ଧାନଚାଙ୍ଗଡା

]

ଧାନଚାଙ୍ଗଡା
ଧାନଚାଙ୍ଗଡା
ବିଶ୍ୱାବସୁ ପୀଠ
ଗାଁ
Countryଧାନଚାଙ୍ଗଡା ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନୟାଗଡ଼
Population
 (୨୦୧୧)
 • Total୫୦୩୦
Languages
 • Officialଓଡ଼ିଆ
Time zoneUTC+5:30 (IST)
ପିନ
୭୫୨୦୭୮
STD କୋଡ଼୦୬୭୫୭
ଯାନବାହାନ ପଞ୍ଚୀକରଣOD/OR

ଧାନଚାଙ୍ଗଡା ଓଡ଼ିଶାର ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହି ସ୍ଥାନଟି ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏବଂ ନୀଳମାଧବ ପୀଠର ଅତିନିକତର ଗାଁ ଅଟେ ।

ଗମନାଗମନ

ଏହା ନୟାଗଡଠାରୁ 35 କି.ମି.ଏବଂ ଖୋର୍ଦ୍ଧାଠାରୁ ୫୦ କି.ମି.ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୮୮ କିମି ଦୂରରେ ଅବସ୍ଥିତ । କେବଳ ବସ ଯୋଗେ ଯିବା ଆସିବା ସୁବିଧା ଅଛି । କଣ୍ଟିଲୋ ବସଷ୍ଟାଣ୍ଡରୁ ଅଟୋ ଯୋଗେ ଆସିବାକୁ ପଡିବ ।

ଶିକ୍ଷା

ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଏବଂ ଗୋଟିଏ ଉଚ୍ଚ ବିଦ୍ୟାଳୟ ।

ସଂସ୍କୃତି

ଏହି ସ୍ଥାନରେ ପ୍ରାଚୀନ ବିଶ୍ୱାବସୁ ପୀଠ , ବିଷ୍ଣୁ ମନ୍ଦିର ଏବଂ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଦଣ୍ଡ ଯାତ୍ରା , ଦୋଳ ଯାତ୍ରା, ଧନୁ ସଙ୍କ୍ରାତି ଯାତ୍ରା ଆଦି ଅନୁଷ୍ଠିତ ହୋଇଥାଏ ।

ଆଧାର

Tags:

ଧାନଚାଙ୍ଗଡା ଗମନାଗମନଧାନଚାଙ୍ଗଡା ଶିକ୍ଷାଧାନଚାଙ୍ଗଡା ସଂସ୍କୃତିଧାନଚାଙ୍ଗଡା ଆଧାରଧାନଚାଙ୍ଗଡା

🔥 Trending searches on Wiki ଓଡ଼ିଆ:

ଇଂରାଜୀ ଭାଷାସରଳା ଦେବୀଯୁକ୍ତରାଜ୍ୟସାଲବେଗପଦ୍ମଚରଣ ପଟ୍ଟନାୟକଶାରଳା ପୁରସ୍କାରପ୍ରତିଭା ରାୟଅର୍ଥଶାସ୍ତ୍ରଶ୍ରୀତମ ଦାସପ୍ଲୁଟୋଯକ୍ଷ୍ମାରାଜଧାନୀ ପ୍ରତିଷ୍ଠା ଦିବସମଟର ସାଇକେଲବିଷ୍ଣୁବିଦ୍ୟାଳୟଗଜାନନ ବେଶକୃପାସିନ୍ଧୁ ମିଶ୍ରଜାପାନୀ ଭାଷାଜୈନ ଧର୍ମଆଚାର୍ଯ୍ୟ ହରିହରଅର୍ଜୁନ ଚରଣ ସେଠୀବ୍ରତରଜଇନୋଟୁଜୁମାବ ଓଜୋଗାମିସିନଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଭାରତର ଜାତୀୟ ପତାକାଆମାଜନ୍.କମ୍‌ରାମବୁଧନ ମୁର୍ମୁହିନ୍ଦୁସ୍ତାନ ପେଟ୍ରୋଲିୟମମହିମା ଧର୍ମବିଧାନ ସଭା ସଭ୍ୟସୁଧାକର ନନ୍ଦଓଡ଼ିଆ ରାମାୟଣପୋଇମୁମ୍ବାଇଲକ୍ଷ୍ମୀକାନ୍ତ ମହାପାତ୍ରଲକ୍ଷ୍ମୀରବି ପଟ୍ଟନାୟକଓଡ଼ିଆ ଭାଷାସୁରେଶ କୁମାର ରାଉତରାୟସାରଦା ପ୍ରସାଦ ମିଶ୍ରପ୍ରସନ୍ନ ଦାସ୨୧ବିଜୟ ମିଶ୍ରହାଡ଼ଫୁଟିଜାନକୀ ବଲ୍ଲଭ ପଟ୍ଟନାୟକଜଳବାୟୁସୁରେନ୍ଦ୍ର ମହାନ୍ତିବି. ଆର. ଆମ୍ବେଦକରସାଧୁ ମେହେରଚବିଶ ଗୁରୁଅନନ୍ତ ପଟ୍ଟନାୟକଗୁପ୍ତେଶ୍ୱରଟାଇଫଏଡଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ଲିଙ୍ଗରାଜ ମନ୍ଦିରବିଜୁ ଜନତା ଦଳବସନ୍ତ କୁମାର ଶତପଥୀପ୍ରଦୂଷଣମୁଁ ରାଜା ତୁ ରାଣୀ🡆 More