ହୋଲି: ଭାରତୀୟ ପର୍ବ

ହୋଲି (ଆହୁରି ମଧ୍ୟ: ଦୋଳ ପୁନେଇଁ, ଦୋଳଯାତ) ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ ।

ହୋଲି
ହୋଲି: ପୌରାଣିକ ଭିତ୍ତିଭୂମି, ସଂକ୍ଷେପରେ, ଆହୁରି ଦେଖନ୍ତୁ
ରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳୁଥିବା କୃଷ୍ଣ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ,
ତାରିଖଫାଲଗୁନ ପୂର୍ଣ୍ଣିମା
୨୦୨୩ ତାରିଖ୦୮ ମାର୍ଚ୍ଚ (ବୁଧବାର)
୨୦୨୪ ତାରିଖ୨୬ ମାର୍ଚ୍ଚ (ମଙ୍ଗଳବାର)

ପୌରାଣିକ ଭିତ୍ତିଭୂମି

ଦୋଳ‌ଯାତ (ବା ଦୋଳ‌ଯାତ୍ରା) ‌‌ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ ।

ସଂକ୍ଷେପରେ

ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।

ଆହୁରି ଦେଖନ୍ତୁ

ଗ୍ୟାଲେରି

ଆଧାର

ଅଧିକ ତଥ୍ୟ

Tags:

ହୋଲି ପୌରାଣିକ ଭିତ୍ତିଭୂମିହୋଲି ସଂକ୍ଷେପରେହୋଲି ଆହୁରି ଦେଖନ୍ତୁହୋଲି ଗ୍ୟାଲେରିହୋଲି ଆଧାରହୋଲି ଅଧିକ ତଥ୍ୟହୋଲିପୂର୍ଣ୍ଣମୀଫାଲଗୁନହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ଅଟିଜିମ୍‌ପଣା ସଂକ୍ରାନ୍ତିପଞ୍ଚତନ୍ତ୍ରବଳଦେବଜୀଉ ମନ୍ଦିରବୈକୁଣ୍ଠନାଥ ପଟ୍ଟନାୟକବୌଦ୍ଧ ଧର୍ମଭୃସଙ୍ଗ ଗଛଦୀନନାଥ ପାଠୀମୁକ୍ତେଶ୍ୱର ଦେଉଳମୂରଲୀଧର କୁଅଁର୨୧wiki.phtmlଅଖିଳ ମୋହନ ପଟ୍ଟନାୟକମୋହନ ଭୋଗଫିଫା ବିଶ୍ୱକପଓଡ଼ିଆ ଲିପିମାସଯାଜପୁରକଳାପାହାଡ଼କ୍ଲାଉଡ଼ ଟେକ୍ନୋଲୋଜିମନୋରଞ୍ଜନ ଦାସଜ୍ୟୈଷ୍ଠଓଡ଼ିଆ ଭାଗବତ୭ ଅପ୍ରେଲଜାତୀୟ ସଂସଦ (ଜାପାନ)ରିକେଟହନୁମାନ ଚାଳିଶାବିଶ୍ୱଜିତ ଦାସ୨୦୨୨ ଫିଫା ବିଶ୍ୱକପ୍ଗୋଦାବରୀଶ ମିଶ୍ର୫ ଫେବୃଆରୀପୌଷସୁଦଶା ବ୍ରତଇସଲାମ ଧର୍ମଚିଲିକା ହ୍ରଦରାଧାନାଥ ରାୟଇଂଲଣ୍ଡଓଡ଼ିଆ କାବ୍ୟ କବିତାଇଟାମାଟି ଗ୍ରାମଶବ୍ଦ (ଧ୍ୱନି)ଦଅଣାଦାସକାଠିଆଭାରତ ସରକାରତମନ୍ନା ବ୍ୟାସଭକ୍ତ ଚରଣ ଦାସମାଲଟାସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଓଡ଼ିଆ ସାହିତ୍ୟର ଇତିହାସବୀର ସୁରେନ୍ଦ୍ର ସାଏ୮ ଅପ୍ରେଲବିମ୍ବାଧର କୁଅଁରଗୁରୁ ପ୍ରସାଦ ମହାନ୍ତି୧୯୫୩କବିସୂର୍ଯ୍ୟ ବଳଦେବ ରଥସ୍ପେନଭୁବନେଶ୍ୱର ବେହେରାବିଶ୍ୱ ଘରଚଟିଆ ଦିବସପ୍ଲୀହା୧୯୮୮ଚିନ୍ତାମଣି ମହାନ୍ତିଦ୍ରାଘିମା୧୫୭୨୧୯୭୦ରାଜନୀତି ବିଜ୍ଞାନନଅଙ୍କ ଦୁର୍ଭିକ୍ଷଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାପ୍ରତିଭା ରାୟଓଡ଼ିଶାବିର୍ସା ମୁଣ୍ଡାଚନ୍ଦକା ହାତୀ ଅଭୟାରଣ୍ୟ🡆 More