ଦେବୀକା ଦଫ୍ତରଦାର: ଭାରତୀୟ ଅଭିନେତ୍ରୀ

ଦେବୀକା ଦଫ୍ତରଦାର ଜଣେ ଭାରତୀୟ ଅଭିନେତ୍ରୀ ଓ ସେ ମୁଖ୍ୟତଃ ମରାଠୀ ମଞ୍ଚ ଏବଂ କଥାଚିତ୍ରରେ ଅଭିନୟ କରନ୍ତି । ପରି ହୁଁ ମେଁ (୨୦୧୮) ଏବଂ ନାଲ୍ (୨୦୧୮)ରେ ତାଙ୍କ ଅଭିନୀତ ମାଆ ଭୂମିକା ପାଇଁ ସେ ଜଣାଶୁଣା ।

ପେଷା

ଦେବୀକା କଥାଚିତ୍ର ଜଗତରେ କାମ କରିବ ପୂର୍ବରୁ ମରାଠୀ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୦୨ ମସିହାରେ ସେ ମରାଠୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ଚଳଚ୍ଚିତ୍ର

ବର୍ଷ କଥାଚିତ୍ର ଭୂମିକା ଟିପ୍ପଣୀ
୨୦୦୨ ବାସ୍ତୁପୁରୁଷ କଲ୍ୟାଣୀ
୨୦୦୪ ଦେବରାଇ କଲ୍ୟାଣୀ
୨୦୦୬ ନିତାଲ ଡ. ନୀରଜା କୌଶିକ
ବାଧା ସରଜବାଇ
୨୦୦୭ ନିରୋପ ଜୁଇ
ସାୱାର ରେ
୨୦୦୮ ମାଜିଆଇ
୨୦୦୯ ଏକ କପ୍ ଚାୟ ଦୁର୍ଗା ଖାନୋଲକର
୨୦୧୨ ହା ଭାରତ ମଜା
୨୦୧୩ ସମିତା ରେବତୀ ସାଥେ, ରାଣୀ ମାଳବିକା
ବାରୋମାସ୍ ଅଳକା
ଆସ୍ତୁ ଦେବୀକା
୨୦୧୫ ନାଗ୍ରିକ୍ କୁସୁମ୍
କ୍ୟାରି ଅନ୍ ମରାଠା
୨୦୧୬ କାସଭ
୨୦୧୮ ପ୍ୟାରି ହୁଁ ମେଁ ସଜିରୀଙ୍କ ମାଆ
ନାଲ୍ ଚୈତନ୍ୟଙ୍କ ମାଆ
୨୦୧୯ ପୁରୁଷୋତ୍ତମ
ଜର୍ଜ ରେଡ୍ଡୀ ଲୀଲା ଭର୍ଗେସିନ୍ ତେଲୁଗୁ ଚଳଚ୍ଚିତ୍ର
ଗର୍ଲଜ୍ ମାଟିର ମାଆ
ବେରିଜ ବାଜବାକି ଆର୍ଯ୍ୟଙ୍କ ମାଆ

ଆଧାର

ବାହାର ଲିଙ୍କ୍

Tags:

ଦେବୀକା ଦଫ୍ତରଦାର ପେଷାଦେବୀକା ଦଫ୍ତରଦାର ଚଳଚ୍ଚିତ୍ରଦେବୀକା ଦଫ୍ତରଦାର ଆଧାରଦେବୀକା ଦଫ୍ତରଦାର ବାହାର ଲିଙ୍କ୍ଦେବୀକା ଦଫ୍ତରଦାରମରାଠୀ ଭାଷା

🔥 Trending searches on Wiki ଓଡ଼ିଆ:

ବାଞ୍ଛାନିଧି ମହାନ୍ତିଉଦୟନାଥ ଷଡ଼ଙ୍ଗୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଧବଳେଶ୍ୱର ମନ୍ଦିରଦୀନକୃଷ୍ଣ ଦାସମିହିର ଦାସକନ୍ନଡ଼ ଭାଷାପାଇଭୀମ ଭୋଇଅମର ସିଂହ ଚମକିଲାଦୀପକ ମିଶ୍ରଅଗ୍ନିଜଗତ(ଜୀବବୀଜ୍ଞାନ)ଭାରତୀୟ ଜନତା ପାର୍ଟି୧୮ ସେପ୍ଟେମ୍ବରଦେବୀପ୍ରସନ୍ନ ପଟ୍ଟନାୟକରବିବାରବସନ୍ତ କୁମାରୀ ପଟ୍ଟନାୟକୟୁଭିଆଇଟିସଅନୁଗୋଳ ଜିଲ୍ଲାସମ୍ବଲପୁରରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ (ସଂଖ୍ୟା)ଭରତ (ରାମାୟଣ)୧୭ ଜୁଲାଇଭୁବନେଶ୍ୱର ବେହେରାଗଇଁଠାଭର୍ତ୍ତୃହରି ମହତାବବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଆଠଗଡ଼ ଗଡ଼ଜାତ ରାଜ୍ୟମିନାକ୍ଷୀ ମହନ୍ତଭୁଟାନବିପିନ ବିହାରୀ ମିଶ୍ରଶ୍ରୀରାମ ପଣ୍ଡାଓମ୍ଦାଶଆହେ ଦୟାମୟ ବିଶ୍ୱ ବିହାରୀହୋମି ଜାହାଙ୍ଗୀର ଭାବାଧରିତ୍ରୀଓଡ଼ିଶାର ସଂସ୍କୃତିହନୁମାନ୧୭ ଡିସେମ୍ବର୭ ଅପ୍ରେଲଅଭିମନ୍ୟୁ ସାମନ୍ତସିଂହାରକିଶୋରୀ ଚରଣ ଦାସଗୋପାଳକୃଷ୍ଣ ପଟ୍ଟନାୟକବର୍ଷା ପ୍ରିୟଦର୍ଶିନୀ୮୦୯ଶାରଳା ପୁରସ୍କାରଓଡ଼ିଶୀ ସଙ୍ଗୀତଓଲିସେରିଡାଇନସତ୍ୟେନ୍ଦ୍ର ନାଥ ବୋଷଚାଖି ଖୁଣ୍ଟିଆରଜବୈକୁଣ୍ଠନାଥ ପଟ୍ଟନାୟକଅଂଶୁଘାତମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ନବୀନ ପଟ୍ଟନାୟକମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର)୩୦ ସେପ୍ଟେମ୍ବରଭାରତଟିକୋନାଜୋଲଗୋପାଳ ଛୋଟରାୟମଦନମୋହନଅକ୍ଟୋବର🡆 More