ଦେବେନ୍ଦ୍ର ଶତପଥୀ: ଓଡ଼ିଆ ରାଜନୀତିଜ୍ଞ

ଦେବେନ୍ଦ୍ର ଶତପଥୀ (ଜନ୍ମ: ୯ ସେପ୍ଟେମ୍ବର ୧୯୨୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୭୧ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଦେବେନ୍ଦ୍ର ଶତପଥୀ
ସାଂସଦ: ୫ମ, ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୯
ପୂର୍ବ ଅଧିକାରୀକାମାକ୍ଷା ପ୍ରସାଦ ସିଂହଦେଓ
ପର ଅଧିକାରୀକାମାକ୍ଷା ପ୍ରସାଦ ସିଂହଦେଓ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1929-09-09) ୯ ସେପ୍ଟେମ୍ବର ୧୯୨୯ (ବୟସ ୯୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀନନ୍ଦିନୀ ଶତପଥୀ
ବାପା/ବୋଉବିଶ୍ୱନାଥ ଶତପଥୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଦେବେନ୍ଦ୍ର ଶତପଥୀ ୧୯୨୯ ମସିହାର ସେପ୍ଟେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ଶତପଥୀ ଓ ପତ୍ନୀଙ୍କ ନାମ ନନ୍ଦିନୀ ଶତପଥୀ ।

ରାଜନୈତିକ ଜୀବନ

ଦେବେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସମ୍ବିଧାନର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକଢେଙ୍କାନାଳ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଲୋକ ସଭା୫ମ ଲୋକ ସଭା୬ଷ୍ଠ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ଉଇକିଖବରଗୁଗଲୟୁ ଟ୍ୟୁବବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ୧୭ ଅପ୍ରେଲବି. ଆର. ଆମ୍ବେଦକରଭାରତୀୟ ମୁଦ୍ରାବକ୍ସି ଜଗବନ୍ଧୁରଜଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୀବସାର୧୫ ଅପ୍ରେଲବିମ୍ବାଧର କୁଅଁରଶିବପଖାଳଗୁରୁ ପ୍ରସାଦ ମହାନ୍ତିକଳାପାହାଡ଼ପରିସଂଖ୍ୟାନଯୁକ୍ତରାଷ୍ଟ୍ର ଆମେରିକାଇତିହାସପଠାଣି ସାମନ୍ତମହିମା ଧର୍ମ୨ ଅପ୍ରେଲସମୟମଣ୍ଡଳସାହି ଯାତଭୃସଙ୍ଗ ଗଛସ୍ପେନହନୁମାନସୌଭାଗ୍ୟ କୁମାର ମିଶ୍ରସ୍ୱର ବର୍ଣ୍ଣରାଜ୍ୟହଂକଂଦୁଃଖୀରାମ ସ୍ୱାଇଁ୧୯୭୦ମଧ୍ୟ ଏସିଆଜୀବ ବିଜ୍ଞାନଜର୍ମାନୀଓଡ଼ିଶା ବିଧାନ ସଭାସରଳା ଦେବୀମନୋଜ ଦାସଓଧନନ୍ଦିଘୋଷବିଦ୍ୟୁତବଳ୨୦୦୩ଭାରତରାମକୃଷ୍ଣ ନନ୍ଦମଙ୍ଗଳAnifrolumabମଇହନୁମାନ ଚାଳିଶାସୀତା ବିବାହବ୍ୟଞ୍ଜନ ବର୍ଣ୍ଣଶବ୍ଦ (ପଦ)କର୍କଟ ରୋଗଉଇକିକମନ୍ସଚନ୍ଦ୍ରଜୟ ଜଗନ୍ନାଥନରେନ୍ଦ୍ର ମୋଦୀଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିକଥାରେବତୀ (କ୍ଷୁଦ୍ରଗଳ୍ପ)କିଶୋର ପାଣିଗ୍ରାହୀଆଚାର୍ଯ୍ୟ ହରିହରପୃଥିବୀ ଦିବସ୭ ଫେବୃଆରୀଓଡ଼ିଆ ଭାଷା🡆 More