ଧବଳେଶ୍ୱର ମନ୍ଦିର: ପ୍ରସିଦ୍ଧ ଶିବ ପୀଠ

ଧବଳେଶ୍ୱର ଶିବ ମନ୍ଦିର ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର ।

ଧବଳେଶ୍ୱର ଶିବ ମନ୍ଦିର
ଧବଳେଶ୍ୱର ଶିବ ମନ୍ଦିର
ଧବଳେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକଟକ
Location
Countryଧବଳେଶ୍ୱର ମନ୍ଦିର: ଭୌଗୋଳିକ ଅବସ୍ଥିତି, ପର୍ବ ପର୍ବାଣି, ସୁବିଧା ସୁଯୋଗ ଭାରତ
ଧବଳେଶ୍ୱର ମନ୍ଦିର: ଭୌଗୋଳିକ ଅବସ୍ଥିତି, ପର୍ବ ପର୍ବାଣି, ସୁବିଧା ସୁଯୋଗ
ମହାନଦୀ ଉପରେ ଥିବା ଝୁଲା ପୋଲ


ଭୌଗୋଳିକ ଅବସ୍ଥିତି

ଭୁବନେଶ୍ୱରରୁ ବାରଙ୍ଗ ଓ ନରାଜ ଦେଇକି ଅଥବା କଟକ ଚୌଦ୍ୱାର ଦେଇକି ଧବଳେଶ୍ୱର ଦ୍ୱୀପକୁ ଯାଇହୁଏ । ଧବଳେଶ୍ୱର ଦ୍ୱୀପ ଧବଳେଶ୍ୱର ମହାଦେବଙ୍କ ପାଇଁ ପ୍ରସିଦ୍ଧ । ଭୁବନେଶ୍ୱରରୁ ଧବଳେଶ୍ୱର ଦୂରତା 52 km ଓ କଟକରୁ 27 km । ଏହି ଦ୍ୱୀପ ଚାରି ପାଖେ ମହାନଦୀ ବହିଯାଇଛି । ଏହି ଦ୍ୱୀପକୁ ଡଙ୍ଗା ଓ ଝୁଲା ପୋଲଦ୍ୱାରା ଯାଇହୁଏ ।

ଧବଳେଶ୍ୱର ମନ୍ଦିର: ଭୌଗୋଳିକ ଅବସ୍ଥିତି, ପର୍ବ ପର୍ବାଣି, ସୁବିଧା ସୁଯୋଗ 
ମହାନଦୀ
ଧବଳେଶ୍ୱର ମନ୍ଦିର: ଭୌଗୋଳିକ ଅବସ୍ଥିତି, ପର୍ବ ପର୍ବାଣି, ସୁବିଧା ସୁଯୋଗ 
ନଦୀ ପାଖ ଜଙ୍ଗଲ

Google Map ଗିରିଜା ପ୍ରସାଦ ନନ୍ଦ

ପର୍ବ ପର୍ବାଣି

ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ସହ ଶୀତଳ ଷଷ୍ଠୀ ଓ ଅଶୋକାଷ୍ଟମୀ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ପ୍ରତି ପିଣ୍ଡ ଦାନ କରାଯାଏ । ଖାସ୍ କରି କାର୍ତିକ ମାସର ବଡ଼ଠଶାରେ ଏଠାରେ ପ୍ରବଳ ଭକ୍ତ କଂ ସମାଗମ ହୋଇଥାଏ

ସୁବିଧା ସୁଯୋଗ

୫ବର୍ଷ ପୂର୍ବେ ଲୋକେ ଏଠାକୁ ଡଙ୍ଗା ଦେଇ ଯାଉଥିଲେ । କିନ୍ତୁ କାର୍ତ୍ତିକ ମାସରେ ବର୍ଦ୍ଧିତ ପର୍ଯ୍ୟଟକ ଓ ବଢୁଥିବା ଦୁର୍ଘଟଣାକୁ ଦେଖି ଓଡ଼ିଶା ସରକାର ଏଠାରେ ଏକ ପାଦଚଲା ଝୁଲାପୋଲ ନିର୍ମାଣ କରିଛନ୍ତି । ଏହା ଏସିଆର ଦୀର୍ଘତମ ପାଦଚଲା ଝୁଲାପୋଲ । ସରକାରଙ୍କଦ୍ୱାରା ଏଠାରେ ଏକ ପର୍ଯ୍ୟବେକ୍ଷଣ କୋଠା ମଧ୍ୟ ଅଛି ।

ଯାହା ଦେଖିବେ

ଏହା ଏକ ଦ୍ୱୀପ ହୋଇଥିବାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ମନୋରମ । ମେଘୁଆ ପାଗ ନହେଲେ ଶୀତ ଋତୁ ଏସ୍ଥାନକୁ ଯିବାର ପ୍ରକୃଷ୍ଟ ସମୟ । ଏଠାରେ ନଉକା ବିହାରର ସୁଯୋଗ ମଧ୍ୟ ରହିଛି । ମହାନଦୀରୁ ଧବଳେଶ୍ୱର ମନ୍ଦିରର ଦୃଶ୍ୟ ଅତ୍ୟନ୍ତ ମନୋରମ ।

