ଦକ୍ଷିଣାୟନ ଯାତ୍ରା

ଜଗନ୍ନାଥଙ୍କ ଧର୍ମ ସଂସ୍କୃତିରେ ପାଳନ ହେଉଥିବା ଏକ ପ୍ରକାର ଯାତ୍ରା ।

ପାଳନ ବିଧି

କର୍କଟ ସଂକ୍ରାନ୍ତି ପୂର୍ବବର୍ତ୍ତୀ କୋଡ଼ିଏ ପୁଣ୍ୟକାଳ ଅଟେ । ଏହି ପୁଣ୍ୟକାଳରେ ପ୍ରଭୁଙ୍କୁ ପଞ୍ଚାମୃତରେ ସ୍ନାନ କରାଇ କର୍ପୁର ଚନ୍ଦନ ଲେପନ କରି ମନୋହର ବସ୍ତ୍ର ବିବିଧ ଅଳଙ୍କାର, ସୁଗନ୍ଧ ପୁଷ୍ପମାଳାରେ ଶରୀର ମଣ୍ଡନ କରି ଦୀପ ଓ ଭକ୍ଷଭୋଜ୍ୟ ଆଦି ଉପଚାରରେ ପ୍ରଭୁଙ୍କୁ ପୂଜା କରାଯାଏ । କର୍ପୁର ବୋଳା ହୋଇଥିବା ତାମ୍ବୁଳ ହରିଙ୍କ ମୁଖରେ ଦେଇ ବନ୍ଦାପନା କରାଯାଏ ।

ବିଶ୍ୱାସ

ଲୋକମାନଙ୍କର ବିଶ୍ୱାସ ଯେଉଁ ଲୋକ ପୂଜା କାଳରେ ପ୍ରଭୁଙ୍କୁ ଦର୍ଶନ କରନ୍ତି ଅଥବା ପୂଜା ଶେଷରେ ଦର୍ଶନ କରନ୍ତି ମହାପ୍ରଭୁ ତା' ଉପରେ ସନ୍ତୁଷ୍ଟ ହୋଇ ଶତଗୁଣ ପୂଣ୍ୟଫଳ ପ୍ରଦାନ କରନ୍ତି । ଦକ୍ଷିଣାୟନ ଅର୍ଚ୍ଚନା କାଳରେ ଯେ ପ୍ରଭୁଙ୍କୁ ଦର୍ଶନ କରେ ତା'ର ସମସ୍ତ ପାପ ଦହନ ହୁଏ । ସେ ବୈକୁଣ୍ଠ ପୁରକୁ ଗମନ କରେ । ପ୍ରଭୁଙ୍କର ଉତ୍ସବ କ୍ଷୁଦ୍ର ବା ବୃହତ ହେଉ ତାହା ମୁକ୍ତି ଦାୟକ । ମାତ୍ର ଯେଉଁ ଲୋକ ଉତ୍ସବ ଦିନରେ ପ୍ରଭୁଙ୍କୁ ଦର୍ଶନ କରେ ସେ ମୁକ୍ତିଲାଭ କରେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

କାଳିନ୍ଦୀ ଚରଣ ପାଣିଗ୍ରାହୀଚାଣକ୍ୟଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଭୀମାଶଙ୍କର ମନ୍ଦିରଗୋଲୋକ ବିହାରୀ ଧଳବାଘହାଣ୍ଡିରବୀନ୍ଦ୍ର କୁମାର ପ୍ରହରାଜଫେସବୁକଜଗନ୍ନାଥବିଧାନ ସଭା ସଭ୍ୟଓଡ଼ିଆଓଡ଼ିଆ ସାହିତ୍ୟରାମଚନ୍ଦ୍ର ମିଶ୍ରପୃଥିବୀ୧୬ ମଇହୋ ଜନ‌ଜାତିଲାଟିନ ଭାଷାମାହିମ ଦୁର୍ଗ , ମୁମ୍ବାଇଆମ୍ବନନ୍ଦ କିଶୋର ବଳଚଳନ୍ତି ଠାକୁରଭୂମିକମ୍ପସ୍ତନ୍ୟପାନସଞ୍ଜୟ ହାତୀମକର (ରାଶି)ବି. ଆର. ଆମ୍ବେଦକରଇଂରାଜୀ ଭାଷାରାସନ କାର୍ଡ଼ (ଭାରତ)କିଶୋରୀ ଚରଣ ଦାସଜୟା ଶର୍ମା (କାର୍ଯ୍ୟକର୍ତ୍ତା)ଅନନ୍ତ ପଟ୍ଟନାୟକପ୍ରଥମ ବିଶ୍ୱଯୁଦ୍ଧନବଗୁଞ୍ଜରଋତୁସ୍ରାବନିତ୍ୟାନନ୍ଦ ମହାପାତ୍ରଦାଶରଥି ଦାସୟାଓଇଇଣ୍ତିଆ ଗେଟକଟକଜଗନ୍ନାଥଙ୍କ ବେଶସ୍ୱୋର୍ଡ ମାଛଭାରତୀୟ ଜାତୀୟ କଂଗ୍ରେସଦଶରଥଜ୍ଞାନପୀଠ ପୁରସ୍କାରବିଦ୍ୟାଳୟଗୌରହରି ଦାସକୃଷ୍ଣପ୍ରସାଦ ମିଶ୍ରଆଦିଶଙ୍କରକମ୍ପ୍ୟୁଟରମଥୁରା ମଙ୍ଗଳପବିତ୍ର ମୋହନ ଜେନାବାଘବାଲେଶ୍ୱର ଜିଲ୍ଲାକ୍ରିକେଟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାରେ ଦେବୀପୂଜାର ଐତିହ୍ୟକୁନ୍ଦୁଲି ଗଣଦୁଷ୍କର୍ମ ମାମଲାସେବିମାରୀଚତାରାତାରିଣୀ ମନ୍ଦିରବୈଶାଖସୁନାଉଇକିପିଡ଼ିଆପରଦେଶୀ ବାବୁସମ୍ବାଦ (ଖବରକାଗଜ)କେନ୍ଦୁଝର ଜିଲ୍ଲାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More