ପଟ୍ଟଚିତ୍ର: ଓଡ଼ିଶାର ପାରମ୍ପରିକ ଚିତ୍ରକଳା

ପଟ୍ଟଚିତ୍ର ଓଡ଼ିଶାର ଏକ ପାରମ୍ପାରିକ ଚିତ୍ରକଳା । ଏହା ପ୍ରଧାନତଃ ଜଗନ୍ନାଥ ତଥା ହରି ଓ ରାଧାଙ୍କ ପ୍ରେମକଥାର ବର୍ଣ୍ଣନାକୁନେଇ ଅଙ୍କାଯାଇଥାଏ । ପଟ୍ଟଚିତ୍ରସବୁ ଜଗନ୍ନାଥ ସଂସ୍କୃତିକୁ ନେଇ ସୃଷ୍ଟି ହୋଇଛି । ଏହା ଓଡ଼ିଆ ଚିତ୍ରକରମାନଙ୍କ ଦେଇ ନାନାଦି ପ୍ରାକୃତିକ ରଙ୍ଗର ବ୍ୟବହାର କରି ପଟ୍ଟ ବା ମଣ୍ଡଦିଆ କନା ଉପରେ ଅଙ୍କାଯାଇଥାଏ । ଏହା ଓଡ଼ିଶାର ଏକ ମୁଖ୍ୟ ଓ ବହୁ ପୁରାତନ କଳା । ପଟ୍ଟ ଶବ୍ଦର ଅର୍ଥ କନା, ଏକ ବିଶେଷ କନା ଉପରେ ଅଙ୍କିତ ଏହି ବିଶେଷ ଧରଣର ଚିତ୍ରକୁ ପଟ୍ଟଚିତ୍ର କୁହାଯାଇଥାଏ । ଏଥିରେ ନାନା ପ୍ରକାରର ଆଧ୍ୟାତ୍ମିକ ଛବି ଅଙ୍କାଯାଇଥାଏ । ପଟ୍ଟଚିତ୍ରର ଇତିହାସ ହଜାରେ ବର୍ଷରୁ ଅଧିକ ।

ପଟ୍ଟଚିତ୍ର: ସୃଷ୍ଟି ଓ ଇତିହାସ, ପ୍ରକାରଭେଦ, ଆଧାର
ହରି ଓ ରାଧାଙ୍କୁ ନେଇ ଅଙ୍କିତ ପଟ୍ଟଚିତ୍ର

ସୃଷ୍ଟି ଓ ଇତିହାସ

ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ କଳିଙ୍ଗ (ବର୍ତ୍ତମାନର ଓଡ଼ିଶା)ର ଚିତ୍ରଶିଳ୍ପୀମାନେ ତାଳପତ୍ର ସହିତ, ରାଜପ୍ରସାଦର ମନ୍ଦିର, ମଠ କାନ୍ଥ ଇତ୍ୟାଦିରେ "ଭିତ୍ତି" ଚିତ୍ର ଖୋଦିତ ଅଥବା ଚିତ୍ର କରୁଥିଲେ। ସମ୍ଭବତ ଏହି ଚିତ୍ରଗୁଡ଼ିକ କାନ୍ଥବାଡ଼ରେ କରାଯାଉଥିବାରୁ ଏହାକୁ "ଭିତ୍ତି" ଚିତ୍ର କୁହାଯାଉଥିଲା । ୫ମ ଶତକର ପୁରୀ, କୋଣାର୍କଭୁବନେଶ୍ୱରର କାନ୍ଥରେ ଅଙ୍କା ଛବିସବୁରୁ ପଟ୍ଟଚିତ୍ରର ଜନ୍ମ । ପୁରୀର ରଘୁରାଜପୁରଠାରେ ଏହି କଳାର ପୁରୁଷ ପୁରୁଷ ଧରି ଅଭୂତପୂର୍ବ ବିକାଶ ଘଟିଛି ଯାହା ଏହି ଗାଆଁକୁ ଶିଳ୍ପୀଗ୍ରାମର ମାନ୍ୟତା ଦେଇଛି ।

