ନୁର ଇନାୟତ ଖାନ

ନୁର-ଉନ-ନିସା-ଇନାୟତ-ଖାନ (ନୁର ଇନାୟତ ଖାନ; ଉର୍ଦ୍ଦୁ : نور عنایت خان, ଇଂରାଜୀ: Noor Inayat Khan) ଜନ୍ମ ୧ ଜାନୁଆରୀ ୧୯୧୪ରେ ଋଷିଆର ସେଣ୍ଟ ପିଟର୍ସବର୍ଗଠାରେ ହେଇଥିଲା । ସେ ଭାରତୀୟ ମୂଳର ବ୍ରିଟିଶ ଗୁପ୍ତଚର ଥିଲେ ଓ ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ସମୟରେ ମିତ୍ର ସେନା ପାଇଁ ଗୁପ୍ତଚର ବୃତ୍ତି କରୁଥିଲେ। ବ୍ରିଟିଷ ସେନାରେ ଅପରେସନ ନିର୍ବାହୀ ଭାବେ ପ୍ରଶିକ୍ଷୀତ ନୁର ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ସମୟରେ ନାଜୀ ଅଧିକୃତ ଫ୍ରାନ୍ସରେ ପ୍ରଥମ ବେତାର ଅଧିକାରୀ ଥିଲେ। ଫ୍ରାନ୍ସରେ ସେ ନୋରା ବେକର ଓ ମାଡେଲିନ ନାମରେ ଜଣାଯାଉଥିଲେ ।

ନୁର ଇନାୟତ ଖାନ
ନୁର ଇନାୟତ ଖାନ
Noor-un-Nisa Inayat Khan c.1943
Nickname(s)'ମାଡେଲିନ' (Callsign: Nurse); 'Jeanne-Marie Renier'; 'ନୋରା ବେକର'
ଜନ୍ମ(1914-01-02)୨ ଜାନୁଆରୀ ୧୯୧୪
ସେଣ୍ଟ ପିଟର୍ସବର୍ଗ, ଋଷିଆ
ମୃତ୍ୟୁ୧୩ ସେପ୍ଟେମ୍ବର ୧୯୪୪(1944-09-13) (ବୟସ ୩୦)
Dachau concentration camp, Germany
ନିଯୁକ୍ତିଦାତାନୁର ଇନାୟତ ଖାନ ଯୁକ୍ତରାଜ୍ୟ
ସେବା/ବିଭାଗWomen's Auxiliary Air Force
କାର୍ଯ୍ୟକାଳ୧୯୪୦-୧୯୪୪
ପଦବୀAssistant Section Officer
ସେନା ବିଭାଗSpecial Operations Executive
Cinema
ସଂଘର୍ଷ/ଯୁଦ୍ଧଦ୍ୱିତୀୟ ବିଶ୍ୱଯୁଦ୍ଧ
ପୁରସ୍କାରGeorge Cross
Mentioned in Despatches
Croix de Guerre (France)

ପ୍ରାରମ୍ଭିକ ଜୀବନ

ନୁର ଇନାୟତ ଖାନ 
ଡକାଉ ମେମୋରିଆଲଠାରେ ନୁରଙ୍କ ସ୍ମାରକ

ନୁରଙ୍କ ବାପା ଭାରତୀୟ ଓ ମାଁ ଆମେରିକୀୟ ଥିଲେ। ତାଙ୍କ ବାପା ଇଜରତ ଇନାୟତ ଖାନ ୧୮ଶ ଶତାବ୍ଦୀର ମୈସୁର ରାଜ୍ୟର ଶାସକ ଟିପୁ ସୁଲତାନଙ୍କ ଅଣନାତି ଥିଲେ। ସେ ଜଣେ ଧାର୍ମିକ ଗୁରୁ ଥିଲେ ଓ ପରିବାର ସ‌ହ ଲଣ୍ଡନ ଓ ପରେ ପ୍ୟାରିସରେ ବସବାସ କରିଲେ।

