ପୁରୀ ସେବା ସମିତି

ପୁରୀ ସେବା ସମିତି, ଗୋପବନ୍ଧୁ ଦାସଙ୍କଦ୍ୱାରା ସ୍ଥାପନା କରାଯାଇଥିବା ସେ ସେବା ସଂସ୍ଥା । ୧୯୨୧ ମସିହାରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା କରିବା ପାଇଁ ସେ ଏହି ସଂସ୍ଥାର ସ୍ଥାପନ କରିଥିଲେ । ୧୯୧୨ ମସିହାରେ ଗୋପବନ୍ଧୁ ଏହି ସେବା ସଂସ୍ଥାର ସ୍ଥାପନା କରିଥିଲେ, ଯାହାର ପ୍ରାରମ୍ଭିକ ନାମ ଥିଲା ପୁରୀ ହିତକାରିଣୀ ସମିତି । ୧୯୨୫ ମସିହାରେ ଏହି ସଂସ୍ଥାଟିର ନାମ ପରିବର୍ତ୍ତନ କରି ପୁରୀ ସେବା ସଂସ୍ଥା ରଖାଯାଇଥିଲା । ୧୯୩୦ମସିହାରୁ ୧୯୩୫ ମସିହାଯାଏଁ ସମିତିର କାର୍ଯ୍ୟର ପରିସର ଅବିଭକ୍ତ ପୁରୀ ଜିଲ୍ଲା ମଧ୍ୟରେ ସିମାବଦ୍ଧ ଥିଲା ।

ପୁରୀ ସେବା ସମିତି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନପୁରୀ
Stateଓଡ଼ିଶା
Countryଭାରତ

ଆଧାର

Tags:

ଗୋପବନ୍ଧୁ ଦାସ

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ପ୍ରିମିଅର ଲିଗମଟର ସାଇକେଲଭାଷା ବିଜ୍ଞାନଗୁରୁପ୍ରସାଦ ମହାନ୍ତି୧୮ ଜୁଲାଇବସନ୍ତ କୁମାରୀ ପଟ୍ଟନାୟକହନୁମାନ ଚାଳିଶାକାଳୀଚରଣ ପଟ୍ଟନାୟକଅନଙ୍ଗ ତ୍ରୟୋଦଶୀଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନ୨ ମଇସଖୀ କଣ୍ଢେଇ ନାଚବୁଦ୍ଧ ପୂର୍ଣ୍ଣିମାକମ୍ପ୍ୟୁଟରମାୟାଧର ମାନସିଂହପୁଷ୍ଟିସାରରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ୧୭ ଫେବୃଆରୀବୈକୁଣ୍ଠନାଥ ପଟ୍ଟନାୟକଗୋଦାବରୀଶ ମହାପାତ୍ରଜୈନବାଦମଧୁସୂଦନ ରାଓଗୌରହରି ଦାସ୨୯ ଅପ୍ରେଲଭାରତ ଲୀଳାଗୋବିନ୍ଦ ତ୍ରିପାଠୀଅଶୋକାଷ୍ଟମୀପଦ୍ମ ଲୋଚନ ପଣ୍ଡାହେପାଟାଇଟିସ୧ ଜାନୁଆରୀରେ ସିଣ୍ଡ୍ରୋମଉଇକିଅଭିଧାନମହାପାତ୍ର ନୀଳମଣି ସାହୁହୀରାକୁଦ ବନ୍ଧସନାତନ ମହାକୁଡ଼ଜଳନାରାୟଣ ସାହୁ (୧୯୨୮ ଜନ୍ମ)ଏକାଦଶୀଗୋଟେ ଶୁଆ ଗୋଟେ ଶାରୀରତ୍ନାକର ଚଇନିବଲାଙ୍ଗୀର ଜିଲ୍ଲାସୌମ୍ୟ ରଞ୍ଜନ ପଟ୍ଟନାୟକନାରାୟଣ ସାହୁସତ୍ୟନାରାୟଣ ରାଜଗୁରୁବିବାହଅଚ୍ୟୁତାନନ୍ଦ ଦାସପରଶୁରାମଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଆଠଗଡ଼ ଗଡ଼ଜାତ ରାଜ୍ୟଓଡ଼ିଆ ସାହିତ୍ୟଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିବୀଣାପାଣି ମହାନ୍ତିଓଡ଼ିଶାର ଇତିହାସଗୁରୁ ନାନକଭରତେଶ୍ୱର ମନ୍ଦିରକଦଳୀବାଲିଯାତ୍ରାଦାମୋଦର ରାଉତମୋଗଲ ସାମ୍ରାଜ୍ୟଯୋଗବାଞ୍ଛାନିଧି ମହାନ୍ତିପରୀ ବେୱାକୁନ୍ତଳା କୁମାରୀ ସାବତଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡଭୁବନେଶ୍ୱର ବେହେରାଭକ୍ତ ଚରଣ ଦାସ🡆 More