ନରେନ୍ଦ୍ର ନାଥ ମିଶ୍ର: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ନରେନ୍ଦ୍ର ନାଥ ମିଶ୍ର, ଜଣେ ଓଡ଼ିଆ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ଥିଲେ ।

ନରେନ୍ଦ୍ର ନାଥ ମିଶ୍ର
Born(1929-10-23)୨୩ ଅକ୍ଟୋବର ୧୯୨୯
ଗିଲିଦା, ବାଲେଶ୍ୱର
Died୧୩ ଜୁଲାଇ ୨୦୧୬(2016-07-13) (ବୟସ ୮୬)
ବାଲେଶ୍ୱର
Nationalityଭାରତୀୟ
Educationସ୍ନାତକୋତ୍ତର(ଓଡ଼ିଆ) ୧୯୫୦
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Childrenଅଶୋକ, ମଞ୍ଜୁଳା, ମୃଦୁଳା, ପ୍ରଭାତୀ

ନରେନ୍ଦ୍ର ନାଥ ୧୯୨୯ ମସିହାରେ ବାଲେଶ୍ୱର ଜିଲ୍ଲାର ଗିଲିଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ଲାଭ କରିଥିଲେ । ସେ ଶାନ୍ତିନିକେତନ ଓ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଗବେଷଣା କରିବା ପରେ ଜଣେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୬୦ ମସିହାରେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟାପକ ଭାବରେ ଯୋଗଦେଇ ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ । ଅଧ୍ୟାପନା ଛଡ଼ା, ସେ ଭାରତୀୟ ଜ୍ଞାନପୀଠ ଓଡ଼ିଆ ସମିତିର ଆବାହକ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଆ ଭାଷା ବିଶାରଦ ଭାବରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗରେ ମଧ୍ୟ କାର୍ଯ୍ୟ କରିଥିଲେ ।

ରଚନାବଳୀ

  • ବଳରାମ ଦାସ ଓ ଓଡ଼ିଆ ରାମାୟଣ
  • ଆଧୁନିକ ଓଡ଼ିଆ କାବ୍ୟଧାରା
  • ସମକାଳିନ ରଚନା ଓ ସାହିତ୍ୟ ଗବେଷଣା
  • ଆଧୁନିକତା ଓ ଆଧୁନିକ ସାହିତ୍ୟ
  • ଆଧୁନିକ କଥା ସାହିତ୍ୟ (ଉପନ୍ୟାସ)
  • ଓଡ଼ିଆ ସାହିତ୍ୟ ଓ ଭାଷା-ଏକ ଅଧ୍ୟୟନ
  • କଳାପାଣି(ଭ୍ରମଣ କାହାଣୀ)
  • 'ଭାରତୀୟ ସାହିତ୍ୟ ନିର୍ମାତା'ଶୃଂଖଳାରେ ନୀଳକଣ୍ଠ ଦାସ ଓ କୁଞ୍ଜବିହାରୀ ଦାସଙ୍କ ଜୀବନୀ ଓ କୃତି

ମୃତ୍ୟୁ

୨୦୧୬ ଜୁଲାଇ ୧୩ ତାରିଖରେ ବାଲେଶ୍ୱରଠାରେ ନରେନ୍ଦ୍ର ନାଥଙ୍କର ପରଲୋକ ଘଟିଥିଲା ।

ଆଧାର

Tags:

ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ମନୋରଞ୍ଜନ ଦାସଭାରତୀୟ ପକ୍ଷୀଆନ୍ଥୋଡନ୍‌ (ସରୀସୃପ)ସୁନାବନ୍ଦେ ମାତରମରାଣୀ ଲକ୍ଷ୍ମୀବାଈଦ୍ରୌପଦୀ ମୁର୍ମୁ୨୯ ମାର୍ଚ୍ଚକେଶବ କୋଇଲିରାମଚନ୍ଦ୍ର ମିଶ୍ରଗୋବିନ୍ଦ ତ୍ରିପାଠୀବୃସେଲ୍ସମୌଳିକ ସଂଖ୍ୟାବେଲ ପଣାପ୍ରସନ୍ନ କୁମାର ମିଶ୍ରପଞ୍ଚସଖାଓଡ଼ିଆ ଚଉତିଶାତେଲୁଗୁ ଭାଷାସମାଜ ବିଜ୍ଞାନପିତ୍ତ ନଳୀ କର୍କଟନବକଳେବର ୨୦୧୫ଭାରତର ଜାତୀୟ ପତାକାତନ୍ତ୍ର୨ ନଭେମ୍ବରବର୍ଷାପାଠାଗାରକଳାକଳେବର ଚଉତିଶାଦାମୋଦର ରାଉତବୀଣାପାଣି ମହାନ୍ତିବେଦଗୋପବନ୍ଧୁ ଦାସଇଣ୍ଡିଆନ ପ୍ରିମିଅର ଲିଗଓଡ଼ିଶାର ପର୍ବପର୍ବାଣି୧୩ ମାର୍ଚ୍ଚପୂଜା ହେଗଡ଼େଶାଲିନୀ ଅରୋଡ଼ାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୨୩ ମାର୍ଚ୍ଚଭୀମ ପୃଷ୍ଟିବିରାଟ କୋହଲୀଛଉ ନାଚଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ୨୭ ମାର୍ଚ୍ଚକମ୍ପ୍ୟୁଟରଓଡ଼ିଶୀଗୁରୁ ପ୍ରସାଦ ମହାନ୍ତିଅଟିଜିମ୍‌ଗୋପାଳ (ଜାତି)ବୁଧଏଚଆଇଭି/ଏଡସଲକ୍ଷ୍ମଣ ନାୟକରମାକାନ୍ତ ରଥବିନାୟକ ଦାମୋଦର ସାବରକରକ୍ରିଏଟିଭ କମନ୍ସଅବସରଉତ୍ତମ କୁମାର ପ୍ରଧାନକୁଞ୍ଜବିହାରୀ ଦାଶଅବସାଦଗ୍ରେଗୋରି ପାଞ୍ଜିଭଜାନନ୍ଦ କିଶୋର ବଳଆତ୍ମହତ୍ୟାଚନ୍ଦନ ବୋଡ଼ାଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)ଓସ୍ତଅହମଦାବାଦଗ୍ରହ🡆 More