ବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ

ଢେଙ୍କାନାଳ (କ୍ରମିକ ସଂଖ୍ୟା: ୫୫) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଢେଙ୍କାନାଳ (ପୌ), ଗଁଦିଆ ବ୍ଳକ ଓ ଢେଙ୍କାନାଳ ବ୍ଳକର କିଛି ଅଞ୍ଚଳ ।

ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୩୩,୬୯୬
ଜିଲ୍ଲା: ଢେଙ୍କାନାଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସରୋଜ କୁମାର ସାମଲ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କଠାରୁ ୩୨୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରାର୍ଥୀ ନବୀନ ନନ୍ଦ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁଧିର କୁମାର ସାମଲଙ୍କଠାରୁ ୬,୯୩୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଢେଙ୍କାନାଳ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ରାକପା ନବୀନ ନନ୍ଦ ୫୧,୧୧୮ ୩୫.୨୮ -
କଂଗ୍ରେସ ସୁଧିର କୁମାର ସାମଲ ୪୪,୧୮୫ ୩୦.୫୦ -
ଭାଜପା କୃଷ୍ଣ ଚନ୍ଦ୍ର ପାତ୍ର ୪୧,୦୩୨ ୨୮.୩୨ -
ସମୃଦ୍ଧ ଓଡ଼ିଶା ଅନୁପମା ବରାଳ ୧,୯୩୬ ୧.୩୪ -
ବସପା ନିରୋଜ ନଳିନୀ ମହାଳିକ ୧,୮୧୫ ୧.୨୫ -
ଆରପିଆଇ ଶେଖ ଅବଦୁଲ ୱାଲି ୧,୨୦୩ ୦.୮୩ -
କଳିଙ୍ଗ ସେନା ଚକ୍ରଧର ନାୟକ ୯୪୬ ୦.୬୫ -
ସ୍ୱାଧୀନ ମଧୁସୂଦନ ନାଏକ ୯୪୫ ୦.୬୫ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଉତ୍କଳ ଖଟୁଆ ୮୭୧ ୦.୬୦ -
ସ୍ୱାଧୀନ ବନ ମହାରଣା ୮୩୭ ୦.୫୮ -
ଭୋଟ ବ୍ୟବଧାନ ୬,୯୩୩ ୪.୭୯* -
ମତଦାନ ହାର ୧,୪୪,୯୧୪ ୬୪.୫୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଢେଙ୍କାନାଳଢେଙ୍କାନାଳ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ତୁମ ପରି ଛୋଟ ପିଲାଟିଏତୁଳସୀ ଦାସଉଇକିମିଡ଼ିଆ ଫାଉଣ୍ଡେସନହସ୍ତମୈଥୁନବଣ୍ଡ (ଅର୍ଥ)ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଇଣ୍ଟରନେଟପଳାଶଜାପାନୀ ଧର୍ମକଥାଗୋରଖନାଥମାନସିକ ରୋଗସେସିଲିଆ ପେଇନ-ଗାପୋସ୍ଚକିନଜ୍ଞାନପୀଠ ପୁରସ୍କାରକଳାକଳେବର ଚଉତିଶାଯୁକ୍ତରାଜ୍ୟନନ୍ଦିନୀ ଶତପଥୀଖୋର୍ଦ୍ଧା ଜିଲ୍ଲାମନୋଜ ଦାସରିଲପିଭିରିନନବ ଚରଣ ମାଝିନମିତା ଅଗ୍ରୱାଲନବକଳେବରଆର୍ଯ୍ୟଭଟ୍ଟଛାନ୍ଦଜୟୀ ରାଜଗୁରୁରୋମନ ରେନ୍ସରବର୍ଟ ମୂଗରାଧାନାଥ ରାୟଅମ୍ଳାନ ଦାସମାଣବସା ଗୁରୁବାରଭିଏତନାମଅଟିଜିମ୍ ସ୍ପେକ୍ଟ୍ରମ୧ ମାର୍ଚ୍ଚଫକୀରପୁରPimecrolimusଯଶୋବନ୍ତ ଦାସକୁଜିବର ପ‌ତ୍ରପଣା ସଂକ୍ରାନ୍ତିକଳିଙ୍ଗ ଯୁଦ୍ଧଶୋଭନେଶ୍ୱର ଦେଉଳ, ନିଆଳିହରେକୃଷ୍ଣ ମହତାବଆଣ୍ଟିଅକ୍ସିଡାଣ୍ଟଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟଜଳ ପ୍ରଦୂଷଣମାର୍ଚ୍ଚଶ୍ରୀ ଅରବିନ୍ଦଶାଗନୀଳକଣ୍ଠ ଦାସ୫ ଡିସେମ୍ବରଦକ୍ଷିଣ ଆମେରିକାଅରିନ୍ଦମ ରାୟଯକ୍ଷ୍ମାଭାରତୀୟ ମହିଳାବିଦ୍ୟାଳୟବୋଡ଼ୋ ଭାଷାନୀଳମାଧବ ମନ୍ଦିରଜାଫିର୍ଲୁକାଷ୍ଟପିଣ୍ଟୁ ନନ୍ଦଛ ମାଣ ଆଠ ଗୁଣ୍ଠଚନ୍ଦ୍ରସଂସ୍କୃତଓଡ଼ିଆ ସାହିତ୍ୟର ଇତିହାସଚୈତ୍ର ମଙ୍ଗଳବାର ଓଷାଜର୍ଜିଆଦେବଗଡ଼ ଜିଲ୍ଲା🡆 More