ପଦ୍ମ ଫୁଲ

] ମଧ୍ୟରେ ପବିତ୍ର ଓ ଶ୍ରଦ୍ଧାର ପ୍ରତୀକ ହେଉଛି ପଦ୍ମ । ଏହା ନେଲୁମ୍ବୋ ପ୍ରଜାତିର ଓ ନେଲୁମ୍ବନାସି ପରିବାର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଏହା ସାଧାରଣତଃ ପୋଖରୀ ମାନଙ୍କରେ ଦେଖାଯାଇଥାଏ । ପଦ୍ମର ମୂଳଜନ୍ମ ଭିଏତନାମ ଓ ଆଫଗାନିସ୍ତାନ ବୋଲି କୁହାଯାଏ । ପଦ୍ମକୁ ଭାରତ ଏବଂ ଭିଏତନାମରେ ଜାତୀୟ ଫୁଲ ଭାବେ ଗ୍ରହଣ କରାଯାଇଛି ।

ପଦ୍ମ ଫୁଲ
ପଦ୍ମ ଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଗଣ: Proteales
କୁଳ: Nelumbonaceae
ପ୍ରଜାତି: Nelumbo
ଜାତି: N. nucifera
ବାଇନୋମିଆଲ ନାମ
Nelumbo nucifera
Gaertn.
Synonyms
  • Nelumbium speciosum Willd.
  • Nymphaea nelumbo

ସାଂସ୍କୃତିକ ମହତ୍ୱ

ବୈଶିଷ୍ଟ୍ୟ

ପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ୱେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ । ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ଆମ ଚତୁପାର୍ଶ୍ୱର ଦୁନିଆ କର୍ଦ୍ଦମାକ୍ତ, ଅପରିଚ୍ଛନ୍ନ । ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ । ପଦ୍ମ ଏହି ଉଦାହରଣ ରଖିଛି ଏବଂ ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ୱେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ । ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -

ପଦ୍ମାଳୟା ପଦ୍ମକରଂ


ପଦ୍ମପତ୍ର ନିଭେକ୍ଷଣାମ୍


ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍

ବ୍ୟବହାର

ଓଡ଼ିଆ ରାନ୍ଧଣାରେ ପଦ୍ମନାଡରେ ତରକାରୀ ତିଆରୀ ହୁଏ ।

କିଛି ଛବି

ଆଧାର

ବାହାର ଆଧାର

ପଦ୍ମ ଫୁଲ  ଉଇକିମିଡ଼ିଆ କମନ୍ସରେ Nelumbo nucifera-ସମ୍ପର୍କିତ ମିଡ଼ିଆ

Tags:

ପଦ୍ମ ଫୁଲ ସାଂସ୍କୃତିକ ମହତ୍ୱପଦ୍ମ ଫୁଲ ବୈଶିଷ୍ଟ୍ୟପଦ୍ମ ଫୁଲ ବ୍ୟବହାରପଦ୍ମ ଫୁଲ କିଛି ଛବିପଦ୍ମ ଫୁଲ ଆଧାରପଦ୍ମ ଫୁଲ ବାହାର ଆଧାରପଦ୍ମ ଫୁଲ

🔥 Trending searches on Wiki ଓଡ଼ିଆ:

ଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୋଡ଼ ପିଠାକ୍ରେଡିଟ କାର୍ଡ଼ଏ. ପି. ଜେ. ଅବଦୁଲ କଲାମପ୍ରସନ୍ନ ଦାସସଫ୍ଟୱେରବ୍ୟକ୍ତିଗତ ଅର୍ଥବ୍ୟବସ୍ଥାକାରୁବାକୀୟୁକ୍ରେନଦ୍ରୌପଦୀ ମୁର୍ମୁଗୁଲଜାରଗୋଲୋକ ବିହାରୀ ଧଳକଳାହାଣ୍ଡି ଜିଲ୍ଲାପଦାର୍ଥଲୋକ ସଭାର ବାଚସ୍ପତିଗୁଗଲବିଷ୍ଣୁଗୌରହରି ଦାସଲାଟିନ ଭାଷାQR codeରାଜ ଯୋଗପ୍ରାଚୀ ନଦୀଜିନା ସାମଲEntrectinibକ୍ୟୁ. ଆର. କୋଡ଼ଲକ୍ଷ୍ମୀକାନ୍ତ ମହାପାତ୍ରଜଳ ପ୍ରଦୂଷଣବଲାଙ୍ଗୀର ଜିଲ୍ଲାଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜବୀଣାପାଣି ମହାନ୍ତିଶ୍ରୀମନ୍ଦିର ବେଢ଼ା-ଦେବାଦେବୀକେନ୍ଦୁଝର ଜିଲ୍ଲାରମାକାନ୍ତ ରଥରକ୍ତଭଗବତୀ ଦେଉଳନେପାଳପରଦେଶୀ ବାବୁୟୁନେସ୍କୋବାଲେଶ୍ୱର ଜିଲ୍ଲାୟାଓଇପଣା ସଂକ୍ରାନ୍ତିଦଶହରାରାମଶଙ୍କର ରାୟଉଇକିପିଡ଼ିଆଧର୍ମଚନ୍ଦନ ଯାତ୍ରାବୈକୁଣ୍ଠନାଥ ପଟ୍ଟନାୟକରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆବ୍ରୋସିଟିନିବବିଶ୍ୱଜିତ ଦାସରମାଦେବୀ ଚୌଧୁରୀଅନନ୍ତ ପଟ୍ଟନାୟକବୁଧନ ମୁର୍ମୁକଲେରାଜଗନ୍ନାଥ ପ୍ରସାଦ ଦାସବାଲେଶ୍ୱରଏଡା ଲଭ୍‌ଲେସ୍‌ଭର୍ତ୍ତୃହରି ମହତାବବିଦ୍ୟାଳୟଗୋପାଳ ଚନ୍ଦ୍ର ପ୍ରହରାଜଇତିହାସଓଡ଼ିଶା ଉଚ୍ଚ ନ୍ୟାୟାଳୟମାୟାଧର ମାନସିଂହକଳାକଳେବର ଚଉତିଶାଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାବିଭୂତି ପଟ୍ଟନାୟକଇନ୍‌ଫ୍ଲୁଏଞ୍ଜାହନୁମାନଆର୍ଥିକ ସ୍ୱାଧୀନତାକଣାଦ (ମୁନି)ବି. ଆର. ଆମ୍ବେଦକର🡆 More