ପଦ୍ମପୁର

ପଦ୍ମପୁର ବା ପଦମପୁର ନାମରେ ପରିଚିତ ସହର ଭାରତର ଓଡ଼ିଶା ରାଜ୍ୟର ବରଗଡ ଜିଲ୍ଲାରେ ଥିବା ଏକ NAC । ଏହାର ପୂର୍ବତନ ନାମ ରାଜବୋଡ଼ାସମ୍ବର ଏବଂ ଏହା ପ୍ରାକ ସ୍ୱାଧୀନତା କାଳରେ ଏକ ଜମିଦାରୀ ଥିଲା । ଏହାକୁ ' ବରିହା ସଂପ୍ରଦାଯର ଜମିଦାର ଶାସନ କରୁଥିଲେ ।

ପଦ୍ମପୁର
—  ସହର  —
ପଦ୍ମପୁର
ପଦ୍ମପୁର
ପଦ୍ମପୁର
ପଦ୍ମପୁର
ପଦ୍ମପୁରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°00′N 83°04′E / 21.0°N 83.07°E / 21.0; 83.07
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ବରଗଡ଼
ଲୋକସଂଖ୍ୟା ୧୫,୪୩୮ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• ସମୁଦ୍ର ପତ୍ତନଠାରୁ ଉଚ୍ଚତା


205 metres (673 ft)

ଭୌଗୋଳିକ ସ୍ଥିତି

ପଦ୍ମପୁର ସହରର ଅବସ୍ଥିତି ହେଲା 21°00′N 83°04′E / 21.0°N 83.07°E / 21.0; 83.07. ସମୁଦ୍ରପତ୍ତନଠାରୁ ୬୭୩ ଫୁଟ ଉଚ୍ଛତାରେ ଥିବା ଏହାର ଦୁରତ୍ୱ ରାଜ୍ୟର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୪୪୦ କିଲୋମିଟର ଏବଂ ଜିଲା ସଦର ମହକୁମା ବରଗଡଠାରୁ ୮୦ କିଲୋମିଟର । ନିକଟସ୍ଥ ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରୁ ମଧ୍ୟ ଏହା ୮୦ କିଲୋମିଟର ଦୂରତାରେ ରହିଛି । ପଦ୍ମପୁରର ନିକଟସ୍ଥ ରେଳ ଷ୍ଟେସନଗୁଡ଼ିକ ହେଲା ଖରିଆର ( ୭୬ କିଲୋମିଟର ) ଓ ବରଗଡ (୮୦ କିଲୋମିଟର )

ପଦ୍ମପୁର 
ଅଞ୍ଚଳର ଏକ ସର୍ବପୁରତନ ବିଦ୍ୟାଳୟ ' ରାଜ ବୋରସମ୍ବର ହାଇ ସ୍କୁଲ '

ମୁଖ୍ୟତ ବର୍ଷାଜଳ ଉପରେ ନିର୍ଭର ଶୀଳ ପଦ୍ମପୁର ଉପଖଣ୍ଡ ଚିର ମରୁଡି ଗ୍ରସ୍ତ ଆଞ୍ଚଲ ଭାବେ ପରିଚିତ । 'ଅଙ୍ଗ' ନଦୀ , ଯାହା ମହାନଦୀର ଏକ ଉପନଦୀ , ପଦ୍ମପୁର ସହରର ପୂର୍ବକୁ ୨ କିଲୋମିଟର ଦୂରରେ ପ୍ରବାହିତ ହାଉଥିଲେ ମଧ୍ୟ ଏହା ବର୍ଷର ଅନେକ ସମୟରେ ଶୁଖିଲା ହୋଇଯାଏ । ପଦ୍ମପୁରର ଦକ୍ଷିଣ ପୂର୍ବରେ ୪୦ କିଲୋମିଟର ଦୂରରେ ସୁନ୍ଦର ଗନ୍ଧମାର୍ଦନ ପର୍ବତ ଅନବସ୍ଥିତ । ଅଙ୍ଗ ନଦୀରେ ପ୍ରସ୍ତାବିତ ପୂଜାରିପାଳି ବନ୍ଧ ନିର୍ମାଣ ହେଲେ ଏହି ଅଞ୍ଚଳର ମରୁଡି ସମସ୍ଯାର ସମାଧାନ ହୁଅନ୍ତା ।

