ନିଜାମୀ ବନ୍ଧୁ: ଭାରତୀୟ ବ୍ୟାଣ୍ଡ୍

ନିଜାମୀ ବନ୍ଧୁ (ହିନ୍ଦୀ : निजामी बंधु, ଉର୍ଦ୍ଦୁ: نظامی بندھو) ଏକ ଭାରତୀୟ ସଙ୍ଗୀତ ଦଳ । ଚାନ୍ଦ ନିଜାମୀ, ଶଦାବ ଫରିଦୀ ନିଜାମୀ ଏବଂ ସୋହରବ ଫରିଦୀ ନିଜାମୀ ଏହି ଦଳରର ସଂଯୋଜକ ଅଟନ୍ତି । ସେମାନେ ନିଜାମଉଦ୍ଦିନ ଆଉଲିଆଙ୍କ ସମ୍ମାନରେ ଅମିର ଖୁସ୍ରୋଙ୍କଦ୍ୱାରା ଲିଖିତ କବିତାକୁ ନେଇ କବାଲି ଗାଇଥାନ୍ତି ।

ନିଜାମୀ ବନ୍ଧୁ
ନିଜାମୀ ବନ୍ଧୁ: କଥାଚିତ୍ରରେ ଅବଦାନ, ଇତିହାସ, ଆଧାର
ବଜରଙ୍ଗୀ ଭାଇଜାନ୍ ଫିଲ୍ମ ସୁଟିଂ ସମୟରେ ସଲମାନ ଖାନ୍‌ଙ୍କ ସହିତ ନିଜାମୀ ବନ୍ଧୁ
Background information
ମୂଳ ନାମ
ନିଜାମୀ କବାଲ
Also known asନିଜାମୀ ବନ୍ଧୁ
ଜନ୍ମସ୍ଥାନନିଜାମୁଦ୍ଦିନ ଦର୍ଗାଃ, ଦିଲ୍ଲୀ, ଭାରତ
ଶୈଳୀସୁଫି, କବାଲି, ବଲିଉଡ୍
ବାଦ୍ୟଯନ୍ତ୍ରହାର୍‌ମୋନିଅମ୍, ତବଲା, ଢୋଲକ, କି-ବୋର୍ଡ଼
ଲେବଲଫୋକ୍‌ରୁମ୍ ଇଣ୍ଡିଆ
ଅନ୍ୟ ଅଂଶଗ୍ରହଣହଂସ ରାଜ ହଂସ, ୱାଦାଲି ବ୍ରଦର୍ସ୍, ଗୁରୁଦାସ ମାନ୍, ସବ୍ରି ବ୍ରଦର୍ସ୍, ରାହାତ ଫତେ ଅଲ୍ଲୀ ଖାନ୍, ଫୈଜ୍ ଅଲ୍ଲୀ ଫୈଜ୍, ଅବିଦା ପରବୀଣ
ୱେବସାଇଟnizamibandhu.com
ସଭ୍ୟଚାନ୍ଦ ନିଜାମୀ, ଶଦାବ ଫରିଦୀ ନିଜାମୀ, ସୋହରବ ଫରିଦୀ ନିଜାମୀ, ନଜିମ ଅହମ୍ମଦ, କ୍ୱାସିର୍ ଅହମ୍ମଦ, ଜୀସାନ ଖାନ୍, ଇସ୍ତିୟକ୍ ଅହମ୍ମଦ
ପୁରୁଣା ସଭ୍ୟମହମ୍ମଦ ନିଜାମୀ, ଗୁଲାମ ଫରିଦୀ ନିଜାମୀ, ମୁସ୍ତାକ୍ ଖାନ୍

କଥାଚିତ୍ରରେ ଅବଦାନ

୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ରକ୍‌ଷ୍ଟାର୍‌ରେ ଏ. ଆର. ରହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏକ ଗୀତ ଗାଇଥିଲା, ଯାହା ପରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ପରବର୍ତ୍ତୀ ସମୟରେ ବଜରଙ୍ଗୀ ଭାଇଜାନ୍ ଫିଲ୍ମ‌ରେ ହଜରତ ନିଜାମଉଦ୍ଦିନ ଦର୍ଗାଃରେ ଏହି ବ୍ୟାଣ୍ଡ୍‌ର ଏକ ଗୀତ ପରିବେଷଣ କରାଯାଇଥିଲା ।

