ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର

ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏକଦା ବୌଦ୍ଧ ଦାର୍ଶନିକ ଧର୍ମକୀର୍ତ୍ତି ଏଠାରେ ରହିବାର ଅନୁମାନ କରାଯାଏ । ମନ୍ଦିରସ୍ଥ ପଥରରେ ଖୋଦିତ ପାଲି ଭାଷାରେ ଲିଖିତ ଶୀଳାଲିପିରୁ ଏହି ପ୍ରମାଣ ମିଳେ ।

ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର
ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର
ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
Countryନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର ଭାରତ

ଭୌଗୋଳିକ ଅବସ୍ଥିତି

ପଦ୍ମପୁର ସହରର ସଂଲଗ୍ନ ଏକ ଛୋଟ ପାହାଡ ଉପରେ ଏହି ମନ୍ଦିରଟି ପ୍ରତିଷ୍ଠିତ ।

ପର୍ବ ପର୍ବାଣି

ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ପର୍ବ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ ।

ସୁବିଧା ସୁଯୋଗ

ଆଧାର

ଅଧିକ ତଥ୍ୟ

Tags:

ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର ଭୌଗୋଳିକ ଅବସ୍ଥିତିନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର ପର୍ବ ପର୍ବାଣିନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର ସୁବିଧା ସୁଯୋଗନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର ଆଧାରନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର ଅଧିକ ତଥ୍ୟନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁରଓଡ଼ିଶାମହାଦେବରାୟଗଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଅଶୋକ (ସମ୍ରାଟ)ବି. ଆର. ଆମ୍ବେଦକରବୈଶାଖନୂଆ ଦିଲ୍ଲୀସଉରାରାବଣଓଡ଼ିଆ କାବ୍ୟ କବିତାବୁଦ୍ଧ ପୂର୍ଣ୍ଣିମାଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀରାଧାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାପଦ୍ମ ଲୋଚନ ପଣ୍ଡାସୁଦଶା ବ୍ରତକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅମୃତାୟନକିଶୋରଚନ୍ଦ୍ରାନନ୍ଦ ଚମ୍ପୂମିଳିମିଳାରଜଜୟ ଜଗନ୍ନାଥଭୀମ ଭୋଇଚବିଶ ଗୁରୁହରେକୃଷ୍ଣ ମହତାବମୃତ୍ୟୁଞ୍ଜୟ ରଥଆରିଷ୍ଟୋଟଲଜଗନମୋହ‌ନ ଲାଲରଥଓଡ଼ିଶା ଉଚ୍ଚ ନ୍ୟାୟାଳୟଯଦୁମଣି ମହାପାତ୍ରରବିବାରଇନଷ୍ଟାଗ୍ରାମକୁଞ୍ଜବିହାରୀ ଦାଶକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ଇତିହାସଦୁର୍ଗାବାଲିଯାତ୍ରାବ୍ୟାଙ୍କମନୋରଞ୍ଜନ ଦାସଯୁକ୍ତରାଷ୍ଟ୍ର ଆମେରିକାଓଡ଼ିଆ କବି ମାନଙ୍କର ତାଲିକାଉତ୍କଳ ଦୀପିକାଗୁଗଲକୃଷ୍ଣପ୍ରସାଦ ମିଶ୍ର୧୨ ଅପ୍ରେଲରାସନ କାର୍ଡ଼ (ଭାରତ)ଖୋର୍ଦ୍ଧା ଜିଲ୍ଲାରବୀନ୍ଦ୍ର କୁମାର ପ୍ରହରାଜରାଧାନାଥ ରାୟସରଳା ଦେବୀଅଶୋକ ସମ୍ରାଟରାମଚନ୍ଦ୍ର ବେହେରାଓଡ଼ିଆ ନାଟକଗୌରହରି ଦାସସଞ୍ଜୟ ହାତୀଧର୍ମଅଚ୍ୟୁତ ସାମନ୍ତବୌଦ୍ଧ ଧର୍ମଜୟ ଶ୍ରୀରାମହୃଷୀକେଶ ମଲ୍ଲିକଇରା ମହାନ୍ତିଘର ସଂସାରରାଜନୀତି ବିଜ୍ଞାନଜାପାନୀ ଭାଷାଇନକ୍ଲିସିରାନସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବେଲହନୁମାନ ଚାଳିଶାଭାରତର ନ୍ୟାୟୀକ ବ୍ୟବସ୍ଥା🡆 More