ପଇସା

ପଇସା ଏକ ଛୋଟ,ସପାଟ, ସାଧାରଣତଃ ଧାତୁ କିମ୍ବା ପ୍ଲାଷ୍ଟିକ ଗୋଲ ଜିନିଷ ଅଟେ । ମୁଖ୍ୟ ରୂପେ କାନୁନୀ ନିବିଦା ମାଧ୍ୟମରେ ବ୍ୟବହାର କରାଯାଇଥାଏ । ଏହା ଓଜନ ଅନୁସାରେ ଖୁବ ହାଲୁକା ଅଟେ ଏବଂ ବ୍ୟାପାର ପାଇଁ ମଧ୍ୟ ଖୁବ୍ ସୁବିଧା ଜନକ ହୋଇଥାଏ । ଏହା ବହୁ ସମୟ ଥର ସରକାରଙ୍କଦ୍ୱାରା ଜାରି କରାଯାଇଥାଏ ।

ପଇସା
ଭାରତୀୟ ପୁରୁଣା ମୂଦ୍ରା ୫ ପଇସା

ପଇସା ସାଧାରଣତଃ ଧାତୁ କିମ୍ବା (ମିଶ୍ର ଧାତୁ) ହୋଇଥାଏ, ଏବଂ କେବେ କେବେ ସିନ୍ଥୋଟିକ ସାମଗ୍ରିରୁ ତିଆରି ହୋଇଥାଏ । ଏହା ମୁଖ୍ୟାତଃ "ଡିସ୍କ (ଗଣିତ)ର ଆକାର ରହିଥାଏ । ମୂଲ୍ୟବାନ ଧାତୁରୁ ପ୍ରସ୍ତୁତ ପଇସା ବଡ଼ ମାତ୍ରାରେ "ବୁଲିୟନ ପଇସା" ଏସ୍ ରୂପେ ସଂଗ୍ରହିତ ହୋଇଥାଏ । ମୁଦ୍ରା ରୂପେ ବ୍ୟବହାର କରାଯାଉଥିବା ଅନ୍ୟ ପଇସା, ବ୍ୟାଙ୍କ ନୋଟ ସହିତ ଚାଲିଥାଏ । ସାଧାରଣତଃ ସଞ୍ଚଳନ (ଅର୍ଥାତ ବୁଲିୟନ ପଇସାକୁ ଛାଡି)ରେ ସର୍ବୋଚ୍ଚ ମୁଲ୍ୟର ପଇସା ସବୁଠାରୁ କମ ମୁଲ୍ୟର ନୋଟଠାରୁ କମ ଅଟେ । ପୂର୍ବ ୬ ବର୍ଷରେ , ପ୍ରଚଳନ ପଇସାର ଅଙ୍କିତ ମୂଲ୍ୟ କେବେ କେବେ ଧାତୁର ମୂଲ୍ୟରୁ କମ ହୋଇଥାଏ ।

ଉଦାହରଣ:- ମୂଦ୍ରାସ୍ଫୀତି କାରଣରୁ ଯଦି ଅନ୍ତର ମହତ୍ୱପୂର୍ଣ ହୋଇଯାଏ, ତ' ଜାରୀ କରୁଥିବା ପ୍ରାଧିକରଣ ଏହି ପଇସାକୁ ସଞ୍ଚଳନରୁ ଫେରାଇ ଅଣିବାର ନିର୍ଣୟ ନେଇପାରନ୍ତି । ସମ୍ଭବତଃ ଏକ ଅଲଗା ସରଞ୍ଚନା ସହିତ ନୂତନ ସମକକ୍ଷ ଜାରୀ କରୁଛନ୍ତି ।

Tags:

🔥 Trending searches on Wiki ଓଡ଼ିଆ:

ଇତିହାସଚଇତି ଘୋଡ଼ା ନାଚସୀତା ବିବାହପ୍ଲାଟିପସଖଜ୍ଜିଆରନରେନ୍ଦ୍ର ମୋଦୀଜ୍ଞାନକୋଷବ୍ରାହ୍ମଣପ୍ରଧାନ ପୃଷ୍ଠାସରସ୍ୱତୀଛବିଳ ମଧୁ ବର୍ଣ୍ଣବୋଧଶିମିଳିପାଳ ଜାତୀୟ ଉଦ୍ୟାନଭାରତର ଜାତୀୟ ପତାକାଚୀନଆଜରବାଇଜାନଗୁରୁ ପ୍ରସାଦ ମହାନ୍ତିଧରିତ୍ରୀଜ୍ଞାନପୀଠ ପୁରସ୍କାରGlobe rupture୧୫ ଅପ୍ରେଲସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦେଉଳଝରି ଉଷ୍ଣପ୍ରସ୍ରବଣଲକ୍ଷ୍ମୀକାନ୍ତ ମହାପାତ୍ରଯଦୁମଣି ମହାପାତ୍ରସମ୍ବଲପୁରଆଲେକ୍‌ଜାଣ୍ଡର୍ ମହାନକାଳୀଚରଣ ପଟ୍ଟନାୟକଅଚ୍ୟୁତ ସାମନ୍ତଭାରତଝୁଲଣ ଯାତ୍ରାକଣ୍ଡୋମ୩ ସେପ୍ଟେମ୍ବରମୂରଲୀଧର କୁଅଁରଆନିଫ୍ରୋଲୁମାବନୃସିଂହତପସ୍ୱିନୀକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଶିବବଡ଼ଦିନଇସଲାମ ଧର୍ମଅରବିନ୍ଦ କେଜରିୱାଲଦୀନକୃଷ୍ଣ ଦାସଯକୃତସଂକ୍ରାନ୍ତିଚେକ୍ ଗଣରାଜ୍ୟଧର୍ମେନ୍ଦ୍ର ପ୍ରଧାନବାଞ୍ଛାନିଧି ମହାନ୍ତିପଣା ସଂକ୍ରାନ୍ତିବ୍ରହ୍ମୋତ୍ରୀ ମହାନ୍ତିଜାନକୀ ବଲ୍ଲଭ ପଟ୍ଟନାୟକଗୋପାଳ ଛୋଟରାୟରାମ ନବମୀଲୁଣକୋଣାର୍କ ସୂର୍ଯ୍ୟ ମନ୍ଦିରଭାରତୀୟ ଡାକ ସେବାରବି ସିଂଦେଓମାଳୀଇମେଲହନୁମାନ ଜୟନ୍ତୀବର୍ଷାଜଳବିଦ୍ୟୁତ୍ଶ୍ରୀଧର ଦାସ୨୦୨୨ ଫିଫା ବିଶ୍ୱକପ୍୨୯ ଅପ୍ରେଲଦୁଃଖୀରାମ ସ୍ୱାଇଁ🡆 More