ପାଲାମୁ ଜିଲ୍ଲା: ଝାଡ଼ଖଣ୍ଡ ର ଏକ ଜିଲ୍ଲା

ପାଲାମୁ , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର 24ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ । ଏହି ଜିଲ୍ଲାର ମୁଖ୍ୟାଳତ ଦାଲତଙଗଞ୍ଜ ସହରରେ ଅବସ୍ଥିତ । ଏହି ସହର ନିକଟରେ କୋଏଲ ନଦୀ ପ୍ରବାହିତ । 

ପାଲାମୁ
ପାଲାମୁ ଜିଲ୍ଲା: ଭୌଗୋଳିକ ଅବସ୍ଥିତି , ପ୍ରଶାସନ , Economy
Location of ପାଲାମୁ district in Jharkhand
ରାଜ୍ୟJharkhand, ଭାରତ
ପ୍ରଶାସନିକ ବିଭାଗPalamu
ସଦର କାର୍ଯ୍ୟାଳୟDaltonganj
କ୍ଷେତ୍ରଫଳ5,044 km2 (1,947 sq mi)
ଲୋକ ସଭା ନିର୍ବାଚନ ମଣ୍ଡଳୀ1. Palamu, 2. Chatra (shared with Chatra district)
ଲୋକ ସଭା ନିର୍ବାଚନ ମଣ୍ଡଳୀ5
ପ୍ରଧାନ ରାଜପଥNH 75, NH 98
ୱେବସାଇଟ

ଭୌଗୋଳିକ ଅବସ୍ଥିତି 

ପଲାମୁର ଭୌଗୋଳିକ ଅବସ୍ଥିତି  23°50′ and 24°8′ଓ 83°55′ and 84°30′ ଠାରେ । ଏହାର ଉତ୍ତରରେ ସୋଁ ନଦୀ ଓ ବିହାର ରାଜ୍ୟ , ପୂର୍ବରେ ଚାତରା ଓ ହଜାରିବାଗ ଜିଲ୍ଲା , ଦକ୍ଷିଣରେ ଲଟେହାର ଜିଲ୍ଲା ଓ ପଶ୍ଚିମରେ ଗରୱାହ ଜିଲ୍ଲା ଅବସ୍ଥିତ । 

ଜାତୀୟ ସଂରକ୍ଷିତ ଅଞ୍ଚଳ 

  • ବେତଳା j

ପ୍ରଶାସନ 

ସମଗ୍ର ଜିଲ୍ଲାର ପ୍ରଶାସନ ପାଇଁ 21ଟି ବ୍ଲକରେ ବିଭକ୍ତ କରାଯାଇଛି । 

Economy

ଏହାକୁ ଭାରତର ଏକ ଅନୁନ୍ନତ ଜିଲ୍ଲା ଭାବରେ ଘୋଷଣା କରାଯାଇଛି । ଏହା ଭାରତର 240ଟି ପଛୁଆ ଜିଲ୍ଲା ଭାବରେ ରହିଛି

ଜନସଂଖ୍ୟା 

2011 ଜନଗଣନା ଅନୁସାରେ ଜିଲ୍ଲାର ଲୋକ ସଂଖ୍ୟା 24,36, 319  ଥିଲା। ଏହାର ଲୋକ ସଂଖ୍ୟା ଲସୋଥୋ ଦେଶର ଲୋକ ସଂଖ୍ୟା ସହ ସମାନ ଥିଲା ।ଜିଲ୍ଲାର ଜନ ଘନତ୍ୱ 990 ବର୍ଗ ମାଇଲ ଥିଲା ।  ଜିଲ୍ଲାରେ 6 ବର୍ଷରୁ କମ ସଂଖ୍ୟା ଥିଲା ।

ଭାଷା 

ଏଠାରେ ଅସୁରୀ ଭାଷା , ମଗଧୀ ଭାଷା କଥିତ ଭାଷା ଓ ଦେବନାଗରୀ ଓ କାଇଥି ଲିପି ବ୍ୟବହାର ହୁଏ । .

