ଖବରକାଗଜ ଧରିତ୍ରୀ: ଦୈନିକ ଓଡ଼ିଆ ସମ୍ବାଦପତ୍ର

ଧରିତ୍ରୀ ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, ରାୟଗଡ଼ା, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ୧୯୭୪ ନଭେମ୍ବର ୨୪ ତାରିଖର୍ୱ ସମାଜବାଦୀ ସୋସାଇଟି ଧରିତ୍ରୀର ପ୍ରକାଶନ ଆରମ୍ଭ କରିଥିଲା । ୨୦୦୯ ଜାନୁଆରୀ ପହିଲାଠାରୁ ଧରିତ୍ରୀର ଇ-ପେପର ପ୍ରକାଶନ ଆରମ୍ଭ ହୋଇଥିଲା ।

ଧରିତ୍ରୀ
ଖବରକାଗଜ ଧରିତ୍ରୀ: ଦୈନିକ ଓଡ଼ିଆ ସମ୍ବାଦପତ୍ର
ମାଲିକସମାଜବାଦି ସୋସାଇଟି
ପ୍ରତିଷ୍ଠାତାସମାଜବାଦୀ ସୋସାଇଟି
ସମ୍ପାଦକତଥାଗତ ଶତପଥୀ
ପ୍ରତିଷ୍ଠିତ୨୪ ନଭେମ୍ବର ୧୯୭୪
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟdharitir.com

ଏହା ଏକ ୨୦ ପୃଷ୍ଠା ସମ୍ବଳିତ ଖବରକାଗଜ । ଏହାର କେତୋଟି ଖବର ସାପ୍ତାହିକୀ ଭାବରେ ପ୍ରକାଶିତ ହୁଏ, ଯଥା ରବିବାର ଦିନ "ଆଗାମୀ ଆଶା" ଓ ସ୍ୱତନ୍ତ୍ର "ଛୁଟିଦିନ", ସୋମବାର ଦିନ "ଆଇଟି" ଓ "ସ୍ୱାସ୍ଥ୍ୟ ବିଜ୍ଞାନ", ମଙ୍ଗଳବାର ଦିନ "ବିଜିନେଶ୍" ଓ "ନାରୀ" , ବୁଧବାର ଦିନ "ଅଟୋମୋବାଇଲ୍" ଓ "କୃଷି ଜୀବନ", ଗୁରୁବାର ଦିନ "ବିଜିନେଶ୍" ଓ "ବିଚିତ୍ରା", ଶୁକ୍ରବାର ଦିନ "ବିଜିନେଶ୍" ଓ "କ୍ରୀଡ଼ା ଜଗତ" ଏବଂ ଶନିବାର ଦିନ "ପିଲାଙ୍କ ଧରିତ୍ରୀ" ପ୍ରକାଶିତ ହୁଏ । ଏହା ଛଡ଼ା ନିୟମିତ ଭାବେ ସମ୍ପାଦକୀୟ ପୃଷ୍ଠା, "ଆଜିର ରାଶିଫଳ", "କାର୍ଟୁନ୍ କର୍ଣ୍ଣର", "ଢଗଢମାଳି" ପ୍ରଭୃତି ପ୍ରକାଶ ପାଏ । ଏଥି ସହିତ ଶନିବାର ଦିନ ଏକ ପାକ୍ଷିକ କ୍ରୋଡ଼ ପତ୍ରିକା "ସାହିତ୍ୟାୟନ" ପ୍ରକାଶିତ ହୁଏ ।

ଆଧାର

ବାହାର ଆଧାର

Tags:

ଓଡ଼ିଆ ଭାଷାଢେଙ୍କାନାଳବାଲେଶ୍ୱରବ୍ରହ୍ମପୁରଭୁବନେଶ୍ୱରରାୟଗଡ଼ାସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ମୋଗଲ ସାମ୍ରାଜ୍ୟବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଚନ୍ଦ୍ର ତ୍ରିପାଠୀ (କବିରାଜ)ଜବାହରଲାଲ ନେହେରୁଗଞ୍ଜାମ ଜିଲ୍ଲାପ୍ରତିଭା ରାୟପୃଥିବୀଶଙ୍କରାଚାର୍ଯ୍ୟଲକ୍ଷ୍ମୀକାନ୍ତ ମହାପାତ୍ରଜୀବ ବିଜ୍ଞାନଗୋପବନ୍ଧୁ ଦାସନିତେଇ ଧୋବଣୀ୩ (ସଂଖ୍ୟା)ଭାରତର ନ୍ୟାୟୀକ ବ୍ୟବସ୍ଥାସିଂହମାଗୁଣିର ଶଗଡ଼ (କଥାଚିତ୍ର)ତ୍ରିଲୋଚନ ପ୍ରଧାନଉଇକିକମନ୍ସରାମଚନ୍ଦ୍ର ମିଶ୍ରସକ୍ରେଟିସପଦାର୍ଥକିଶୋରୀ ଚରଣ ଦାସ୧୩ ଅଗଷ୍ଟଶକ୍ତିମୟୂରଭଞ୍ଜ ରାଜ୍ୟବଣକାପ୍ତାମୋରାରଜୀ ଦେଶାଇଚନ୍ଦ୍ରଶେଖର ଭେଙ୍କଟ ରମଣଇଣ୍ତିଆ ଗେଟପୂର୍ଣ୍ଣିମାପ୍ରଧାନ ପୃଷ୍ଠାଚରକରାବଣଛାୟାଆଇଜାକ ନିଉଟନଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଦ୍ୱାରକାନୀଳାଦ୍ରି ମହୋଦୟ୮୦୦୭୫୫ଓଡ଼ିଶା ସରକାରନକ୍ଷତ୍ରବଲାଙ୍ଗୀର ଜିଲ୍ଲାବଣ୍ଡା ଜନଜାତିସୋମବାରସୌର ଶକ୍ତିମହାବୀର ଜୈନଗଜପତି ସାମ୍ରାଜ୍ୟଢୁମ୍ପାସିଦ୍ଧାନ୍ତ ମହାପାତ୍ରସୁଶ୍ରୁତଉଇକିମିଡ଼ିଆ ମୁଭମେଣ୍ଟପାଟୁଆ ଯାତ୍ରାକପିଳେନ୍ଦ୍ର ଦେବମେଘନାଦ ସାହାପ୍ଲୀହାଜ୍ଞାନକୋଷଆଦିଶଙ୍କରସତ୍ୟବାଦୀ ବନ ବିଦ୍ୟାଳୟଦ୍ୱିତୀୟ ଭାସ୍କରପ୍ରତୀକ୍ଷାଆକବର୧ (ସଂଖ୍ୟା)ଓଡ଼ିଆ ଉଇକିପିଡ଼ିଆଉଇକିମିଡ଼ିଆ ଫାଉଣ୍ଡେସନକଳାହାଣ୍ଡି , ବଲାଙ୍ଗିର , କୋରାପୁଟ ଅଞ୍ଚଳ ( KBK)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂସ୍କୃତ ଲେଖକମାନଙ୍କ ତାଲିକାବିବାହଫୁସଫୁସଦେବକୁଣ୍ଡ🡆 More