ପାର୍ଥ ଚାଟାର୍ଜୀ

ପାର୍ଥ ଚାଟାର୍ଜୀ (ଜନ୍ମ ୧୯୪୭) ସବଲ୍ଟନ୍ ଷ୍ଟଡିଜ୍ ଓ ଉତ୍ତରଉପନିବେଶୀୟ ବିଚାରଧାରାର ଜଣେ ଭାରତୀୟ ସମାଜ ଶାସ୍ତ୍ରୀ । ତାଙ୍କର କାମ ବହୁବିଷୟକ ତଥା ରାଜନୀତି ବିଜ୍ଞାନ, ନୃତତ୍ତ୍ୱ ବିଜ୍ଞାନ ଓ ଇତିହାସ ଆଦି ଏକାଡେମିକ୍ ବିଭାଗ ଆଦି ମଧ୍ୟରେ ବ୍ୟାପ୍ତ । ସମାଜ ଶାସ୍ତ୍ର ପାଇଁ ନିଜର ଅବଦାନ ଯୋଗୁଁ ତାଙ୍କୁ ୨୦୦୯ ମସିହା ପାଇଁ ଫୁକୁଓକା ଏସୀୟ ସଂସ୍କୃତି ପୁରସ୍କାର ଦିଆଯାଇଅଛି ।

କର୍ମଜୀବନ

ପାର୍ଥ ଚାଟାର୍ଜୀ ବର୍ତ୍ତମାନ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନ ଓ ଦକ୍ଷିଣ ଏସୀୟ ବିଦ୍ୟାର ପ୍ରାଧ୍ୟାପକ ଭାବରେ କାର୍ଯ୍ୟରତ । ଏହାଛଡା ସେ କଲିକତାସ୍ଥ ସେଣ୍ଟର୍ ଫର୍ ଷ୍ଟଡିଜ୍ ଇନ୍ ସୋସାଲ୍ ସାଇନ୍ସେସ୍ରେ ଅବୈତନିକ ପ୍ରାଧ୍ୟାପକ ଭାବରେ କାମ କରନ୍ତି । ସେ ଏହା ଆଗରୁ ଏହି ସେଣ୍ଟର୍ର ନିର୍ଦ୍ଦେଶକ ଥିଲେ ।