ସମ୍ମାନ

  • ବ୍ରିଟେନଦ୍ୱାରା ନୁରଙ୍କୁ ମରଣୋତ୍ତର ୧୯୪୯ ମସିହାରେ ଜର୍ଜ କ୍ରସ ସମ୍ମାନରେ ସମ୍ମାନିତ କରାଯାଇଥିଲା।
  • ଫ୍ରାନ୍ସଦ୍ୱାରା ସର୍ବୋଚ୍ଚ ସମ୍ମାନ- କ୍ରୋକ୍ସ ଡ଼ି ଗେୟରରେ ସମ୍ମାନିତ କରାଯାଇଥିଲା।
  • ମେସଣ୍ଡ ଇନ ଡିସ୍ପୈଚିଜ (ବ୍ରିଟିଶ ବିରତ୍ୱ ସମ୍ମାନ)

ଆଧାର

Tags:

ଇଂରାଜୀ ଭାଷାଉର୍ଦ୍ଦୁ ଭାଷା

🔥 Trending searches on Wiki ଓଡ଼ିଆ:

ଯକୃତ୨୪ ଅକ୍ଟୋବରଶ୍ରୀରାମ ପଣ୍ଡାଅସହଯୋଗ ଆନ୍ଦୋଳନମାତଙ୍ଗୀଗୁରୁପ୍ରସାଦ ମହାନ୍ତିକିଶୋରୀ ଚରଣ ଦାସ୮ ଅକ୍ଟୋବରଭାରତୀୟ ଜାତୀୟ କଂଗ୍ରେସ୩୧ ଅଗଷ୍ଟସମ୍ବଲପୁରକାଟୁଲୁ ରବି କୁମାର୧୯୬୧ର ଓଡ଼ିଆ କଥାଚିତ୍ରମୁକ୍ତେଶ୍ୱର ଦେଉଳଭରତେଶ୍ୱର ମନ୍ଦିରଗ୍ରହନଦୀୟା ବିହାରୀ ମହାନ୍ତିସଚ୍ଚିଦାନନ୍ଦ ରାଉତରାୟମଦନମୋହନମଧୁସୂଦନ ଦାସକାମଦା ଏକାଦଶୀଓମ୍ରବି ସିଂସୁରେଶ କୁମାର ରାଉତରାୟଚୈତ୍ର ପୂର୍ଣ୍ଣିମାକୁଞ୍ଜବିହାରୀ ଦାଶପରଶୁରାମଓଡ଼ିଶୀବିଶ୍ୱନାଥ କରଧରିତ୍ରୀବିବାହଅପର୍ଣ୍ଣା ମହାନ୍ତିରାମ ନବମୀଓଡ଼ିଶାର ଭୂଗୋଳସ୍ତନ ଯନ୍ତ୍ରଣାଓଡ଼ିଆ ଭାଷା୨୭ ଅପ୍ରେଲଅର୍ଚ୍ଚନା (କବିତା ସଙ୍କଳନ)ଅଚ୍ୟୁତାନନ୍ଦ ଦାସଶ୍ରୀ ଅରବିନ୍ଦଚିତ୍ତରଞ୍ଜନ ଦାସବୀଣାପାଣି ମହାନ୍ତିମିନାକ୍ଷୀ ମହନ୍ତୟୁଭିଆଇଟିସହେମୋଫିଲିଆ୩୦ ମାର୍ଚ୍ଚକୃଷ୍ଣଚନ୍ଦ୍ର ପାଣିଗ୍ରାହୀବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)ରବୀନ୍ଦ୍ରନାଥ ଠାକୁରବିଭୂତି ପଟ୍ଟନାୟକଭର୍ତ୍ତୃହରି ମହତାବଉତ୍କଳ ବ୍ରାହ୍ମଣଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଉଦୟନାଥ ଷଡ଼ଙ୍ଗୀନନ୍ଦିନୀ ଶତପଥୀକଳିଙ୍ଗ ଯୁଦ୍ଧହିନା ରବାନି ଖରହୀରାକୁଦ ବନ୍ଧଅବସାଦକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଖୋର୍ଦ୍ଧା ଜିଲ୍ଲାବର୍ଷାଦଅଣାଗୋପାଳକୃଷ୍ଣ ପଟ୍ଟନାୟକ🡆 More