ଦଶହରା

ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭଳି ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ ନବରାତ୍ରି ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।

ଦଶହରା
ଦଶହରା
ଅସ୍ତ୍ର ପୂଜା ବା ଆୟୁଧ ପୂଜାରେ ଗାଡ଼ି ପୂଜା
ଅନ୍ୟ ନାମଦକ୍ଷିଣ ଭାରତରେ ଆୟୁଧ ପୂଜା/ଅସ୍ତ୍ର ପୂଜା ସରସ୍ୱତୀ ପୂଜା ଭାବରେ ମଧ୍ୟ ଜଣା
ପାଳନକାରୀହିନ୍ଦୁ
ପର୍ବ ପାଳନହଳଲଙ୍ଗଳ ଲୁହା, କରଣୀ, ଖଣ୍ଡା
ଆରମ୍ଭଦୁର୍ଗା ପୂଜାର ଦଶମ ଦିନ
ତାରିଖAshvin Shukla Dashamiଛାଞ୍ଚ:Infobox holiday/wd
୨୦୨୪ ତାରିଖdate missing (please add)
ପୁନଃପୌନିକତାବାର୍ଷିକ
ସମ୍ପର୍କିତଦୁର୍ଗା ପୂଜା କିମ୍ବା ନବରାତ୍ରି

ଆଧାର

Tags:

ଓଡ଼ିଶାଦୁର୍ଗା ପୂଜାପଶ୍ଚିମବଙ୍ଗଭାରତଲଙ୍ଗଳ

🔥 Trending searches on Wiki ଓଡ଼ିଆ:

ଯୌନ ସମ୍ଭୋଗଦେବ୍ରାଜ ଲେଙ୍କାସ୍ଫୁଲିଙ୍ଗ (କବିତା ସଙ୍କଳନ)ଅଶୋକ ସମ୍ରାଟମାୟାଧର ମାନସିଂହଆଲେକ୍‌ଜାଣ୍ଡର୍ ମହାନମଧୁସୂଦନ ରାଓଜର୍ମାନୀଆଣ୍ଟିଅକ୍ସିଡାଣ୍ଟଆସନଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଦ୍ୱିତୀୟ ବିଶ୍ୱଯୁଦ୍ଧପାରୁଲ ଯାଦବରମାକାନ୍ତ ରଥଯଦୁମଣି ମହାପାତ୍ରଡାଉନ ସିଣ୍ଡ୍ରୋମରଜଯାଜପୁରପ୍ରାଣୀ ବିଜ୍ଞାନମହମ୍ମଦ୨ ଅପ୍ରେଲବିମ୍ବାଧର କୁଅଁରଇତିହାସଅକ୍ଷୟ ତୃତୀୟାରାଧାରାଣୀ ପଣ୍ଡାବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁଭାଷ ଶତପଥୀବିରଜା ମନ୍ଦିରସୁଶାନ୍ତ ସିଂହନୋଟା (ଭାରତ)ଗନ୍ଧମାର୍ଦନରମାଦେବୀ ଚୌଧୁରୀ୧୭୯୫ଗଣନ ସଂଖ୍ୟାଇରା ମହାନ୍ତିପଦାର୍ଥ ବିଜ୍ଞାନକୃଷ୍ଣଚନ୍ଦ୍ର ପାଣିଗ୍ରାହୀସମ୍ବଲପୁର ଜିଲ୍ଲାଉଦ୍‌ଜାନହିପୋପୋଟାମସମଙ୍ଗଳ ପାଣ୍ଡେବାଲେଶ୍ୱର ଜିଲ୍ଲାଇଟାମାଟି ଗ୍ରାମପରିସଂଖ୍ୟାନ୧୯ ଫେବୃଆରୀଅଂଶୁଘାତକଳିଙ୍ଗ ଯୁଦ୍ଧଶ୍ରୀରାମ ପଣ୍ଡାବଲାଙ୍ଗୀରଜୈନ ଧର୍ମଯୁକ୍ତରାଷ୍ଟ୍ର ଆମେରିକାଓଡ଼ିଆ କବି ମାନଙ୍କର ତାଲିକାପ୍ରାଣୀଉଇକିପିଡ଼ିଆବୀଣାପାଣି ମହାନ୍ତିବୌଦ୍ଧ ଜିଲ୍ଲା୨୭ ଅପ୍ରେଲଖ୍ରୀଷ୍ଟ ଧର୍ମସରସ୍ୱତୀକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗଙ୍ଗା ଦଶହରାଉଇକିକମନ୍ସ୧୮୬୬କଟକ ଜିଲ୍ଲାରାଜନୀତି ବିଜ୍ଞାନପୃଥିବୀହୃଷୀକେଶ ପଣ୍ଡାଆନିଫ୍ରୋଲୁମାବବାଞ୍ଛାନିଧି ମହାନ୍ତି🡆 More