ଦେବପ୍ରସାଦ ଦାଶ: ଭାରତୀୟ ଓଡ଼ିଆ ଲେଖକ

ଦେବପ୍ରସାଦ ଦାଶ, ଓଡ଼ିଶାର ଜଣେ ଜଣାଶୁଣା ଲେଖକ, ଅଭିନେତା ଓ ସମ୍ବାଦ ପାଠକ । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ ଆଦିରେ ସେ ନିଜ ଲେଖନି ଚାଳନା କରିଥାନ୍ତି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ବରାବର ଦେଖିବାକୁ ମିଳିଥାଏ । ଦୂରଦର୍ଶନର ଜଣେ ସମ୍ବାଦ ପାଠକ ଭାବରେ ସେ ଖୁବ ପରିଚିତ । ସେ, ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ପଚିଚାଳନା ମଧ୍ୟ କରିଥାଆନ୍ତି । ଇନ୍ଦ୍ରଧନୁର ଛାଇ ଓ କଥାନ୍ତର ଚଳଚ୍ଚିତ୍ର ମାଧ୍ୟମରେ, ସେ ନିଜର ଅଭିନୟ ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଛନ୍ତି ।

ଦେବପ୍ରସାଦ ଦାଶ: ରଚନାବଳୀ, ସମ୍ମାନ ଓ ପୁରସ୍କାର, ଆଧାର
ବୃତ୍ତିସାହିତ୍ୟିକ, ଅଭିନେତା ଓ ସମ୍ବାଦ ପାଠକ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ରାଜନୈତିକ ବିଜ୍ଞାନ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ
ସାହିତ୍ୟ କୃତିଭୋର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଦେବପ୍ରସାଦ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଫିସର ଭାବରେ ମଧ୍ୟ କାର୍ଯ୍ୟରତ । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କାମକରି ସେ ବହୁବାର ବିବାଦ ମଧ୍ୟରେ ରହି ଆସିଛନ୍ତି । ୨୦୧୮ ମେ ମାସରେ ସେ ସରକାରଙ୍କଦ୍ୱାରା ନିଲମ୍ବିତ ମଧ୍ୟ ହୋଇଥିଲେ ।

ରଚନାବଳୀ

ଗଳ୍ପ ସଂକଳନ

  • ଇନ୍ଦ୍ରଧନୁର ରଙ୍ଗ
  • ଗଜପତି
  • ଦଙ୍ଗା
  • ମୁହଁ
  • କାନ୍ଥ
  • ଆଲୋଚନା
  • ଭୋର

ପ୍ରବନ୍ଧ ସଂକଳନ

  • ଆମ ସମୟ
  • ଦୁଃଖର ଇଲାକା ଓ ଅନ୍ୟାନ୍ୟ ପ୍ରବନ୍ଧ
  • ଆତଙ୍କବାଦ
  • ଓସାମା ବିନ୍ ଲାଦେନ ଓ ସହସ୍ରାଦ୍ଧର ପ୍ରଥମ ଯୁଦ୍ଧ

ସମ୍ପାଦନା

  • ଝିଅ

ଅନୁବାଦ

  • ଦେଶ ପରଦେଶ(କମଳେଶ୍ୱରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ)

ଅନ୍ୟାନ୍ୟ

  • ଇଣ୍ଡିଆ ଷ୍ଟୋରି(ଇଂରାଜୀରେ ନିରଞ୍ଜନ ପତି ଓ ସନ୍ଧ୍ୟାରାଣୀ ନାୟକଙ୍କ ସହଲିଖିତ)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଭୋର ପାଇଁ), ୨୦୦୯
  • ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର - ୨୦୦୪
  • ସମ୍ମା ସମ୍ମାନ - ୨୦୧୨
  • ଏକାମ୍ର ସଂସ୍କୃତି ସମ୍ମାନ - ୨୦୧୦
  • କଥା ନବପ୍ରତିଭା ସମ୍ମାନ
  • କିଶୋରୀ ଚରଣ ଦାସ ଗଳ୍ପ ପୁରସ୍କାର
  • ଅମୃତାୟନ ଗଳ୍ପ ପୁରସ୍କାର
  • ସୁଧନ୍ୟା ଗଳ୍ପ ପୁରସ୍କାର