ପ୍ରକାରଭେଦ

ପଟ୍ଟଚିତ୍ର ଦୁଇ ଭାଗରେ ବିଭକ୍ତ

  • ବୈଷ୍ଣବ ଚିତ୍ର
    • ଭାଗବତ ଚିତ୍ର
    • ରାମାୟଣ ଚିତ୍ର
    • ଜଗନ୍ନାଥ ଚିତ୍ର
  • ଶୈବ ଚିତ୍ର
  • ଶାକ୍ତ ଚିତ୍ର
  • ପୁରାଣ ଚିତ୍ର
  • ରାଗଚିତ୍ର
  • ବାନ୍ଧଛିତ୍ର
  • ଯମପତି ଓ ଯାତ୍ରିପଟ୍ଟ (ପୁରୀ ମନ୍ଦିରର ଛବି)
ପଟ୍ଟଚିତ୍ର: ସୃଷ୍ଟି ଓ ଇତିହାସ, ପ୍ରକାରଭେଦ, ଆଧାର 
ଜଗନ୍ନାଥ ସଂସ୍କୃତି ଉପରେ ଏକ ପଟ୍ଟଚିତ୍ର

ଆଧାର

ଅଧିକ ତଥ୍ୟ

Tags:

ପଟ୍ଟଚିତ୍ର ସୃଷ୍ଟି ଓ ଇତିହାସପଟ୍ଟଚିତ୍ର ପ୍ରକାରଭେଦପଟ୍ଟଚିତ୍ର ଆଧାରପଟ୍ଟଚିତ୍ର ଅଧିକ ତଥ୍ୟପଟ୍ଟଚିତ୍ରଓଡ଼ିଆ ଲୋକଓଡ଼ିଶାଜଗନ୍ନାଥରାଧା

🔥 Trending searches on Wiki ଓଡ଼ିଆ:

ପରଜା (ଓଡ଼ିଆ ଉପନ୍ୟାସ)ନେଇଯା'ରେ ମେଘ ମତେଦ୍ୱାରକେଶ୍ୱର ନଦୀଓଡ଼ିଶାର ଜୈବ ବିବିଧତାଭୂମିକମ୍ପକୋରାପୁଟମଧ୍ୟ ପ୍ରଦେଶଲତା ମଙ୍ଗେସକରହନୁମାନସୁମିତ୍ରାଗଙ୍ଗାଧର ମେହେରଭଦଭଦଳିଆଗ୍ରହକାନାବିଡିଓଲଲକ୍ଷ୍ମଣ ନାୟକମାଲେସିଆ ଏୟାରଲାଇନ୍ସ ବିମାନ ଏମଏଚ୩୭୦ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକ୍ରିଏଟିଭ କମନ୍ସଭାରତ ସରକାରନନ୍ଦ କିଶୋର ବଳwiki.phtmlପଟ୍ଟଚିତ୍ରମହାପାତ୍ର ନୀଳମଣି ସାହୁମିଳିମିଳାସଂକ୍ରାନ୍ତିଦିବ୍ୟସିଂହ ଦେବବେଦହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାମହିମା ଧର୍ମଗୌରହରି ଦାସଶାନ୍ତିଲତା ବାରିକସାଲବେଗଚିତ୍ତରଞ୍ଜନ ଦାସରୁକ୍ମିଣୀ ବିବାହବିଶ୍ୱତାପନଓଡ଼ିଶୀନୀଳମଣି ବିଦ୍ୟାରତ୍ନରାଧାନାଥ ରାୟଜୟ ଜଗନ୍ନାଥହନୁମାନ ଜୟନ୍ତୀସାତକଡ଼ି ହୋତାସନ୍ତୋଷ କୁମାର ସାହୁହିନ୍ଦୀରସାୟନ ବିଜ୍ଞାନରାଜ୍ୟ ସଭାପୁରୀଔଷଧୀୟ ଗଛଲତାମାନଙ୍କର ତାଲିକାକଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍)ଲଳିତ ମାନସିଂହଫକୀର ମୋହନ ସେନାପତିହନୁମାନ ଚାଳିଶାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଜାହାଙ୍ଗୀରଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଓଡ଼ିଶା ସରକାରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଜଗନମୋହ‌ନ ଲାଲ୧୮ ଫେବୃଆରୀରାଜେନ୍ଦ୍ର ନାରାୟଣ ସିଂହଦେଓଭୂଗୋଳ୨୪ ଅପ୍ରେଲଇରା ମହାନ୍ତିନବୀନ ପଟ୍ଟନାୟକ🡆 More