ଦେଓମାଳୀ

ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ । ଏହା ମଧ୍ୟ ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ । ଏହା କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କଟିଆ ଗ୍ରାମ ପଞ୍ଚାୟତର ଦୁଧାରି ଗ୍ରାମ ନିକଟରେ ଅବସ୍ଥିତ । କୋରାପୁଟଠାରୁ ଏହାର ଦୂରତା ୩୫ କିଲୋ ମିଟର ।

ଦେଓମାଳୀ ପର୍ବତ
ଦେଓମାଳୀ
Elevation୧,୬୭୨ m (୫,୪୮୬ ft)
Location
ଦେଓମାଳୀ is located in Odisha
ଦେଓମାଳୀ
ଦେଓମାଳୀ
ଦେଓମାଳୀ ପର୍ବତର ଅବସ୍ଥାନ
Locationକୋରାପୁଟ ଜିଲ୍ଲା, ଓଡ଼ିଶା
Rangeଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା, ପୂର୍ବଘାଟ ପର୍ବତମାଳା
Coordinates18°40′32″N 82°58′54″E / 18.67556°N 82.98167°E / 18.67556; 82.98167

ଆକର୍ଷଣ

ଏହା ବର୍ଷର ବାରମାସ ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ବି ‘ପରବ’ ପାଳନ ଅବସରରେ ନଭେମ୍ବର ୧୩ ତାରିଖ ଦିନ ଏଠାକୁ ପର୍ଯ୍ୟଟକମାନେ ବିଶେଷ ସଂଖ୍ୟାରେ ଆସିଥାନ୍ତି ଓ ପାହାଡ଼ ଚଢିଥାନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଛଅଟି ଶିଖର ଦୃଶ୍ୟ (view point) ନିର୍ମାଣ କରା ଯାଇଛି। ଏଠାରୁ ଦେଓମାଳୀ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ୍ୟ। ଏଠାରେ ରହିବାପାଇଁ କୌଣସି ବ୍ୟବସ୍ଥା ନାହିଁ। ବଣଭୋଜି, ପାହାଡ଼ ଚଢା ଓ ପରିବାର ସହିତ ଭ୍ରମଣ ପାଇଁ ଏ ସ୍ଥାନଟି ଉପଯୋଗୀ। ନିଜର ଯାନ ବାହନ ନେଇ ଏଠାକୁ ସିଧା ଯାଇହୁଏ। ଏଠାକୁ ଯିବାପାଇଁ ସେମିଳିଗୁଡ଼ା, ସୁନାବେଡ଼ା, କୋରାପୁଟ ଅଥବା କୁନ୍ଦୁଲି ହାଟରୁ କମାଣ୍ଡର ଗାଡ଼ି ମିଳିଥାଏ । ଦେଓମାଳି ଉପତ୍ୟକାକୁ ଯିବାପାଇଁ ଦେଓମାଳି ଛକରୁ ୬ କି.ମି. ଚାଲି ଚାଲି ଯିବାକୁ ହୋଇଥାଏ।

ଆଧାର

  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥଚିକିତ୍ସା ବିଜ୍ଞାନପଦାର୍ଥ ବିଜ୍ଞାନମଧୁସୂଦନ ଦାସକଟକ ଜିଲ୍ଲାଧାତୁଲିଙ୍ଗରାଜ ମନ୍ଦିର୧୪୧୭ବଡ଼ଦିନତ୍ରିଭୁଜବିଭୂତି ପଟ୍ଟନାୟକAnifrolumabବାୟୋନ୍ ମନ୍ଦିରଉତ୍କଳ ବ୍ରାହ୍ମଣଶନିଗୋପାଳ ଚନ୍ଦ୍ର ପ୍ରହରାଜଦେଉଳଝରି ଉଷ୍ଣପ୍ରସ୍ରବଣଗୁରୁ ପ୍ରସାଦ ମହାନ୍ତିଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା୬ ଜୁଲାଇସାରଳା ଦାସଶ୍ୱେତସାରଓଡ଼ିଶାର ଇତିହାସସ୍ୱର ବର୍ଣ୍ଣରାମକୃଷ୍ଣ ନନ୍ଦଓଡ଼ିଆ ସାହିତ୍ୟରବି ସିଂକୁନ୍ତଳା କୁମାରୀ ସାବତବାଞ୍ଛାନିଧି ମହାନ୍ତିଗୌତମ ବୁଦ୍ଧସ୍ଫୁଲିଙ୍ଗ (କବିତା ସଙ୍କଳନ)ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାପ୍ରହ୍ଲାଦ ନାଟକଭୃସଙ୍ଗ ଗଛଆଲେକ୍‌ଜାଣ୍ଡର୍ ମହାନଲଣ୍ଡନକାଳୀଚରଣ ପଟ୍ଟନାୟକବେଦକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଆଙ୍ଗୋଲାବ୍ରାହ୍ମ ସମାଜମଙ୍ଗଳ ପାଣ୍ଡେଯକୃତ୨୧ ମାର୍ଚ୍ଚଭାରତୀୟ ଡାକ ସେବାନଦୀକଟକଉଇକିଅଭିଧାନନରେନ୍ଦ୍ର ମୋଦୀମଙ୍ଗଳା ମନ୍ଦିର୮ ଅପ୍ରେଲଉଇକିଖବରତ୍ରିକୋଣମିତିବାଲେଶ୍ୱରଜଗନ୍ନାଥ ମନ୍ଦିରନେପୋଲିୟନ ବୋନାପାର୍ଟ୨୦୧୪୪ ଅପ୍ରେଲସ୍ୱସ୍ତିକଚିତ୍ତରଞ୍ଜନ ଦାସଇଟାଲୀସତ୍ୟବାଦୀ ବନ ବିଦ୍ୟାଳୟପଇସା୧୮୬୬ମଧ୍ୟ ଏସିଆବୈଷୟିକ ବିଜ୍ଞାନସଂସଦୀୟ ଗଣତନ୍ତ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭକ୍ତ ଚରଣ ଦାସ🡆 More