ତନ୍ଦ୍ରାଲୋକର ପ୍ରହରୀ

ତନ୍ଦ୍ରାଲୋକର ପ୍ରହରୀ ମନୋଜ ଦାସଙ୍କଦ୍ୱାରା ରଚିତ ଏକ ଉପନ୍ୟାସ । ଏହା ସଚିତ୍ର ବିଜୟାରେ ପ୍ରଥମେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା ।

ତନ୍ଦ୍ରାଲୋକର ପ୍ରହରୀ  
ଲେଖକମନୋଜ ଦାସ
ମଲାଟ ଚିତ୍ରକରବିଜୟ ପ୍ରଧାନ
ଦେଶଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକଫ୍ରେଣ୍ଡସ ପବ୍ଲିଶର୍ସ, ବିନୋଦବିହାରୀ, କଟକ
ପ୍ରକାଶ ତାରିଖ୨୦୦୦ (ପ୍ରଥମ ସଂସ୍କରଣ),
୨୦୧୨ (ପଞ୍ଚମ ସଂସ୍କରଣ)
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି
ପୃଷ୍ଠା୧୮୬
ISBN୮୧-୭୪୦୧-୩୩୩-୪

ପୁସ୍ତକ ସମୀକ୍ଷା

ଜୀବନ ଓ ମୃତ୍ୟୁର ସୀମାନ୍ତରେ ଥାଏ ଏକ ରହସ୍ୟଘନ ତନ୍ଦ୍ରାଲୋକ । ସେ ଜଗତର ଆଶରୀରୀ ସତ୍ତାମାନଙ୍କ ସ‌ହ ଜୀବିତ ଜଗତର ଆଦାନପ୍ରଦାନ ସମ୍ଭବପର ହୁଏ ଯେଉଁ ଗୁଣୀ ଓ ଓଝା ସଂପ୍ରଦାୟଦ୍ୱାରା ସେଇଭଳି ଏକ ପରିବାରର ତିନିପୁରୁଷର ପ୍ରାମାଣ୍ୟ କାହାଣୀ ଅଭିନବ ଓ ଅଦ୍ଭୁତପୂର୍ବ ।

ଉପନ୍ୟାସଟିର ସ୍ଥାନ-କାଳଗତ ପଟ୍ଟଭୂମି ଏହିପରି :

ସ୍ଥାନ- ଉତ୍ତର ବାଲେଶ୍ୱର ଏବଂ ମେଦିନୀପୁର ଜିଲ୍ଲା । ଏହି ଉଭୟ ଇଲକାର କେତେଗୁଡିଏ ଗ୍ରାମକୁ ନେଇ ଏକ ଏକ ଜମିଦାରି ଗଠିତ ହୋଇଥାଏ ।

କାଳ- ଉନ୍ନବିଂଶ ଶତାବ୍ଦୀରେ ଦ୍ୱିତୀୟାର୍ଦ୍ଧରୁ ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ।

ବର୍ଣ୍ଣିତ ଘଟଣାବଳି ପାଶ୍ଚାତରେ ରହିଛି ଲେଖକଙ୍କ ନିଜସ୍ୱ ପ୍ରତ୍ୟୟ ଏବଂ ଯତ୍‌କିଞ୍ଚିତ ଅଭିଜ୍ଞତା-ଅନୁଭୂତି । ସଙ୍ଗେ ସଙ୍ଗେ କେତେକ ନୃତତ୍ତ୍ୱିକ ଗବେଷଣାର ସମର୍ଥନ ମଧ୍ୟ ସେ ପାଇଛନ୍ତି ଯଥା:- ଡଃ ପ୍ରବୋଧ ଭୌମିକଙ୍କର Occultism in Fringe Bengal.

ସଂକ୍ଷିପ୍ତ କାହାଣୀ

ଆଧାର

Tags:

ମନୋଜ ଦାସସଚିତ୍ର ବିଜୟା

🔥 Trending searches on Wiki ଓଡ଼ିଆ:

ଭାରତସାବିତ୍ରୀ ଓଷାବିଶ୍ୱ ସ୍ୱାସ୍ଥ୍ୟ ସଂଗଠନସମାଜ ବିଜ୍ଞାନତାରାତାରିଣୀ ମନ୍ଦିରଭାରତୀୟ ଜାତୀୟ କଂଗ୍ରେସମହାପାତ୍ର ନୀଳମଣି ସାହୁଅନୁଭବ ମହାନ୍ତି୨ ନଭେମ୍ବରମଧୁସୂଦନ ରାଓଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ନବକଳେବରPimecrolimusଓଡ଼ିଶା ସରକାରଭୂଖାଓସ୍ତବ୍ରୋଙ୍କିଏକ୍ଟାସିସ୍ମହୁଲଇଡିଅଟ୍ଟଙ୍ଗ୍‌ଷ୍ଟନନଅଙ୍କ ଦୁର୍ଭିକ୍ଷରାଶି ଓ ନକ୍ଷତ୍ରଛାନ୍ଦଅଗସ୍ତ୍ୟକୁଞ୍ଜବିହାରୀ ଦାଶଆର୍ଟିଫିସିଆଲ ଇଣ୍ଟେଲିଜେନ୍ସସେସିଲିଆ ପେଇନ-ଗାପୋସ୍ଚକିନଶ୍ରୀ ଅରବିନ୍ଦହୋଲିପ୍ରତୀକ୍ଷାଗୁପଚୁପଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାକବିସୂର୍ଯ୍ୟ ବଳଦେବ ରଥଅଷ୍ଟଶମ୍ଭୁ ପୀଠଓମାନଭଜା୨୪ ମାର୍ଚ୍ଚପୂର୍ଣ୍ଣ ଚନ୍ଦ୍ର ସେଠୀଉତ୍କଳ ଦିବସପ୍ରଧାନ ପୃଷ୍ଠା୨୯ ମାର୍ଚ୍ଚସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସଉପେନ୍ଦ୍ର ଭଞ୍ଜମନୋରଞ୍ଜନ ଦାସତନ୍ତ୍ରଜର୍ମାନୀମହାଦେଶସଚ୍ଚିଦାନନ୍ଦ ରାଉତରାୟବୋଡ଼ୋ ଭାଷାପାଠାଗାରପାଳୁଅ ଲଡୁଭଗବତ ଗୀତାବିନୋଦ ପାତ୍ରପାଳୁଅଗୋପୀନାଥ ମହାନ୍ତିଅରୁଣା ମହାନ୍ତି୩୧ ମାର୍ଚ୍ଚଫ୍ରାଙ୍କଲିନ ଡି ରୁଜଭେଲଟସୁରେନ୍ଦ୍ର ମହାନ୍ତିଇଣ୍ଟରନେଟହରେ କୃଷ୍ଣଭାଷାରୁଦ୍ର ପାଣିଗ୍ରାହୀ🡆 More