ନିତ୍ୟାନନ୍ଦ ନାୟକ: ଓଡ଼ିଆ କବି

ନିତ୍ୟାନନ୍ଦ ନାୟକ (ଜନ୍ମ: ୧୨ ଅଗଷ୍ଟ ୧୯୪୦), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ୧୯୯୧ ମସିହାରେ ସେ ନିଜ କବିତା ପୁସ୍ତକ ଭୋର ଆକାଶ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ ବିଷୁବ ପୁରସ୍କାର (୨୦୧୩) ଓ ଶାରଳା ପୁରସ୍କାର (୨୦୨୦) ମଧ୍ୟ ଲାଭ କରିଛନ୍ତି । ବୃତ୍ତିରେ ସେ ଥିଲେ ଜଣେ ଇଂରାଜୀ ଅଧ୍ୟାପକ ।

ନିତ୍ୟାନନ୍ଦ ନାୟକ
ଜନ୍ମ ଓ ଜନ୍ମସ୍ଥାନ (1940-08-12) ୧୨ ଅଗଷ୍ଟ ୧୯୪୦ (ବୟସ ୮୩)
ଗୁଆଗଡ଼ିଆ, ଚିରୋଳ, ଭଦ୍ରକ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧
ପିତାମାତାଶଶଧର ନାୟକ, କ୍ଷୀରୋଦା ଦେବୀ

ନିତ୍ୟାନନ୍ଦ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୬୭ ଝଙ୍କାର ପତ୍ରିକାରେ ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇଥିଲା । ୩୬ ବର୍ଷ ଅଧ୍ୟାପନା ବୃତ୍ତିରେ ରହି, ସେ ୨୦୦୦ ମସିହାରେ ସେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ

  • ବିଦୀର୍ଣ୍ଣ ମରାଳ (୧୯୭୬)
  • ତ୍ରସ୍ତ ପଦ୍ମାସନ (୧୯୮୩)
  • ଭୋର ଆକାଶ (୧୯୮୯)
  • କନ୍ୟାକୁମାରୀ (୧୯୯୯)
  • ଫେରିବାବେଳ (୨୦୦୪)
  • ପାନ୍ଥଶାଳା (୨୦୦୯)
  • କେବଳ ଅନାମିକା (୨୦୧୧)
  • ଯେଝା ଯେଝା ବାଟରେ (୨୦୧୩)
  • ସେତେବେଳକୁ ନଥିବ (୨୦୧୭)
  • ସେତେବେଳକୁ ନଥିବି (୨୦୧୭, ଫ୍ରେଣ୍ଡସ ପବ୍ଲିସର୍ସ)
  • ଭୋର ଆକାଶ (୧୯୮୯)

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଶାରଳା ପୁରସ୍କାର

🔥 Trending searches on Wiki ଓଡ଼ିଆ:

ସମ୍ବଲପୁର ଜିଲ୍ଲାଇନ୍‌ଫ୍ଲୁଏଞ୍ଜାମଙ୍ଗଳା ମନ୍ଦିରଦଶରଥଦ୍ରୌପଦୀ ମୁର୍ମୁସନ୍ତୋଷ ସିଂହ ସାଲୁଜାଗଞ୍ଜାମ ଜିଲ୍ଲାହୋ ଜନ‌ଜାତିଗୋପାଳ ଚନ୍ଦ୍ର ପ୍ରହରାଜମନମୋହନ ସାମଲଜଳବାୟୁମହାଭାରତକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମନୋଜ ଦାସଲକ୍ଷ୍ମଣ ନାୟକଦାସକାଠିଆରବି ନାରାୟଣ ନନ୍ଦମହିମା ଧର୍ମକାଜାଖସ୍ତାନବଲାଙ୍ଗୀର ଜିଲ୍ଲାସାଧୁ ମେହେରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବିଦ୍ୟାଳୟବର୍ଷାଓଡ଼ିଆ ଲିପିପଦ୍ମଚରଣ ପଟ୍ଟନାୟକପରି ମହଲଆଚାର୍ଯ୍ୟ ହରିହରଜବାହରଲାଲ ନେହେରୁବୁଦ୍ଧ ପୂର୍ଣ୍ଣିମାତାଜମହଲଫକୀର ମୋହନ ସେନାପତିକେନ୍ଦୁଝର ଜିଲ୍ଲାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବୈଶାଖଓଡ଼ିଆ ରାମାୟଣମୁଣ୍ଡା ଭାଷାସମୂହପ୍ରଦୂଷଣମୋହନ ସୁନ୍ଦର ଦେବ ଗୋସ୍ୱାମୀମାଣବସା ଗୁରୁବାରବନମାଳୀ ଦାସବଣ୍ଡ (ଅର୍ଥ)ଅଭିନେତ୍ରୀ (ନାରୀ କଳାକାର)ବାଘସାଇ ଭୋସଲେଗୁଗଲନଟବର ଶତପଥୀଆମ୍ବ୧୬ ମଇଡିଡାନୋସିନଯୌଥ ପରିବାରଓଡ଼ିଶାର ଲୋକନୃତ୍ୟପ୍ରାଣବନ୍ଧୁ କରବାରବାଟି ଦୁର୍ଗକଟକଗୋଦାବରୀଶ ମିଶ୍ରଉତ୍କଳ ଦିବସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅଚ୍ୟୁତାନନ୍ଦ ପ‌ତିଯୋଗଲୋକ ସଭାର ବାଚସ୍ପତିଶ୍ରୀତମ ଦାସବାଲେଶ୍ୱର ଜିଲ୍ଲାସୁଧାକର ନନ୍ଦଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାଲାରି ସାଙ୍ଗରମୁଡ଼ି ନାଏକୋ🡆 More