ଶିକ୍ଷା 

ଏଠାରେ ନୀଳାମ୍ବର-ପୀତାମ୍ବର ବିଶ୍ୱବିଦ୍ୟାଳୟ ଦାଲଟନଗଞ୍ଜ ସହରରେ 2009 ମସିହାରେ ସ୍ଥାପିତ ହେଇଥିଲା । ଏଠାରେ ଇଂଜିନିଯରିଂ କଲେଜ ସହ ଅନନ୍ୟ ଶିକ୍ଷାନୁଷ୍ଠାନ ରହିଛି । .

ପୁନଶ୍ଚ ଦେଖଣା 

  • Kaimur district
  • Nagar Untari

ଆଧାର 

Tags:

ପାଲାମୁ ଜିଲ୍ଲା ଭୌଗୋଳିକ ଅବସ୍ଥିତି ପାଲାମୁ ଜିଲ୍ଲା ପ୍ରଶାସନ ପାଲାମୁ ଜିଲ୍ଲା Economyପାଲାମୁ ଜିଲ୍ଲା ଜନସଂଖ୍ୟା ପାଲାମୁ ଜିଲ୍ଲା ଶିକ୍ଷା ପାଲାମୁ ଜିଲ୍ଲା ପୁନଶ୍ଚ ଦେଖଣା ପାଲାମୁ ଜିଲ୍ଲା ଆଧାର ପାଲାମୁ ଜିଲ୍ଲା ବାହାର ଲିଙ୍କ ପାଲାମୁ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଆଲ୍‌କା ୟାଗ୍ନିକ୍‌ସିଦ୍ଧାନ୍ତ ମହାପାତ୍ର୧୫ ଅପ୍ରେଲଶାରୀରିକ ତରଳ ପଦାର୍ଥଦରୱାଜା ଗ୍ୟାସ ଗହ୍ଵର୨୪ ମଇଉମିଆମ ହ୍ରଦବୀଣାପାଣି ମହାନ୍ତିବାରବାଟି ଦୁର୍ଗଓଡ଼ିଆ ବିଶ୍ୱବିଦ୍ୟାଳୟପ୍ରଥମାଷ୍ଟମୀଛଉ ନାଚଜଗନ୍ନାଥଙ୍କ ସେବକ୧୪ ଅପ୍ରେଲଉପେନ୍ଦ୍ର ଭଞ୍ଜହନୁମାନ ଜୟନ୍ତୀଭଗବତୀ ଚରଣ ପାଣିଗ୍ରାହୀପରମାନନ୍ଦ ଆଚାର୍ଯ୍ୟ୭ ଅପ୍ରେଲରାଜନୀତି ବିଜ୍ଞାନଦ୍ୱାରକାଅପ‌ପଠନଧରିତ୍ରୀବେଲ ପଣାଭୂମିକମ୍ପଦଶାବତାରସାତକଡ଼ି ହୋତାବଣଭୋଜି ବେଶଉତ୍କଳ ସମ୍ମିଳନୀରାମେଶ୍ୱରମହିନ୍ଦୀଓଡ଼ିଆ ଭାଷାଚୈତ୍ର ପୂର୍ଣ୍ଣିମାଜାହାଙ୍ଗୀରବଉଳ ଅମାବାସ୍ୟାରୁକ୍ମିଣୀ ବିବାହରାମଅଫିମଗାଟିଫ୍ଲୋକ୍ସାସିନସାରଳା ଦାସସତ୍ୟ ନାରାୟଣ ମହାରଣାବଂଶୀନବରାତ୍ରୀଦାମୋଦର ରାଉତରାମଶଙ୍କର ରାୟକାର୍ଲ୍ ଲିନିଅସ୍କିଶୋରୀ ଚରଣ ଦାସଚୈତ୍ରଲୋକ ସଭାହନୁମାନ ଚାଳିଶାମଙ୍ଗଳା ମନ୍ଦିର୮ ଅପ୍ରେଲଇରା ମହାନ୍ତିହୀରାକୁଦବୌଦ୍ଧ ଧର୍ମମହେନ୍ଦ୍ର କୁମାର ମିଶ୍ରଶାନ୍ତିଲତା ବାରିକଶାଗଗୋକୁଳାନନ୍ଦ ମହାପାତ୍ରହାର୍ଡୱେରଓଡ଼ିଆ କଥାଚିତ୍ର ଜଗତକୋରାପୁଟସୁନା ଭାଉଜଭାଦବ ହାଁସଦାବାବୁଶାନ୍🡆 More