ଡଗରା, ବାଲେଶ୍ୱର

]

ଡଗରା
ଗାଆଁ
Countryଡଗରା, ବାଲେଶ୍ୱର India
Stateଓଡ଼ିଶା
Districtବାଲେଶ୍ୱର
Elevation
23 m (75 ft)
Languages
Time zoneUTC+5:30 (IST)
PIN
୭୫୬୦୮୩

ଡଗରା ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ଏକ ଗାଆଁ ।

ଡଗରାଚଉମୁଖ ବାଲିଆପାଳ ବ୍ଲକର ଦୁଇଟି ଉପକୂଳବର୍ତ୍ତୀ ଗାଆଁ ଯାହା ନିକଟରେ ଏକ ବେଳାଭୂମି ଅଛି । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ତାଳସାରିର ବେଳାଭୂମି ପରି ଏଠାରେ ମଧ୍ୟ ନାଲି କଙ୍କଡ଼ା, ରୂପା ଚକ ଚକ ବାଲି ଓ ଝାଉଁ ବଣ ଦେଖିବାକୁ ମିଳିଥାଏ । ସ୍ଥାନୀୟ ମାଛଧରାଳିମାନେ ଏଠାରେ ଛୋଟ ଛୋଟ "ପଟିଆ ଡଙ୍ଗା"ରେ ମାଛ ଧରିଥାନ୍ତି ।

ଭୂଗୋଳ

ଡଗରାର ଅବସ୍ଥାନଠାରେ ।

ଗମନାଗମନ

ଡଗରା ବାଲେଶ୍ୱରଠାରୁ ୬୪ କି.ମି. ଦୂର । ନିକଟତମ ବସ ରହିବା ଜାଗା ହେଲା ଜଗାଇ (୧୧ କି.ମି.) । ନିକଟତମ ରେଳ ଷ୍ଟେସନ ହେଲା ଜଳେଶ୍ୱର (୫୮ କି.ମି.) । ଏହା ପାଖରେ ଥିବା ଆଉ ଏକ ଷ୍ଟେସନ ହେଲା ବସ୍ତା (୬୫ କି.ମି.) । ନିକଟତମ ବିମାନ ବନ୍ଦର ହେଲା ଭୁବନେଶ୍ୱର ।

ରହିବା ସୁବିଧା

  • ପାନ୍ଥନିବାସ, ଡଗରା, ଟେଲିଫୋନ: ୫୩୩୩୧
  • ଓଟିଡ଼ିସି ପାନ୍ଥଶାଳା:

ତାଳସାରି, ପୋ: ଚନ୍ଦନେଶ୍ୱର,
ବାଲେଶ୍ୱର ଜିଲା: ୭୫୬୦୮୫, ଟେଲିଫୋନ: (୦୬୭୮୧) ୨୩୨୫୨୮

ଦ୍ରଷ୍ଟବ୍ୟ

ଛାଞ୍ଚ:ବାଲେଶ୍ୱର ଜିଲା

Tags:

ଡଗରା, ବାଲେଶ୍ୱର ଭୂଗୋଳଡଗରା, ବାଲେଶ୍ୱର ଗମନାଗମନଡଗରା, ବାଲେଶ୍ୱର ରହିବା ସୁବିଧାଡଗରା, ବାଲେଶ୍ୱର ଦ୍ରଷ୍ଟବ୍ୟଡଗରା, ବାଲେଶ୍ୱର

🔥 Trending searches on Wiki ଓଡ଼ିଆ:

୭ ଅପ୍ରେଲଦ୍ୱିତୀୟ ବିଶ୍ୱଯୁଦ୍ଧଭୂମିକମ୍ପସୁକୁମାର ସେନଇଂଲଣ୍ଡ୨୦୧୪ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସରଳା ଦେବୀପ୍ଲାଟିପସବଳରାମ ଦାସଚୀନସୁଦାମ ମାରାଣ୍ଡିପ୍ରାଣୀ ବିଜ୍ଞାନକୋଣାର୍କ ସୂର୍ଯ୍ୟ ମନ୍ଦିରଓଟାୱାଉପବାସ୨୭ ଅପ୍ରେଲଆନନ୍ଦ ବାବୁସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଧାନ ପୃଷ୍ଠାଅଷ୍ଟ୍ରେଲିଆଇତିହାସଗୋଦାବରୀଶ ମିଶ୍ରନୋଟା (ଭାରତ)ଶ୍ରୀ ଅରବିନ୍ଦଇଂରାଜୀ ଭାଷାଟିକୋନାଜୋଲବଡ଼ଦିନଭାରତ୨୦ ଅପ୍ରେଲନୀଳକଣ୍ଠ ଦାସଭାରତୀୟ ଜନତା ପାର୍ଟି୧୮୬୬ଜ୍ୟୈଷ୍ଠଇଣ୍ଡୋନେସିଆପ୍ରତିଭା ଶତପଥୀମହାଦେଶସାତକଡ଼ି ହୋତାଦୀପକ ମିଶ୍ରବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶିବତରଳ ଝାଡ଼ାଅନୁଗୋଳ ଜିଲ୍ଲାରାମାୟଣ୧୪୦୫ଭାରତ ସରକାରଦାମୋଦର ରାଉତସରସ୍ୱତୀଅଚ୍ୟୁତାନନ୍ଦ ଦାସଗ୍ରହଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଝୁଲଣ ଯାତ୍ରାଅନ୍ତରା ଚକ୍ରବର୍ତ୍ତୀଉପେନ୍ଦ୍ର ଭଞ୍ଜଭଦଭଦଳିଆପ୍ରାଣୀସାମାଜିକ ବିଜ୍ଞାନ୧୯୯୦ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପୃଥିବୀପଠାଣି ସାମନ୍ତପୌଷହିନ୍ଦୁସ୍ୱସ୍ତିକକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଦାସକାଠିଆ🡆 More