ପାପମୋଚନୀ ଏକାଦଶୀ: ଚୈତ୍ର ମାସ କୃଷ୍ଣ ପକ୍ଷ ଏକାଦଶୀ

ପାପମୋଚନୀ ଏକାଦଶୀ ଚୈତ୍ର ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିକୁ ବୁଝାଏ । ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ ପାପ ହରଣ ନିମିତ୍ତ ଏହି ଏକାଦଶୀ ଦିନ ବ୍ରତ ରଖାଯାଏ । ଏହି ବ୍ରତ ଓଡ଼ିଶାର ଘରେ ଘରେ ପାଳନ ହୁଏ ।

କିମ୍ବଦନ୍ତୀ

ପ୍ରାଚୀନ।କାଳରେ ଚୈତ୍ରରଥ ନାମକ ଏକ ସୁନ୍ଦର ବନ ଥିଲା। ଚୈତ୍ରରଥ ବଣରେ ଭ୍ରମଣ କରୁଥିବାବେଳେ ମଞ୍ଜୁଘୋଷା ନାମକ ଏକ ଅପସରା ନିଜ ଭାବ ଭଙ୍ଗୀରେ ମାଧବ ମୁନିଙ୍କୁ ବଶ କରିଥିଲେ । ନିଜ ତପସ୍ୟା ଭ୍ରଷ୍ଟ ହେବାରୁ ତପସ୍ୱୀ, ଅପସରାଙ୍କୁ ପିଶାଚ ହେବାକୁ ଅଭିଶାପ ଦେଲେ । ଅପସରାଙ୍କ ଆକୁଳ ପ୍ରାର୍ଥନା ଶୁଣି ତପସ୍ୱୀ ପାପମୋଚନୀ ବ୍ରତ କରିବାକୁ ପରାମର୍ଶ ଦେଇଥିଲେ । ବ୍ରତ ସମ୍ପୂର୍ଣ୍ଣ କରି ଅପସରା ପିଶାଚି ରୂପ ତ୍ୟାଗ କରି ସ୍ୱର୍ଗ ଚାଲିଯାଇଥିଲେ । ମାଧବ ମୁନି ମଧ୍ୟ ଏହି ବ୍ରତ କରି ଅପସରା ସଂସର୍ଗ ଜନିତ ପାପରୁ ମୁକ୍ତି ପାଇଥିଲେ ।

ଆଧାର

Tags:

ଏକାଦଶୀଓଡ଼ିଶାକୃଷ୍ଣ ପକ୍ଷଚୈତ୍ର ମାସହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ପଥ ଓ ପୃଥିବୀଦଶାବତାରଗୋଦାବରୀଶ ମହାପାତ୍ରବିଜୁ ପଟ୍ଟନାୟକଲକ୍ଷ୍ମଣକେନ୍ଦୁଝର ଜିଲ୍ଲାନଟବର ଶତପଥୀମସ୍କୋ୨୧wiki.phtmlରାମରାବଣସଞ୍ଜୟ ହାତୀବକ୍ସି ଜଗବନ୍ଧୁଚାନ୍ଦିପୁରଗୋପାଳ ଚନ୍ଦ୍ର ପ୍ରହରାଜରବୀନ୍ଦ୍ର କୁମାର ପ୍ରହରାଜକାଜାଖସ୍ତାନଚାଣକ୍ୟଦିନୟାଓଇକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସୁନାସଫ୍ଟୱେରଇଣ୍ଟରନେଟବସନ୍ତ କୁମାର ଶତପଥୀପ୍ରସନ୍ନ ଆଚାର୍ଯ୍ୟନବଯୌବନ ବେଶତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ (ସଂଖ୍ୟା)ପରଦେଶୀ ବାବୁପ୍ରତିଭା ରାୟସର୍ବପଲ୍ଲୀ ରାଧାକୃଷ୍ଣନରାମାୟଣମହାବୀର ଜୈନବ୍ୟଞ୍ଜନ ବର୍ଣ୍ଣଘଟଗାଁଗ୍ରହରେବତୀ (କ୍ଷୁଦ୍ରଗଳ୍ପ)ଯୁକ୍ତରାଷ୍ଟ୍ର ଆମେରିକାଇନ୍‌ଫ୍ଲୁଏଞ୍ଜାପୃଥ୍ୱୀ (କ୍ଷେପଣାସ୍ତ୍ର)୬ ମାର୍ଚ୍ଚରାଜେନ୍ଦ୍ର କିଶୋର ପଣ୍ଡାଲିନକ୍ସ ବଣ୍ଟନବ୍ୟାସଦେବପଞ୍ଚସଖାରାଜନୀତି ବିଜ୍ଞାନକେବେ ତମେ ନାହଁ କେବେ ମୁଁ ନାହିଁଆଇଜାକ ନିଉଟନକଳାହାଣ୍ଡି ଜିଲ୍ଲାବିଦୁସ୍ମିତାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଅଯୋଧ୍ୟାଅଂଶୁଘାତମନୋରଞ୍ଜନ ଦାସଭର୍ତ୍ତୃହରି ମହତାବରବି ନାରାୟଣ ନନ୍ଦସରଳା ଦେବୀଚନ୍ଦ୍ରଶେଖର ନନ୍ଦବର୍ଷାଜ୍ଞାନପୀଠ ପୁରସ୍କାରଅଭିମନ୍ୟୁ ସାମନ୍ତସିଂହାରଓଡ଼ିଆ କାବ୍ୟ କବିତାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାପ୍ରାଣୀଇତିହାସନାରୀବାଦ🡆 More