ଆଧାର

Tags:

ଦେବପ୍ରସାଦ ଦାଶ ରଚନାବଳୀଦେବପ୍ରସାଦ ଦାଶ ସମ୍ମାନ ଓ ପୁରସ୍କାରଦେବପ୍ରସାଦ ଦାଶ ଆଧାରଦେବପ୍ରସାଦ ଦାଶଇନ୍ଦ୍ରଧନୁର ଛାଇକଥାନ୍ତର

🔥 Trending searches on Wiki ଓଡ଼ିଆ:

ପଖାଳ ଦିବସଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ଲାଟିପସ୬ ଜୁଲାଇରାୟଗଡ଼ା ରେଳ ଷ୍ଟେସନଭାରତୀୟ ଡାକ ସେବାଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୦୦୬ପ୍ରଥମ ବିଶ୍ୱଯୁଦ୍ଧକବିସୂର୍ଯ୍ୟ ବଳଦେବ ରଥବକ୍ସି ଜଗବନ୍ଧୁଭାରତୀୟ ଜାତୀୟ କଂଗ୍ରେସଉଇକିଖବରନନ୍ଦିଘୋଷତରଳ ଝାଡ଼ାଅଶ୍ୱିନୀ କୁମାର ଘୋଷଶକ୍ତି ପୀଠସୁରେନ୍ଦ୍ର ମହାନ୍ତିଆନିଫ୍ରୋଲୁମାବବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଶରଧାବାଲିନମିତା ଅଗ୍ରୱାଲରାଜ୍ୟ ସଭାବ୍ରଜନାଥ ବଡ଼ଜେନାଶୀତଳ ଷଷ୍ଠୀ ଯାତ୍ରାବିଶ୍ୱଜିତ ଦାସଓଡ଼ିଆ କାବ୍ୟ କବିତାଯଦୁମଣି ମହାପାତ୍ର୨୦୦୪ରଜମିଳିତ ଜାତିସଂଘଅର୍ଥଶାସ୍ତ୍ରଉତ୍କଳ ସମ୍ମିଳନୀରାମାୟଣପ୍ରତିଭା ଶତପଥୀପ୍ରଧାନ ପୃଷ୍ଠାଅଶୋକ ସମ୍ରାଟଉଇକିକଥାତାରାତାରିଣୀ ମନ୍ଦିରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଇମ୍ୟାଲେରିଆକୃଷ୍ଣ ଜନ୍ମାଷ୍ଟମୀମାସନେପୋଲିୟନ ବୋନାପାର୍ଟଆନନ୍ଦ ବାବୁମାଳତୀ ଚୌଧୁରୀଇଷ୍ଟ ଇଣ୍ଡିଆ କମ୍ପାନୀତିନୋଟି ରତନଶବ୍ଦ (ପଦ)କଟକ ଜିଲ୍ଲାମେଟ୍ରୋନିଡାଜୋଲ୯ ଫେବୃଆରୀ୧୯୮୮ଚେକ୍ ଗଣରାଜ୍ୟକିଶୋର ପାଣିଗ୍ରାହୀ୩ ଅଗଷ୍ଟଇରା ମହାନ୍ତିଭାନୁଜୀ ରାଓସତ୍ୟନାରାୟଣ ରାଜଗୁରୁହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ପ୍ରାଣୀରମାକାନ୍ତ ରଥଜଣ୍ଡିସ୍ସରସ୍ୱତୀବିଷ୍ଣୁନକ୍ସଲବାଦ୮ ଅପ୍ରେଲକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଇତିହାସନନ୍ଦ କିଶୋର ବଳଓଡ଼ିଶା ବିଧାନ ସଭାବି. ଆର. ଆମ୍ବେଦକର୧୯ ଫେବୃଆରୀଓଟାୱା🡆 More