ପୂର୍ଣ୍ଣଚନ୍ଦ୍ର ବିଡିକା

ପୂର୍ଣ୍ଣଚନ୍ଦ୍ର ବିଡିକା (ଜନ୍ମ- ୪ ଏପ୍ରିଲ୍ ୧୯୫୭ ମସିହା) ଜଣେ ଓଡ଼ିଆ ଆଥଲେଟିକ୍ସ (ଶକ୍ତି ଉତ୍ତୋଳକ) ଅଟନ୍ତି । ଆମେରିକାର କିଲୋନ୍ ଟେକ୍‌ସାସ୍‌ରେ ଅନୁଷ୍ଠିତ ବିଶ୍ୱ ଶକ୍ତି ଉତ୍ତୋଳକ ଚମ୍ପିଅନ୍‌ସିପ-୨୦୦୬ରେ ଭାଗ ନେଇ ସେ ଚାରୋଟି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ପୂର୍ଣ୍ଣଚନ୍ଦ୍ର ବିଡିକା
ଜନ୍ମ (1957-04-04) ୪ ଅପ୍ରେଲ ୧୯୫୭ (ବୟସ ୬୭)
ଜାତୀୟତାପୂର୍ଣ୍ଣଚନ୍ଦ୍ର ବିଡିକା ଭାରତୀୟ
ପ୍ରସିଦ୍ଧିଆଥଲେଟିକ୍ସ
ବୈବାହିକ-ସାଥୀମାଣିକ ବିଡିକା
ପିତାମାତା(s)ବିଶ୍ୱମ୍ବର ବିଡିକା
ଜମାଣି ବିଡିକା

ସଂକ୍ଷିପ୍ତ ଜୀବନୀ

୪ ଏପ୍ରିଲ୍ ୧୯୫୭ରେ ଓଡ଼ିଶାର ରାୟଗଡ଼ା ସହରରେ ସେ ଜନ୍ମ ଗ୍ରହଣ କରିଥିଲେ । ପିତା ବିଶ୍ୱମ୍ବର ବିଡିକା ଓ ମାତା ଜମାଣି ବିଡିକା ଆଦିବାସୀ ପରିବାରର ଅଟନ୍ତି । ରାୟଗଡା ନିକଟସ୍ଥ କେରେଡାରେ ଏକ ବ୍ୟାଙ୍କରେ ଜଣେ ମେସେଞ୍ଜର୍ ଭାବେ ସେ ଜୀବିକା ନିର୍ବାହ କରୁଥିଲେ । ଦାରିଦ୍ର୍ୟତା ଓ ଅନିୟମିତ ତାଲିମ ସତ୍ତ୍ୱେ ନିଜ ପରିଶ୍ରମ ବଳରେ ସେ ଅନେକ ପଦକ ହାସଲ କରିପାରିଛନ୍ତି ।

କ୍ୟାରିଅର

ମଙ୍ଗୋଲିଆରେ ଅନୁଷ୍ଠିତ ଏସିଆନ୍‌ ଶକ୍ତିଉତ୍ତୋଳନ ଚମ୍ପିଅନ୍‌ସିପ୍-୨୦୧୦ରେ ଭାଗ ନେଇ ବିଡିକା ୫୬ କି.ଗ୍ରା ଶକ୍ତି ଉତ୍ତୋଳନ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ପୁରସ୍କାର ଓ ସମ୍ମାନ

  • ମଣ୍ଡେଇ ସମ୍ମାନ, ୨୦୧୧

ଆଧାର

Tags:

ପୂର୍ଣ୍ଣଚନ୍ଦ୍ର ବିଡିକା ସଂକ୍ଷିପ୍ତ ଜୀବନୀପୂର୍ଣ୍ଣଚନ୍ଦ୍ର ବିଡିକା କ୍ୟାରିଅରପୂର୍ଣ୍ଣଚନ୍ଦ୍ର ବିଡିକା ପୁରସ୍କାର ଓ ସମ୍ମାନପୂର୍ଣ୍ଣଚନ୍ଦ୍ର ବିଡିକା ଆଧାରପୂର୍ଣ୍ଣଚନ୍ଦ୍ର ବିଡିକା

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଅଖିଳ ମୋହନ ପଟ୍ଟନାୟକଜର୍ମାନୀହାଡ଼ି ଦାସଆଇଜାକ ନିଉଟନସିକ୍ଲ ସେଲ୍ ରୋଗମିଳିମିଳାପ୍ରତିଭା ରାୟମାୟାଧର ମାନସିଂହସିଦ୍ଧାନ୍ତ ମହାପାତ୍ରମାରୀଚବ୍ୟଞ୍ଜନ ବର୍ଣ୍ଣକେଦାରନାଥ ମନ୍ଦିରପରିବାରଜୀବାଣୁ ଭାଜିନୋସିସପୁନର୍ମିଳନଭାରତୀୟ ଜନତା ପାର୍ଟିବିଧାନ ସଭା ସଭ୍ୟନବଗୁଞ୍ଜରରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁନ୍ତଳା କୁମାରୀ ସାବତପଦାର୍ଥଦଣ୍ଡ ନାଟବାଲେଶ୍ୱରପଣା ସଂକ୍ରାନ୍ତିହାଡ଼ଫୁଟିପ୍ରାଣୀକମ୍ପ୍ୟୁଟରବିଶ୍ୱଜିତ ଦାସଓଡ଼ିଆ ସାହିତ୍ୟର ଇତିହାସଓଡ଼ିଶାର ଭୂଗୋଳବିଜୁ ପଟ୍ଟନାୟକଡିଡାନୋସିନଗୁଲଜାରଗଙ୍ଗାଧର ମେହେରଉତ୍କଳ ଦୀପିକାରେବତୀ (କ୍ଷୁଦ୍ରଗଳ୍ପ)ଚୈତ୍ରନଟବର ଶତପଥୀରାସନ କାର୍ଡ଼ (ଭାରତ)ପ୍ରଧାନ ପୃଷ୍ଠାଆଦିଶଙ୍କରଦାମୋଦର ରାଉତଡଙ୍ଗାଏଚଆଇଭି/ଏଡସପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଗ୍ରୀକ ଭାଷାଭାରତୀୟ ଜାତୀୟ କଂଗ୍ରେସଗାୟତ୍ରୀବାଳା ପଣ୍ଡାହିନ୍ଦୁ ଧର୍ମଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଭୀମାଶଙ୍କର ମନ୍ଦିରଜଗଦୀଶ ମହାନ୍ତିରୋହିଦାସ ସିଂ ନାଗବାବା ବଳିଆପଶ୍ଚିମ ବଙ୍ଗଗୌରହରି ଦାସଜ୍ୟୋତି ପ୍ରକାଶ ପାଣିଗ୍ରାହୀପଶ୍ଚିମ ଓଡ଼ିଶାରାଜ୍ୟ ସଭାକ୍ୟୁ. ଆର. କୋଡ଼ପୋଇଜଗନ୍ନାଥ ମନ୍ଦିର🡆 More