ନିର୍ବାଚିତ ଗ୍ରନ୍ଥାବଳୀ

  • ୧୯୮୬ । ନାଶନାଲିଷ୍ଟ୍ ଥଟ୍ ଆଣ୍ଡ୍ ଦ କଲୋନିଆଲ୍ ୱର୍ଲଡ୍ । ଲଣ୍ଡନ୍ : ଜେଡ୍ ବୁକ୍ସ୍ ।
  • ୧୯୯୩ । ଦ ନେଶନ୍ ଆଣ୍ଡ୍ ଇଟ୍ସ୍ ଫ୍ରାଗ୍ମେଣ୍ଟ୍ସ୍ : କଲେନିଆଲ୍ ହିଷ୍ଟୋରିଜ୍" । ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍ ।
  • ୧୯୯୫ । ଟେକ୍ସଟ୍ସ୍ ଅଫ୍ ପାୱାର୍ । ମିନାପୋଲିଜ୍  : ୟୁନିଭର୍ସିଟି ଅଫ୍ ମିନେସଟା ପ୍ରେସ୍ ।
  • ୧୯୯୭ । ଏ ପସିବଲ୍ ଇଣ୍ଡିଆ । ନ୍ୟୁ ଦିଲ୍ଲୀ : ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍ ।
  • ୧୯୯୭ । ଦ ପ୍ରେଜେଣ୍ଟ୍ ହିଷ୍ଟ୍ରୀ ଅଫ୍ ୱେଷ୍ଟ୍ ବେଙ୍ଗଲ୍ । ନ୍ୟୁ ଦିଲ୍ଲୀ : ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍ ।
  • ୨୦୦୩ । ଏ ପ୍ରିନ୍ସଲି ଇମ୍ପୋଷ୍ଚର୍ ? ଦ ଷ୍ଟ୍ରେଞ୍ ଆଣ୍ଡ୍ ୟୁନିଭର୍ସାଲ୍ ହିଷ୍ଟ୍ରୀ ଅଫ୍ ଦ କୁମାର୍ ଅଫ୍ ଭୱାଲ୍. ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍।
  • ୨୦୦୪ । ଦ ପଲିଟିକ୍ସ୍ ଅଫ୍ ଦ ଗଭର୍ଣ୍ଡ୍ : ପପୁଲାର୍ ପଲିଟିକ୍ସ୍ ଇନ୍ ମୋଷ୍ଟ୍ ଅଫ୍ ଦ ୱର୍ଲଡ୍, କଲମ୍ବିଆ ୟୁନିଭର୍ସିଟି ପ୍ରେସ୍।
  • ୨୦୧୦ । ଏମ୍ପାୟର୍ ଆଣ୍ଡ୍ ନେଶନ୍ : ସିଲେକ୍ଟେଡ୍ ଏସେଜ୍ ୧୯୮୫ - ୨୦୦୫, କଲମ୍ବିଆ ୟୁନିଭର୍ସିଟି ପ୍ରେସ୍।
  • ୨୦୧୧ । ଲିନିଏଜେସ୍ ଅଫ୍ ପଲିଟିକାଲ୍ ସୋସାଇଟି : ଷ୍ଟଡିଜ୍ ଇନ୍ ପୋଷ୍ଟକଲୋନିଆଲ୍ ଡେମୋକ୍ରାସୀ, କଲମ୍ବିଆ ୟୁନିଭର୍ସିଟି ପ୍ରେସ୍।
  • ୨୦୧୨ । ଦ ବ୍ଲାକ୍ ହୋଲ୍ ଅଫ୍ ଏମ୍ପାୟର୍ : ହିଷ୍ଟ୍ରୀ ଅଫ୍ ଏ ଗ୍ଲୋବାଲ୍ ପ୍ରାକ୍ଟିସ୍ ଅଫ୍ ପାୱାର୍, ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକନକ ବର୍ଦ୍ଧନ ସିଂହ ଦେଓଅବସରବଲାଙ୍ଗୀର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରାଧାଟୀକା ଗୋବିନ୍ଦ ଚନ୍ଦ୍ରସୀତାବିଜ୍ଞାନଓଡ଼ିଆ କବି ମାନଙ୍କର ତାଲିକାଗଣିତଦୁର୍ଗାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରହାଡ଼ିବନ୍ଧୁ ମିର୍ଦ୍ଧାଉଇକିଡାଟାମୀନ (ମାସ)ଜୟୀ ରାଜଗୁରୁପଥ ଓ ପୃଥିବୀ୭ ଅପ୍ରେଲଜଗନ୍ନାଥ ପ୍ରସାଦ ଦାସକୋଷ୍ଠକାଠିନ୍ୟବିଜୟ ମହାନ୍ତିବୈଜୟନ୍ତ ପଣ୍ଡାବିରଜା ମନ୍ଦିରଗୌରୀ କୁମାର ବ୍ରହ୍ମାବଡ଼ମ୍ବାସୁନାକୁନ୍ତଳା କୁମାରୀ ସାବତତେଲ ନଦୀଡାଲମାଧନୁଯାତ୍ରାରାଜେନ୍ଦ୍ର ପ୍ରସାଦ ଦାସବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ହରେକୃଷ୍ଣ ମହତାବ୧୨୦୦ଗୋବିନ୍ଦ ଚନ୍ଦ୍ର ଦାସଗୁଗଲନିମୋନିଆକୃଷ୍ଣଗର୍ତ୍ତଖିରିଦଶାବତାରବସନ୍ତ କୁମାର ଶତପଥୀତାରାଶଙ୍କର ବନ୍ଦୋପାଧ୍ୟାୟଦିନସଂସ୍କୃତକଳାକଳେବର ଚଉତିଶାପ୍ରସନ୍ନ କୁମାର ପାଟ୍ଟଶାଣୀପୃଥିବୀଉତ୍କଳ ଦୀପିକାନାଳନ୍ଦାଲୋକ ସଭାଓଡ଼ିଆ କାବ୍ୟ କବିତାଓଡ଼ିଶା ସରକାରରବି ନାରାୟଣ ପାଣିପାପମୋଚନୀ ଏକାଦଶୀମାର୍ଗଶିରନାଗାବଳୀ ନଦୀରୋହିଣୀ (ନକ୍ଷତ୍ର)ସମ୍ବାଦ (ଖବରକାଗଜ)ଭାଷାପଠାଣି ସାମନ୍ତସଚ୍ଚିଦାନନ୍ଦ ରାଉତରାୟତପସ୍ୱିନୀବ୍ରାହ୍ମଣୀ ନଦୀତାଳଚେର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦକ୍ଷିଣ କୋରିଆଲଳିତାସିଓଲକୃଷ୍ଣଚନ୍ଦ୍ର କର🡆 More