ଆବାଦି

୨୦୧୧ ଜାତୀୟ ଜନଗଣନା ଅନୁସାରେ ପଦ୍ମପୁରର ଜନସଂଖ୍ୟା ୧୭,୬୨୫ । ପୁରୁଷ ଓ ମହିଳାଙ୍କ ଅନୁପାତ ୧୦୦୦:୯୬୧ ଥିବା ବେଳେ ସାକ୍ଷ୍ୟରତା ପରିମାଣ ୬୯% , ଯାହା କି ଜାତୀୟ ହାର ୭୪.୦୪%ଠାରୁ କମ ।୭୮% ପୁରୁଷ ସାକ୍ଷ୍ୟର ହେଇଥିବା ବେଳେ ମହିଳାଙ୍କ ହାର ୬୦% । ପଦ୍ମପୁର ଉପଖଣ୍ଡ ( Sub-Division)କୁ ହିସାବ କାଲେ ଜନସଂଖ୍ୟା ୮୧,୨୫୯ । ଉପଖଣ୍ଡରେ ୭୧ଟି ଗ୍ରାମ ରହିଛି ।

ଶିକ୍ଷା ବ୍ୟବସ୍ଥା

ପଦ୍ମପୁର 
ଅଞ୍ଚଲ କଲେଜ , ପଦ୍ମପୁର

ପଦ୍ମପୁରରେ ଥିବା ଅଞ୍ଚଲ କଲେଜ ୧୯୬୫ରେ ସ୍ଥାପିତ ହେଇଥିଲା ଆଉ ଏହା ପଶ୍ଚିମ ଓଡ଼ିଶାର ଗୋଟିଏ ସର୍ବପୁରାତନ ସରକାରୀ ଅନୁଦାନପ୍ରପ୍ତ କଲେଜ । ଏହି କଲେଜରେ କଳା , ବିଜ୍ଞାନ ଓ ବାଣିଜ୍ୟ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ ପଦ୍ମପୁରରେ ୧୯୯୫ରୁ ଏକ ମହିଳା ମହାବିଦ୍ୟାଳୟ ମଧ୍ୟ ରହିଛି । ନିକଟବର୍ତୀ ଇଲାକାରେ କିଛି ଯୁକ୍ତ ୨ କଲେଜ ମାନ ମଧ୍ୟ ରହିଛି ।

ପଦ୍ମପୁର 
ରାଜବୋଡ଼ାସମ୍ବର ହାଇ ସ୍କୁଲ ପ୍ରାଙ୍ଗଣରେ ଥିବା କବି ଗଙ୍ଗାଧରଙ୍କ ପ୍ରତିକୃତି

ରାଜବୋଡ଼ାସମ୍ବର ହାଇ ସ୍କୁଲ ଓ ଅନ୍ୟ ସ୍କୁଲସବୁ

 ୧୯୪୪ରେ ସ୍ଥାପିତ ଏହି ହାଇ ସ୍କୁଲ ଜିଲ୍ଲାର ଅନ୍ଯତମ ପୁରାତନ ହାଇ ସ୍କୁଲ । ଏକ ଅତ୍ୟନ୍ତ ଉତ୍ତମ ବିଦ୍ୟାନୁଷ୍ଠାନ ଭାବରେ ଏହାର ସୁନାମ ଆଜିଯାଏ ରହିଛି । ଏହା ଛଡା ପଦ୍ମପୁରରେ ସରକାରୀ ବାଳିକା ଉତ୍ଛ ବିଦ୍ୟାଳୟ , ସରସ୍ୱତୀ ଶିଶୁମନ୍ଦିର , ଗୁରୁକୁଳ ପରି ବିଦ୍ୟାଳୟସବୁ ରହିଛି ।  

