ନବକିଶୋର ମିଶ୍ର

ନବକିଶୋର ମିଶ୍ର, ଜଣେ ଜଣାଶୁଣା ଓଡ଼ିଶୀ ଓ ସମ୍ବଲପୁରୀ ନର୍ତ୍ତକ ଏବଂ ନୃତ୍ୟଗୁରୁ । ସେ ଗୀତରଚନା, ନୃତ୍ୟ ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରନ୍ତି । ବର୍ତ୍ତମାନ,ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି ଏବଂ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ନିମନ୍ତେ ଚେଷ୍ଟିତ ରହିଛନ୍ତି ।

ନବକିଶୋର ମିଶ୍ର
ନବକିଶୋର ମିଶ୍ର
Born (1960-01-01) ୧ ଜାନୁଆରୀ ୧୯୬୦ (ବୟସ ୬୪)
Nationalityନବକିଶୋର ମିଶ୍ର ଭାରତୀୟ
Alma materକ୍ୟାପିଟାଲ ହାଇସ୍କୁଲ
Known forନୃତ୍ୟଗୁରୁ
Parent(s)ଅନନ୍ତ ମିଶ୍ର, ଦୁର୍ଗାମଣି ଦେବୀ

ନବକିଶୋର ମିଶ୍ର, ୧୯୬୦ ମସିହା ଜାନୁଆରୀ ୧ ତାରିଖ ଦିନ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅନନ୍ତ ମିଶ୍ର ଓ ମାତାଙ୍କ ନାମ ଦୁର୍ଗାମଣି ଅଟେ । ସ୍କୁଲରେ ପଢିବାଦିନରୁ ସେ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଆଦି କଳା ପ୍ରତି ଆକର୍ଷିତ ହୋଇଥିଲେ । ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲରେ ପଢୁଥିବା ସମୟରେ, ସେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସ୍କୁଲ ଶିକ୍ଷା ପରେ, ସେ ସମ୍ବଲପୁରରେ କଲେଜ ଶିକ୍ଷାଗ୍ରହଣ କରୁଥିବା ସମୟରେ, ରସରକଲି, ଡାଲଖାଇ ଓ ମାଇଲାଜଳ ଆଦି ସମ୍ବଲପୁରୀ ନୃତ୍ୟ ଶିକ୍ଷାକରିଥିଲେ ।

ଆଧାର

ବାହାର ଆଧାର

Tags:

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟଓଡ଼ିଶୀସମ୍ବଲପୁରୀ ନାଚ

🔥 Trending searches on Wiki ଓଡ଼ିଆ:

ବୋଡ଼ୋ ଭାଷାଗୋପାଳ ଚନ୍ଦ୍ର ପ୍ରହରାଜଓଡ଼ିଆଭଦ୍ରକାଳୀଇଲନ ମସ୍କଭାରତର ନଦୀ ସମୂହର ତାଲିକାମଧୁସୂଦନ ରାଓସୁନାବେଶ୨୦୧୫ଫ୍ରାଙ୍କଲିନ ଡି ରୁଜଭେଲଟନଗର କୀର୍ତ୍ତନପ୍ରଶାନ୍ତ ନନ୍ଦ୧୯୬୦ଉଇକିପିଡ଼ିଆ ସମୂହର ତାଲିକାକ୍ରୋଏସିଆଜଗନ୍ନାଥ ଦାସଜ୍ଞାନକୋଷଖାରବେଳ ସ୍ୱାଇଁଟାଇଫଏଡ୭ (ସଂଖ୍ୟା)ଚିତ୍ତରଞ୍ଜନ ଦାସଉଟିପିତ୍ତ ନଳୀ କର୍କଟଯାଯାବର (୧୯୭୫ର କଥାଚିତ୍ର)ଅଭିରାମ ପରମହଂସଦକ୍ଷିଣ କୋଏଲ ନ‌ଦୀବିରାଟ କୋହଲୀଟୋକିଓବର୍ଷାବିଶ୍ୱନାଥ କରପଣସକାନ୍ଦଣା ଗୀତଘୋଡ଼ାଶେଉଳଯୌନ ସମ୍ଭୋଗବୀଜାଣୁଉତ୍କଳ ଦିବସଗୋବିନ୍ଦ ତ୍ରିପାଠୀଭୂଖାନେମାଳଫଗୁ ଦଶମୀହୀରାକୁଦ ବନ୍ଧଘରପଞ୍ଚଲିଙ୍ଗେଶ୍ଵର ମନ୍ଦିରସ୍ୱାମୀ ବିବେକାନନ୍ଦବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହିଳା ଯୌନାଙ୍ଗ ଛେଦନଓଡ଼ିଆ ନାଟକ୨୦୨୨ ଫିଫା ବିଶ୍ୱକପ୍ବଙ୍ଗଳା ଭାଷାଝୁମରହରେ କୃଷ୍ଣଟଙ୍ଗ୍‌ଷ୍ଟନକବିଚୈତନ୍ୟଛଉ ନାଚଏନଫୋର୍ଟୁମାବ ଭେଡୋଟିନଶାନ୍ତନୁ କୁମାର ଆଚାର୍ଯ୍ୟଅହଲ୍ୟାଶାମ୍ବ ଦଶମୀ୨୨ ନଭେମ୍ବରମଞ୍ଜୁଳା ପଦ୍ମନାଭନମଙ୍ଗଳବାରପଦ୍ମଜ ପାଳଆନ୍ଥୋଡନ୍‌ (ସରୀସୃପ)ଆଲର୍ଜି🡆 More