ଇତିହାସ

ଏହି ଦଳରେ ଥିବା ସଦସ୍ୟମାନଙ୍କର ପରିବାର ବିଗତ ଶତାବ୍ଦୀମାନଙ୍କରୁ ଗାଇ ଆସୁଥିଲେ ଏବଂ ଉନବିଂଶ ଶତାବ୍ଦୀରେ ସେମାନେ ବିବାହ, ବ୍ୟକ୍ତିଗତ ସଙ୍ଗୀତ କାର୍ଯ୍ୟକ୍ରମ, ଚଳଚ୍ଚିତ୍ର ଆଦିରେ ଗାଇବା ଆରମ୍ଭ କରିଥିଲେ ।

ଆଧାର

ବାହାର ଆଦାହର

Tags:

ନିଜାମୀ ବନ୍ଧୁ କଥାଚିତ୍ରରେ ଅବଦାନନିଜାମୀ ବନ୍ଧୁ ଇତିହାସନିଜାମୀ ବନ୍ଧୁ ଆଧାରନିଜାମୀ ବନ୍ଧୁ ବାହାର ଆଦାହରନିଜାମୀ ବନ୍ଧୁଉର୍ଦ୍ଦୁ ଭାଷାଭାରତହିନ୍ଦୀ ଭାଷା

🔥 Trending searches on Wiki ଓଡ଼ିଆ:

ଉଦ୍‌ଜାନଚକ୍ଷୁଗୋଲକ ଫାଟହୀରାକୁଦ ବନ୍ଧପ୍ରହ୍ଲାଦ ନାଟକମାସଚିତ୍ତରଞ୍ଜନ ଦାସମଧୁସୂଦନ ଦାସକଳିଙ୍ଗ ଯୁଦ୍ଧଭଦଭଦଳିଆଓଡ଼ିଆ ଲିପିପଣା ସଂକ୍ରାନ୍ତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରାମାୟଣଶ୍ରୀଧର ଦାସନନ୍ଦିଘୋଷଅନ୍ତରା ଚକ୍ରବର୍ତ୍ତୀଶନିଚୈତ୍ରବଣ୍ଡ (ଅର୍ଥ)ଗଣନ ସଂଖ୍ୟାଓଡ଼ିଆ ସାହିତ୍ୟଆଶ୍ୱିନଇଷ୍ଟ୍ରାଡେଫାଇଲିନଯୁକ୍ତରାଜ୍ୟଦେବ୍ରାଜ ଲେଙ୍କାକବିସୂର୍ଯ୍ୟ ବଳଦେବ ରଥ୧୯୭୦ବଡ଼ିଚାନ୍ଦବାଲି୧୯୮୯ଟୋକିଓଦ୍ୱିତୀୟ ବିଶ୍ୱଯୁଦ୍ଧ୨୦ ଅପ୍ରେଲମାର୍ଚ୍ଚବାଲେଶ୍ୱରଭୂଗୋଳ୨୧ ମାର୍ଚ୍ଚଭାସ୍କୋ ଡା ଗାମାଓଡ଼ିଶାର ଭୂଗୋଳରାଜ୍ୟଯୋଗକୁଞ୍ଜବିହାରୀ ଦାଶଅମୃତଭଣ୍ଡାଚୀନଚିନ୍ତାମଣି ବେହେରାଜଗନ୍ନାଥଏ. ପି. ଜେ. ଅବଦୁଲ କଲାମରତ୍ନାକର ଚଇନିକାଶୀ ବିଶ୍ୱନାଥ ମନ୍ଦିରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଉଇକିମିଡ଼ିଆ ଫାଉଣ୍ଡେସନAnifrolumabଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୫ ମଇମଧୁସୂଦନ ରାଓସମ୍ବଲପୁର ଜିଲ୍ଲାଗୋଲୋକ ବିହାରୀ ଧଳଇମେଲଅନନ୍ତ ପଟ୍ଟନାୟକଚନ୍ଦ୍ରନବଗୁଞ୍ଜରଦୋହାକୋଷ ଓ ବୌଦ୍ଧ ଗାନବିନୋଦ ଚନ୍ଦ୍ର ନାୟକବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇନଷ୍ଟାଗ୍ରାମବିଜୟ କୁମାର ପ୍ରଧାନଶୁକ୍ରବାରମନମୋହନ ସାମଲଉପେନ୍ଦ୍ର ଭଞ୍ଜକ୍ଲାଉଡ଼ ଟେକ୍ନୋଲୋଜି🡆 More