ରାଜନୀତି

ପଦ୍ମପୁର ବିଧାନ ସଭା ମଣ୍ଡଳୀ ପୂର୍ବରୁ ସମ୍ବଲପୁର ଲୋକ ସଭା ଅଞ୍ଚଳ ଅଧୀନରେ ଥିବା ବେଳେ ବର୍ତ୍ତମାନ ନୂତନ ବରଗଡ ଲୋକ ସଭା ମଣ୍ଡଳୀରେ ରହିଛି । ୨୦୧୪ ବିଧାନ ସଭା ନିର୍ବାଚନରେ BJP ଦଳ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହେଇ ଏହି ଅଞ୍ଚଳର ପ୍ରତିନିଧି ଅଛନ୍ତି । ଏହା ପୂର୍ବରୁ BJD ଦଳର ଶ୍ରୀଯୁକ୍ତ ବିଜୟ ସିଂହ ବରିହା ( ପୂର୍ବତନ ପଦ୍ମପୁର ଜମିଦାରଙ୍କ ବଂଶଜ ) ଏହି ନିର୍ବାଚନ ମଣ୍ଡଳୀକୁ ୪ ଥର ପ୍ରତିନିଧିତ୍ୱ କରିଥିଲେ । ତତ ପୂର୍ବରୁ INCର ପ୍ରତିନିଧି ଏହି ଅଞ୍ଚଳର ସଦସ୍ୟ ଥିଲେ ।

ସଂସ୍କୃତି

ପଦ୍ମପୁର ଅଞ୍ଚଳର ଲୋକ ସଂସ୍କୃତି ଖୁବ ଜନପ୍ରିଯ । ଏଠାରେ ନୂଆଖାଇ ପର୍ବ ଖୁବ ଜାକ୍ ଜମକ୍ରେ ପାଳିତ ହୁଏ ଏବଂ ଏହି ସମୟରେ ଏଠାକାର ଲୋକ ନୃତ୍ୟ ଓ ଗୀତାର ଆସର ଖୁବ ଜମେ । ପଦ୍ମପୁରରେ ABCD ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ସଂସୃତିକ କାର୍ଯ୍ୟକ୍ରମସବୁ ହୁଏ । ଏଠାରେ ଅଞ୍ଚଳର ସର୍ବ ବୟୋଜେଷ୍ଠ ବ୍ୟକ୍ତିଙ୍କୁ ନୂଆଖାଇ ସମୟରେ ସମ୍ବର୍ଦ୍ଧନା ଦେବାର ଏକ ନିଆରା ପରମ୍ପରା ରହିଛି । (https://sites.google.com/site/abcdpadampur/home/nuakhai-bhetghat Archived 2016-11-17 at the Wayback Machine.).

ସଂସ୍କୃତିକ ଅନୁଷ୍ଠାନ

ଲୂ , ରବୀନ୍ଦ୍ର କଳା ପରିଷଦ , ନଟରାଜ ନୃତ୍ୟ ପରିଷଦ ପରି ସଂସୃତିକ ଅନୁଷ୍ଠାନ ମାନ ସମ୍ବଲପୁରୀ ଭାଷାର ନାଟକ ପରିବେଷଣ କରି ସାରା ଭାରତର ବିଭିନ୍ନ ଅଞ୍ଚଳରେ ପୁରସ୍କୃତ ହେଇଛନ୍ତି ।

ଦର୍ଶନୀୟ ପର୍ଯ୍ୟଟକ ସ୍ଥଳୀ

ପଦ୍ମପୁର ନିକଟରେ ନୃଶିଙ୍ଘନାଥ(୩୫ କିଲୋମିଟର ), ହରିଶଙ୍କର( ୪୫ କିଲୋମିଟର ), ପାଟରା ବନ୍ଧ( ୮୫ କିଲୋମିଟର) କିଙ୍କାରି ବନ୍ଧ(୭୮ କିଲୋମିଟର) ଦେବଦରାହ ( ୨୫ କିଲୋମିଟର )ଆଦି ପ୍ରକୃତିକ ସୌନ୍ଦଜ୍ୟ ଭାରା ପର୍ଯ୍ୟଟନ ସ୍ଥଳୀସବୁ ରହିଛି ।

