ଡୋକ୍ରିଚଞ୍ଚଡ଼ା ଜଳପ୍ରପାତ

ଡୋକ୍ରିଚଞ୍ଚଡ଼ା କଳାହାଣ୍ଡି ଜିଲ୍ଲାରେ ଥିବା ଏକ ଜଳପ୍ରପାତ । ଏହା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଦୁଦକଠେଙ୍ଗା ଗାଁରେ ଅବସ୍ଥିତ । ଏଠାରେ ଆଗ୍ନେୟଗିରି ଉଦ୍ଗୀରଣ ଫଳରେ ପ୍ରାକୃତିକ ଗୁମ୍ଫା ତିଆରି ହୋଇ ପରେ ଜଳପ୍ରପାତ ସୃଷ୍ଟି ହୋଇଛି । ଜଳପ୍ରପାତକୁ ଲାଗିଥିବା ଡୋକ୍ରିଚଞ୍ଚଡ଼ା ଅଞ୍ଚଳ ଅଧୀନରେ ଥିବା ଅମ୍ପାନି, ଟେମରା, କଭଦଳ, ଡାବ୍ରିଗଡ଼, ପୋଢ଼ାଗୁଡ଼ା, କୁତ୍ରୁ, ଘଣ୍ଟିଗୁଡ଼ା, ସିଉଣି ଓ ବିରିମାଲ ଆଦି ଅଞ୍ଚଳରେ କନ୍ଧ, ଗଣ୍ଡ, ପରଜା, ଭାଟରା, ଗଢ଼ବା ଓ ସଉରା (ଶବର) ଆଦି ଅଦିମ ଜନଜାତି ବାସ କରିଥାନ୍ତି । ଏହି ଜଳପ୍ରପାତକୁ ଲାଗି ଘନ ବନାନୀ ବେଢ଼ି ରହିଛି । ଏକ କିଲୋମିଟର ବ୍ୟାପୀ ଏକ ଗ୍ରାନାଇଟର ଚଟାଣ ଉପରେ ଏହି ଜଳପ୍ରପାତ ବ‌ହିଛି ।

ଡୋକ୍ରିଚଞ୍ଚଡ଼ା
ଅବସ୍ଥାନକଳାହାଣ୍ଡି ଜିଲ୍ଲା, ଓଡ଼ିଶା, ଭାରତ
ପ୍ରକାରଘୋଡ଼ା ଲାଞ୍ଜ ପରି
ଉଚ୍ଚତା244 ମି[convert: unknown unit]
ଖାଲମାନଙ୍କ ସଂଖ୍ୟା
ଝରଣାକୋରାପାଣି ନାଳ



ଆଧାର

Tags:

କଳାହାଣ୍ଡି ଜିଲ୍ଲାକୋକସରାପରଜାଶବରସଉରା

🔥 Trending searches on Wiki ଓଡ଼ିଆ:

୨ ଅପ୍ରେଲଭାଦବ ହାଁସଦାଶେର ଶାହ ସୁରୀପ୍ରତିଭା ଶତପଥୀ୧୪ ଅପ୍ରେଲକେଶାପାଲିବିଲଙ୍କା ରାମାୟଣପଠାଣି ସାମନ୍ତଅଂଶୁଘାତବ୍ୟଞ୍ଜନ ବର୍ଣ୍ଣବାରିପଦା୧୫ ଅପ୍ରେଲରାଧାନାଥ ରାୟହନୁମାନପଦାର୍ଥଓଡ଼ିଆ ନାଟକଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାବାରବାଡୋସ୨ (ସଂଖ୍ୟା)ଭାରତୀୟ ସମ୍ବିଧାନମ୍ୟାଲେରିଆଜୈନ ଧର୍ମବିବାହଦ୍ରୌପଦୀ ମୁର୍ମୁରାଖାଲ ମହାନ୍ତିଶୈଳବାଳା ମହିଳା ମହାବିଦ୍ୟାଳୟଓଡ଼ିଶାର ଇତିହାସଚୈତନ୍ୟଅଷ୍ଟମୀଉତ୍କଳ ସମ୍ମିଳନୀସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରଖ୍ରୀଷ୍ଟ ମହାବିଦ୍ୟାଳୟଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଯୌନ ସମ୍ଭୋଗହିନ୍ଦୁ ଧର୍ମରାସନ କାର୍ଡ଼ (ଭାରତ)ନବମୀଓଡ଼ିଶାର ଦୋଳଯାତ୍ରାଚିନ୍ତାମଣି ମହାନ୍ତି୨୪ ଅପ୍ରେଲବଣକାପ୍ତାସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାବାଲ୍ମିକୀ୧ ଫେବୃଆରୀନିତ୍ୟାନନ୍ଦ ଶତପଥୀନବୀନ ପଟ୍ଟନାୟକମାଗୁଣିର ଶଗଡ଼ପ୍ଲେକାନାଟାଇଡକନିଅରଶାରୀରିକ ତରଳ ପଦାର୍ଥକାଟୁଲୁ ରବି କୁମାରନବରାତ୍ରୀ୦ (ସଂଖ୍ୟା)ରାମଚନ୍ଦ୍ର ବେହେରାବ୍ରଜନାଥ ବଡ଼ଜେନାଶାଗ୩ ଅପ୍ରେଲଅମୃତାୟନଇଣ୍ଡୋନେସିଆସ୍ତନଲୋକ ସଭାବ୍ରତକଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍)ଜଳପୁଟ ବନ୍ଧଭଦଭଦଳିଆଚନ୍ଦ୍ରଶେଖର ରଥବିଦ୍ୟାଳୟଉଦୟନାଥ ଷଡ଼ଙ୍ଗୀଫକୀର ମୋହନ ସେନାପତିଦରବାର (କବିତା)ଉତ୍କଳ ଦିବସପକ୍ଷ୧୮୯୦🡆 More