍ରାଣୀବି. ଆର. ଆମ୍ବେଦକରମୋହନ ସୁନ୍ଦର ଦେବ ଗୋସ୍ୱାମୀବଳରାମ ଦାସଲକ୍ଷ୍ମଣ ନାୟକଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଖାରବେଳରୁକୁଣା ରଥଯାତ୍ରାପାଳୁଅପୃଥ୍ୱୀ (କ୍ଷେପଣାସ୍ତ୍ର)ମହାଭାରତସିଦ୍ଧାନ୍ତ ମହାପାତ୍ରବିଜୁ ଜନତା ଦଳଗୋପାଳ ଛୋଟରାୟ🡆 More