ଐତିହାସିକ ସ୍ଥାନସବୁ

ଆଧାର

Tags:

ପଦ୍ମପୁର ଭୌଗୋଳିକ ସ୍ଥିତିପଦ୍ମପୁର ଆବାଦିପଦ୍ମପୁର ଶିକ୍ଷା ବ୍ୟବସ୍ଥାପଦ୍ମପୁର ରାଜନୀତିପଦ୍ମପୁର ସଂସ୍କୃତିପଦ୍ମପୁର ସଂସ୍କୃତିକ ଅନୁଷ୍ଠାନପଦ୍ମପୁର ଦର୍ଶନୀୟ ପର୍ଯ୍ୟଟକ ସ୍ଥଳୀପଦ୍ମପୁର ଐତିହାସିକ ସ୍ଥାନସବୁପଦ୍ମପୁର ଆଧାରପଦ୍ମପୁର

🔥 Trending searches on Wiki ଓଡ଼ିଆ:

ମଞ୍ଜୁଳା ସ୍ୱାଇଁପୁଷ୍ଟିସାରମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଧୁସୂଦନ ରାଓଚନ୍ଦ୍ରଯାନ-୩ଚମ୍ପାଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନମନୋଜ ଦାସରଥଯାତ୍ରା୧୧୮ପୂର୍ବ ଭାଦ୍ରପଦ (ନକ୍ଷତ୍ର)ତୁଳସୀ ଦାସସାତକଡ଼ି ହୋତାହିଙ୍ଗୁଳା ମନ୍ଦିରଗନ୍ଧମାର୍ଦନଓଡ଼ିଆ ଗହଣାଅଟିଜିମ୍‌ପରଜା ଜନଜାତି୧୯ ଜୁନୟୁରୋପଯକୃତରବି ସିଂଇନ୍ଦ୍ରଦ୍ୟୁମ୍ନରମାକାନ୍ତ ରଥଭାଷା ବିଜ୍ଞାନପାରଦବିଲଙ୍କା ରାମାୟଣଅରିନ୍ଦମ ରାୟଭାରତର ଜାତୀୟ ପତାକାରାଜେନ୍ଦ୍ର କିଶୋର ପଣ୍ଡାକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୨ ମଇମାଛ୧୪ ଅଗଷ୍ଟସୁରେନ୍ଦ୍ର ମହାନ୍ତିଭାରତ ସରକାରସୂର୍ଯ୍ୟ ଦେବତାଭୁବନେଶ୍ୱର ବେହେରାଦେଓମାଳୀସାମାଜିକ ବିଜ୍ଞାନଗୌତମ ବୁଦ୍ଧହିନ୍ଦୁ ସମୟ ଗଣନାନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମୋରାରଜୀ ଦେଶାଇବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁଗଲଗୋଟେ ଶୁଆ ଗୋଟେ ଶାରୀବାସୁଦେବ ସୁନାନୀବୀଜାଣୁବିପିନ ବିହାରୀ ମିଶ୍ରନିଗମାନନ୍ଦ ପରମହଂସଫତୁରାନନ୍ଦବାଞ୍ଛାନିଧି ମହାନ୍ତିଜଗନ୍ନାଥଙ୍କ ଧୂପସଜନା୨୯ ଅପ୍ରେଲମେନିଞ୍ଜାଇଟିସ୍ସଞ୍ଜୁ ଆଉ ସଞ୍ଜନାଆର୍ଯ୍ୟଭଟ୍ଟସିଦ୍ଧାନ୍ତ ମହାପାତ୍ରଛଉ ନାଚଆପଲ ଇନକର୍ପୋରେଟେଡଚାଉଳସାକ୍ଷୀଗୋପାଳ ମନ୍ଦିରଧାତୁ୨୧ ଅପ୍ରେଲଚନ୍ଦନ ବୋଡ଼ାଶାନ୍ତନୁ କୁମାର ଆଚାର୍ଯ୍ୟବୀରକିଶୋର ଦାସଜୁଲାଇ🡆 More