ଦେଶରାଜ ପଟେରିୟା: ଭାରତୀୟ ଲୋକଗୀତ ଗାୟିକା

ଦେଶରାଜ ପଟେରିୟା ଜଣେ ଭାରତୀୟ ଲୋକଗୀତ ଗାୟକ ଥିଲେ । ବୁନ୍ଦେଲଖଣ୍ଡର ଏହି ଗାୟକ ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ବୁନ୍ଦେଲି ଲୋକ ଗୀତର ପ୍ରଚାର ପ୍ରସାର କରାଇଥିଲେ ।

ଦେଶରାଜ ପଟେରିୟା
Born(1953-07-25)୨୫ ଜୁଲାଇ ୧୯୫୩
ତିନ୍ଦାନୀ, ଛତ୍ରପୁର, ମଧ୍ୟପ୍ରଦେଶ
Died୫ ସେପ୍ଟେମ୍ବର ୨୦୨୦(2020-09-05) (ବୟସ ୬୭)
Occupationଲୋକଗୀତ ଗାୟକ
Known forରାଧେଶ୍ୟାମ ରାମାୟଣ, ରାମ ବିବାହ, ପୁଷ୍ପ ବାଟିକା

ପ୍ରାରମ୍ଭିକ ଜୀବନ

ପାଟାରିୟା ୧୯୫୩ ମସିହାର ଜୁଲାଇ ୨୫ ତାରିଖରେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ତିନ୍ଦାନୀଠାରେ ଜନ୍ମଗ୍ରହଣ କରିଥିଲେ । ଉଚ୍ଚ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ସେ ସଙ୍ଗୀତରେ ଡିପ୍ଲୋମା କରିଥିଲେ । ସେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ, ଯେଉଁଠି ସେ ସନ୍ଧ୍ୟା ସମୟରେ ସଙ୍ଗୀତ ପରିବେଷଣ କରୁଥିଲେ ।

ପେଷା

୧୯୭୨ ମସିହାରେ ସେ ଜଣେ ମଞ୍ଚ ଅଭିନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଛତ୍ରପୁର ଆକାଶବାଣୀ କେନ୍ଦ୍ର ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୮୦ ଦଶକରେ ଅନେକ ଲୋକଗୀତ ଗୀତ ଗାଇଥିଲେ, ଯାହାକି କ୍ୟାସେଟ୍ ଜରିଆରେ ଉପଲବ୍ଧ ହୋଇଥିଲା । ସେ ପାଞ୍ଚ ଦଶନ୍ଧି ମଧ୍ୟରେ ୧୦ ହଜାରରୁ ଅଧିକ ଲୋକଗୀତର ସଂଯୋଜନା କରିଥିଲେ ।

ମୃତ୍ୟୁ

ଦେଶରାଜ ପଟେରିୟା ୨୦୨୦ ମସିହାର ସେପ୍ଟେମ୍ବର ୫ ତାରିଖରେ ୬୭ ବର୍ଷ ବୟସରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।

ଆଧାର

ବାହାର ଲିଙ୍କ୍

Tags:

ଦେଶରାଜ ପଟେରିୟା ପ୍ରାରମ୍ଭିକ ଜୀବନଦେଶରାଜ ପଟେରିୟା ପେଷାଦେଶରାଜ ପଟେରିୟା ମୃତ୍ୟୁଦେଶରାଜ ପଟେରିୟା ଆଧାରଦେଶରାଜ ପଟେରିୟା ବାହାର ଲିଙ୍କ୍ଦେଶରାଜ ପଟେରିୟା

🔥 Trending searches on Wiki ଓଡ଼ିଆ:

ଗୁପଚୁପକାନ୍ଦଣା ଗୀତଜଗନ୍ନାଥଙ୍କ ବେଶପ୍ରଥମ ବିଶ୍ୱଯୁଦ୍ଧଇରା ମହାନ୍ତିଉଇକିବିଦ୍ୟାଳୟମାର୍କଣ୍ଡେୟ ପୁରାଣପଞ୍ଚକନ୍ୟାମଙ୍ଗଳୁ ଚରଣ ବିଶ୍ୱାଳwiki.phtmlସମାଜ ବିଜ୍ଞାନଛ ମାଣ ଆଠ ଗୁଣ୍ଠ୧୯୧୮ହନୁମାନ ଚାଳିଶାନିତାଇ ପାଲିତଓଡ଼ିଶା ବିଧାନ ସଭାଛବିଳ ମଧୁ ବର୍ଣ୍ଣବୋଧଉତ୍କଳ ସମ୍ମିଳନୀହିଙ୍ଗୁଳା ମନ୍ଦିରଘରରାମତନ୍ତ୍ରଜଗନ୍ନାଥPimecrolimusମେଲାଟୋନିନଆସିକାମାର୍ଚ୍ଚପକ୍ଷପ୍ରମୁଖ ଅବସାଦ ବେମାରୀଜାପାନଗୋବିନ୍ଦ ତ୍ରିପାଠୀଶାମ୍ବ ଦଶମୀଲଣ୍ଠନଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାକସ୍ଥଳୀ କର୍କଟଅର୍କ କେଶରୀ ଦେଓ୨୫ ମାର୍ଚ୍ଚନୀଳକଣ୍ଠ ଦାସରଘୁନାଥ ମୁର୍ମୁଅହଲ୍ୟାଆଟୋପିକ ଡର୍ମାଟାଇଟିସ୧୦୦୦ଜଗନ୍ନାଥ ମନ୍ଦିରନେମାଳମୁଦ୍ରା (ପୂଜା)ଅରିନ୍ଦମ ରାୟବ୍ୟାଙ୍କଆଣ୍ଟୋନ ଚେକୋଭସୁନ୍ଦରବନ ଜାତୀୟ ଉଦ୍ୟାନଗୁରୁ କେଳୁଚରଣ ମହାପାତ୍ର ସମ୍ମାନଅଭିରାମ ପରମହଂସରାଜକିଶୋର ରାୟଜିତେନ୍ଦ୍ର ହରିପାଲଚିତ୍ତରଞ୍ଜନ ଦାସହୀରାକୁଦ ବନ୍ଧରମାକାନ୍ତ ରଥଗୁରୁଫଗୁ ଦଶମୀପ୍ରଶାନ୍ତ ନନ୍ଦଚଢ଼େଇଆ ନାଚଫକୀର ମୋହନ ସେନାପତି🡆 More