ଡାଲଖାଇ
ଡାଲଖାଇ ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନୃତ୍ୟ । ଏହି ଗୀତର ପ୍ରତି ପଦର ଆରମ୍ଭ ଓ ଶେଷରେ ଡାଲଖାଇ ଶବ୍ଦ ଥାଏ ଯାହା ଝିଅ ସାଙ୍ଗକୁ ଲକ୍ଷ କରି ବ୍ୟବହାର କରାଯାଇଥାଏ । ଏହି ନୃତ୍ୟରେ ରାମାୟଣ, ମହାଭାରତ ଓ ରାଧା କୃଷ୍ଣ ଇତ୍ୟାଦିଙ୍କ ଶୀର୍ଷକ ଥାଏ । .
ଡାଲଖାଇ ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନୃତ୍ୟ । [୧] ଏହି ଗୀତର ପ୍ରତି ପଦର ଆରମ୍ଭ ଓ ଶେଷରେ ଡାଲଖାଇ ଶବ୍ଦ ଥାଏ ଯାହା ଝିଅ ସାଙ୍ଗକୁ ଲକ୍ଷ କରି ବ୍ୟବହାର କରାଯାଇଥାଏ । ଏହି ନୃତ୍ୟରେ ରାମାୟଣ, ମହାଭାରତ ଓ ରାଧା କୃଷ୍ଣ ଇତ୍ୟାଦିଙ୍କ ଶୀର୍ଷକ ଥାଏ ।
ଏହା ଅନେକ ପର୍ବପର୍ବାଣି ଯଥା:- ଭାଇ ଜିଉନ୍ତିଆ, ପୁଷପୁନି, ନୂଆଖାଇ ଇତ୍ୟାଦି ପର୍ବପର୍ବାଣିରେ ଏହି ନୃତ୍ୟ କରାଯାଏ । ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ଼, ବରଗଡ଼, ନୁଆପଡ଼ା ଓ କଳାହାଣ୍ଡି ଇତ୍ୟାଦି ଜିଲ୍ଲାମାନଙ୍କର ବିଞ୍ଝଲ, କୁଡା, ମିର୍ଧା, ସମା ଇତ୍ୟାଦି ଜାତିର ମୂଖତଃ ମହିଳାମାନେ ଏହି ନୃତ୍ୟ କରନ୍ତି ।
ଗୀତ
ପର୍ବପର୍ବାଣିର ଭିନ୍ନତା ଅନୁସାରେ ଡାଲଖାଇ ଗୀତାରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୁଏ ।ଯେମିତିକି ଦଶହରା ପର୍ବରେ କୁମାରୀମାନେ ନିଜ ସାଙ୍ଗସାଥୀମାନଙ୍କୁ ଲକ୍ଷ୍ୟକରି ଢୋଲ, ମୃଦଙ୍ଗ, ମହୁରୀର ତାଳେତାଳେ ବୋଲନ୍ତି-
ଡାଲଖାଇରେ ଡାଲଖାଇରେ
ଖଡ଼ି ମାରିଉଦୀର ଦଶରା ଜହ୍ନ
କୁଆରି ଟୁକେଲର୍ ମନ ଉଛନ
ଫୁଲଫୁଟି କେଡେ ସୁନ୍ଦର ଦିଶେ
ଫୁଲେଫୁଲେ ସଜ୍ଜା ହୋଇଛେ ସତେ
ଶହେଆଠ ଦୁବ ଚାଉଲୋ ଧରି
ଡାଳଖାଇ ଦେବୀକି ବନ୍ଦେଇ କରି
କୁଆରି ଟୁକେଲମାନେ ଧନରେ
ସତେ କିଆଁ
ଉପାସ କରି ମାଆ କେ ସୁମରି
ଦାଦା ଭାଇର ଲାଗି ଡାଲଖାଇରେ…
ଆଧାର
This article uses material from the Wikipedia ଓଡ଼ିଆ article ଡାଲଖାଇ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.
In other languages:
- ବଙ୍ଗଳା: দালখাই - Wiki বাংলা
- ଇଂରାଜୀ: Dalkhai - Wiki English
- ଫିନ୍ନିସ୍: Dalkai - Wiki Suomi
- ତାମିଲ୍: தல்காய் - Wiki தமிழ்