ଗ୍ୟାଲେରି

ଆଧାର

ଅଧିକ ତଥ୍ୟ

Tags:

ଧବଳେଶ୍ୱର ମନ୍ଦିର ଭୌଗୋଳିକ ଅବସ୍ଥିତିଧବଳେଶ୍ୱର ମନ୍ଦିର ପର୍ବ ପର୍ବାଣିଧବଳେଶ୍ୱର ମନ୍ଦିର ସୁବିଧା ସୁଯୋଗଧବଳେଶ୍ୱର ମନ୍ଦିର ଯାହା ଦେଖିବେଧବଳେଶ୍ୱର ମନ୍ଦିର ଗ୍ୟାଲେରିଧବଳେଶ୍ୱର ମନ୍ଦିର ଆଧାରଧବଳେଶ୍ୱର ମନ୍ଦିର ଅଧିକ ତଥ୍ୟଧବଳେଶ୍ୱର ମନ୍ଦିରଓଡ଼ିଶାକଟକ ଜିଲ୍ଲାମହାଦେବ

🔥 Trending searches on Wiki ଓଡ଼ିଆ:

ତାରିଣୀ ଚରଣ ପାତ୍ରଏମ ଏନ ଶ୍ରୀନିବାସସବ୍ୟସାଚୀ ମିଶ୍ରଚୌଧୁରୀ ହେମକାନ୍ତ ମିଶ୍ରକଟକକଣ୍ଟିଲୋଅଷ୍ଟଶମ୍ଭୁ ପୀଠଲାଓସଦୀପା ସାହୁ (୧୯୮୫ ଜନ୍ମ)ବୃନ୍ଦାବନଦାସକାଠିଆ୨୨ ଅଗଷ୍ଟବଲ୍ଲଭଭାଇ ପଟେଲଗୀତଗୋବିନ୍ଦଚାଉଳଭାରତୀୟ ସମ୍ବିଧାନଲକ୍ଷ୍ମୀକାନ୍ତ ମହାପାତ୍ର୨୧ ଅପ୍ରେଲନଡ଼ିଆସମ୍ବାଦ (ଖବରକାଗଜ)ଆର୍ଯ୍ୟଭଟ୍ଟ୮ ଅପ୍ରେଲମୁଚୁକୁନ୍ଦଭକ୍ତ ଚରଣ ଦାସଜଳଲୋପାମୁଦ୍ରା ମିତ୍ରଉଇକିପାଠାଗାରନମିତା ଅଗ୍ରୱାଲଓଡ଼ିଶାର ଇତିହାସସତ୍ୟନାରାୟଣ ରାଜଗୁରୁସମୟ (କାଳ)ଓଡ଼ିଆ କଥାଚିତ୍ର ଜଗତପ୍ରଶାନ୍ତ ନନ୍ଦବିଭୂତି ପଟ୍ଟନାୟକଆହେ ଦୟାମୟ ବିଶ୍ୱ ବିହାରୀଉତ୍କଳ ଦିବସଧନୁର୍ଜୟ ସିଦୁମହାପାତ୍ର ନୀଳମଣି ସାହୁ୬ ସେପ୍ଟେମ୍ବରଜ୍ଞାନପୀଠ ପୁରସ୍କାରକିଶୋରୀ ଚରଣ ଦାସମ୍ୟାଲେରିଆରାମଚନ୍ଦ୍ର ମିଶ୍ରଭୀମ ଭୋଇଦୁଃଶାସନ ଜେନାକୃଷ୍ଣ ଜନ୍ମାଷ୍ଟମୀକଦଳୀସତ୍ୟବାଦୀ ବନ ବିଦ୍ୟାଳୟହେପାଟାଇଟିସଅପର୍ଣ୍ଣା ମହାନ୍ତିଥାଇଲାଣ୍ଡରାମାନୁଜ ଆଚାର୍ଯ୍ୟଗୋପାଳକୃଷ୍ଣ ପଟ୍ଟନାୟକବାଲେଶ୍ୱର ଜିଲ୍ଲାପୃଥିବୀଭାରତର ଜାତୀୟ ପତାକା୧୪ ଅକ୍ଟୋବରଅଶ୍ୱିନୀ କୁମାର ଘୋଷବି. ଆର. ଆମ୍ବେଦକରସ୍ୱର ବର୍ଣ୍ଣଅମିତାଭ ବଚ୍ଚନବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାମକୃଷ୍ଣ ନନ୍ଦଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାକଥା (ପତ୍ରିକା)ପଞ୍ଚାୟତ ରାଜ🡆 More