ଦେବଗଡ଼ ଜିଲ୍ଲା

]

ଦେବଗଡ଼
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାସମ୍ବଲପୁର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୧ଟି ଆସନ: ଦେବଗଡ଼
Area
 • ଜିଲ୍ଲା2781.66 km2 (1,074�00 sq mi)
Population
 (୨୦୧୧)
 • ଜିଲ୍ଲା୩୧୨୧୬୪
 • Density106/km2 (270/sq mi)
 • Urban
୨୨୩୫୦
 • Rural
୨୮୯୮୧୪
 • ୬ ବର୍ଷରୁ କମ ଶିଶୁ
୩୮୬୨୧
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୮ xxx
ଯାନବାହାନ ପଞ୍ଚୀକରଣOD-28
ଜିଲ୍ଲାପାଳବନ ବିହାରି ଜେନା
WebsiteOfficial website

ଦେବଗଡ଼ ଜିଲ୍ଲା, ଓଡ଼ିଶାର ଉତ୍ତର-ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଦେବଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।

ଇତିହାସ

ଜାନୁଆରୀ ପହିଲା ୧୯୯୪ ଦିନ ଏହା ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଲା୤

ଭୂଗୋଳ

ଦେବଗଡ଼ ଜିଲ୍ଲାର ଆୟତନ ୨,୭୮୨ ବର୍ଗ କିମି୤

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ଦେବଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୩,୧୨,୧୬୪| ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨,୮୯,୮୧୪ ଓ ସହରାଞ୍ଚଳରେ ୨୨,୩୫୦ ଲୋକ ବାସ କରନ୍ତି |

  • ପୁରୁଷ: ୧,୫୮,୦୧୭
  • ମହିଳା: ୧,୫୪,୧୪୭
    • ଛ ବର୍ଷରୁ କମ: ୩୮,୬୨୧
  • ପଢୁଆ ହାର ୭୩.୦୭%
    • ପୁରୁଷ: ୮୨.୬୨%
    • ମହିଳା: ୬୩.୩୬%

ସଦର ମହକୁମା

  • ଦେବଗଡ଼

ତହସିଲ

  • ଦେବଗଡ଼
  • ରିଆମାଳ
  • ବାରକୋଟ

ଗ୍ରାମ ପଞ୍ଚାୟତ

ମୋଟ ୬୦ ଗ୍ରାମ ପଞ୍ଚାୟତ, ତନ୍ମଧ୍ୟରୁ

  • ବାରକୋଟ ବ୍ଳକ ଅଧିନରେ: ୨୨ଟି
  • ରିଆମାଳ ବ୍ଳକ ଅଧିନରେ: ୨୨ଟି
  • ତିଳେଇବଣି ବ୍ଳକ ଅଧିନରେ: ୧୬ଟି

ଆଧାର

ଅଧିକ ତଥ୍ୟ

Tags:

ଦେବଗଡ଼ ଜିଲ୍ଲା ଇତିହାସଦେବଗଡ଼ ଜିଲ୍ଲା ଭୂଗୋଳଦେବଗଡ଼ ଜିଲ୍ଲା ଆଧାରଦେବଗଡ଼ ଜିଲ୍ଲା ଅଧିକ ତଥ୍ୟଦେବଗଡ଼ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

୨୦୨୨ ଫିଫା ବିଶ୍ୱକପ୍ପଞ୍ଚୁ ଫୁଟଣମରାଠୀ ଭାଷାପିଣ୍ଟୁ ନନ୍ଦଗଉଡ଼ ବାଡ଼ି ଖେଳମଧୁସୂଦନ ଦାସପଦ୍ମଜ ପାଳକୋଇଲିଖିଆଗଙ୍ଗାଧର ମେହେରରାସନ କାର୍ଡ଼ (ଭାରତ)ଓଡ଼ିଆ ନାଟକବିଦ୍ୟାଳୟଭିଏତନାମସୁନ୍ଦରବନ ଜାତୀୟ ଉଦ୍ୟାନଫାଇଲିନଜଗନ୍ନାଥ ମନ୍ଦିରଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିବିଦ୍ୟାଳୟଚଢ଼େଇଆ ନାଚବର୍ଷାବିରିଗାଲୁଆଫକୀର ମୋହନ ସେନାପତିବୁଧବୀଜାଣୁଏରିଦେମା ମଲ୍ଟିଫର୍ମପିତ୍ତ ନଳୀ କର୍କଟସଂଯୁକ୍ତା ରାଉତ୧୩ ଫେବୃଆରୀବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟୀ ରାଜଗୁରୁଓଡ଼ିଶାର ଇତିହାସଟାସିମେଲଟେଓନଶ୍ରୀ ଅରବିନ୍ଦକେନ୍ଦୁଝର ଜିଲ୍ଲାଶଙ୍ଖକ୍ରିଏଟିଭ କମନ୍ସଜୟ ଜଗନ୍ନାଥଗୋରଖନାଥଗୁପଚୁପ୨୦୧୫ଓଡ଼ିଆ ଲିପିଦୀନକୃଷ୍ଣ ଦାସଛଉ ନାଚତାଜିକିସ୍ତାନଅଯୋଧ୍ୟାପଖାଳଶାନ୍ତନୁ କୁମାର ଆଚାର୍ଯ୍ୟପଞ୍ଚଲିଙ୍ଗେଶ୍ଵର ମନ୍ଦିର୮ ମାର୍ଚ୍ଚପୂର୍ଣ୍ଣ ଚନ୍ଦ୍ର ସେଠୀକରଣ (ଜାତି)ଉଇକିକଥାବ୍ୟାଙ୍କୟୁରୋପନବ ଚରଣ ମାଝିମହିଳା ଯୌନାଙ୍ଗ ଛେଦନଇବୋଲା ଭୂତାଣୁ ରୋଗହାଡ଼ଫୁଟିହରିଶଙ୍କର ମନ୍ଦିରଫାଲଗୁନମହାପାତ୍ର ନୀଳମଣି ସାହୁମଣ୍ଡାହରେକୃଷ୍ଣ ମହତାବପାଟଦେଇମାୟାଧର ମାନସିଂହକ୍ରସ ସାଇଟ୍ ସ୍କ୍ରିପଟିଂରାଜକିଶୋର ରାୟପଠାଣି ସାମନ୍ତଓମାନ🡆 More