ନିମ୍ବ

ନିମ୍ବ ବା ଲିମ୍ବ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଭାରତରେ ପ୍ରାୟ ସବୁସ୍ଥାନରେ ଦୃଷ୍ଟି ଗୋଚର ହୁଏ ।

ନିମ୍ବ
ନିମ୍ବ
ନିମ୍ବ ଗଛର ଫୁଲ ଓ ପତ୍ର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ଗଣ: Sapindales
କୁଳ: Meliaceae
ପ୍ରଜାତି: Azadirachta
ଜାତି: A. indica
ବାଇନୋମିଆଲ ନାମ
Azadirachta indica
Synonyms

Antelaea azadirachta (L.) Adelb.

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ନିମ୍ବ
ସଂସ୍କୃତ ଅରିଷ୍ଟ, ପିଚମର୍ଧ, ପାରିଭଦ୍ର, ତିକ୍ତକ, ହିଙ୍ଗୁନିର୍ଯ୍ୟାସ ଓ ତିକ୍ତପର୍ଣା
ବଙ୍ଗଳା ନିମ୍
ହିନ୍ଦୀ ନିମ୍
ତେଲୁଗୁ ଦୀୟାଚେଟ୍ଟୁ

ଶାସ୍ତ୍ରୋକ୍ତ ଗୁଣ

ଏହା ତିକ୍ତରସ, ଶୀତବୀର୍ଯ୍ୟ, ଧାରକ, କାମ ନିବାରକ, ଜ୍ୱର, ତୃଷ୍ଣା, କଣ୍ଡୁ, କ୍ଷତ, ବ୍ରଣ, କୁଷ୍ଠ, ବାୟୁ, ଶ୍ଳେଷ୍ମ, ବିସର୍ପ, କୃମି, କାଶ, ଅର୍ଶ, ପିତ୍ତବିକାର, ରକ୍ତବିକୃତି, ବମନ, ଯାବତୀୟ ଚର୍ମରୋଗ, ଅରୁଚି, ଦଦ୍ରୁ ନିବାରକ ଅଟେ।

ବ୍ୟବହାର

ଅତି ଗୁଣକାରୀ ବନୌଷଧୀମାନଙ୍କ ଭିତରୁ ନିମ୍ବ ଅନ୍ୟତମ । ଏହି ଗଛର ସବୁ ଅଂଶ ଔଷଧି ରୂପେ ବ୍ୟବହାର କରାଯାଏ । ଶ୍ରୀ ଲକ୍ଷ୍ମଣ ମିଶ୍ରଙ୍କ ମତରେ ଏହାର ପତ୍ରକୁ ବିଷୁବ ସଂକ୍ରାନ୍ତି ଦିନ ସେବନ କଲେ ବର୍ଷସାରା ଚର୍ମରୋଗ ହେବାର ଭୟ ରହେ ନାହିଁ । ନିମ୍ବତେଲ ଅନେକ ପ୍ରକାରର ଚର୍ମରୋଗରେ ବ୍ୟବହାର କରାଯାଏ । ଘରର ଯେ କୌଣସି ଦିଗରେ ବିଶେଷ କରି ଦକ୍ଷିଣ ପାଖରେ ଏ ଗଛ ରହିଲେ ଘରେ ସମସ୍ତଙ୍କ ଦେହ ଭଲରହେ ବୋଲି ମାନ୍ୟତା ରହିଛି । ବସନ୍ତ ଋତୁ ଆଗରୁ ନିମ୍ବକଢ଼ର ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ ।

ବିଶେଷ ନିମ୍ବ ଗଛରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମହାପ୍ରଭୁ ମାନଂକ ନବକଳେବର ବେଳେ ଦାରୁ ଆସିଥାଏ, ଯେଉଁଥିରୁ ନୂଆ ମୂର୍ତ୍ତି ମାନ ତିଆରି କରାଯାଇଥାଏ ।

ଗ୍ୟାଲେରି

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି
  • ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର

ଆଧାର

Tags:

ନିମ୍ବ ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀନିମ୍ବ ଶାସ୍ତ୍ରୋକ୍ତ ଗୁଣନିମ୍ବ ବ୍ୟବହାରନିମ୍ବ ଗ୍ୟାଲେରିନିମ୍ବ ବାହାର ଆଧାରନିମ୍ବ ଆଧାରନିମ୍ବ

🔥 Trending searches on Wiki ଓଡ଼ିଆ:

୧୯୩୬୨୯ ମାର୍ଚ୍ଚଇଣ୍ଟରନେଟଋଷିଆଅଡ଼ିବିଶ୍ୱନାଥ କରଆଲପ୍ରାଜୋଲାମବିଛା (ରାଶି)ହୀରାକୁଦ ବନ୍ଧ୨୦୧୧ କ୍ରିକେଟ ବିଶ୍ୱ କପଜଗନ୍ନାଥ ମନ୍ଦିରମଣିପୁରସତ୍ୟ ସାଇ ବାବା୧୦୦୦ପ୍ରାଣବନ୍ଧୁ କରହୋଲିସାରଳା ଦାସମଞ୍ଜୁଳା ପଦ୍ମନାଭନରାଜକିଶୋର ରାୟବନ୍ଦେ ଉତ୍କଳ ଜନନୀଖାରବେଳବି. ଆର. ଆମ୍ବେଦକରଦିସପୁରନେଲସନ ମଣ୍ଡେଲାଗୋଦାବରୀଶ ମହାପାତ୍ରଭୁବନେଶ୍ୱର ବେହେରାମୌଳିକ ସଂଖ୍ୟାଝୁମରତୁମ ପରି ଛୋଟ ପିଲାଟିଏଭଜା୧ ଜୁଲାଇଭାରତର ଜାତୀୟ ପତାକାସୁରେନ୍ଦ୍ରନାଥ ଶତପଥୀସୁନାବେଶକରଣ (ଜାତି)୨୦୧୫ଛାନ୍ଦଭାରତର ନଦୀ ସମୂହର ତାଲିକାକ୍ରିକେଟହିରୋ୨୦୦୧୧୯୪୨ପୂଜା ହେଗଡ଼େମରାଠୀ ଭାଷାହସ୍ତମୈଥୁନଉଇକିପିଡ଼ିଆ ସମୂହର ତାଲିକା୧୮ ମାର୍ଚ୍ଚବେଲ ପଣାରବର୍ଟ ମୂଗଉତ୍ତମ କୁମାର ପ୍ରଧାନଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାନିତାଇ ପାଲିତଚନ୍ଦ୍ରଶ୍ରୀରାମ ପଣ୍ଡାଓଡ଼ିଆ ନାଟକଅଗଷ୍ଟଜିତେନ୍ଦ୍ର ହରିପାଲଭଦ୍ରକାଳୀହାଡ଼ଫୁଟିନବ ଚରଣ ମାଝିଜ୍ଞାନକୋଷଗ୍ରେଗୋରି ପାଞ୍ଜିଆଡ଼ୋବିନକ୍ଷତ୍ରଯୀଶୁ🡆 More