ଟିଙ୍ଗା ରାଜୁ
ଟିଙ୍ଗା ରାଜୁ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ମାନସ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । .
ଟିଙ୍ଗା ରାଜୁ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ମାନସ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଟିଙ୍ଗା ରାଜୁ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ମୃତ୍ୟୁଞ୍ଜୟ ସାହୁ |
ସଂଳାପ | ମାନସ ପଡ଼ିହାରୀ |
ଚିତ୍ରନାଟ୍ୟ | ମାନସ ପଡ଼ିହାରୀ |
କାହାଣୀ | ମାନସ ପଡ଼ିହାରୀ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ରାକେଶ ଦେଓ ପିୟାଲି ଦାଶ ପୃଥ୍ୱୀରାଜ ନାୟକ |
Production company | ତରଙ୍ଗ ସିନେ ପ୍ରଡକ୍ସନ |
ମୁକ୍ତିଲାଭ ତାରିଖ | ୫ ମାର୍ଚ୍ଚ ୨୦୨୩ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟ
- ରାକେଶ ଦେଓ
- ପିୟାଲି ଦାଶ
- ପୃଥ୍ୱୀରାଜ ନାୟକ
- ଉଦିତ ଗୁରୁ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ନିର୍ମଳ ନାୟକ, ଦେବୀଦତ୍ତ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ, ଶୀତଲ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଟିଙ୍ଗା ରାଜୁ" | ନିର୍ମଳ ନାୟକ | ସତ୍ୟଜିତ ପ୍ରଧାନ | |
2. | "ରଙ୍ଗ ଲଗେଇଦେବୁ ରଙ୍ଗବତୀକି" | ନିର୍ମଳ ନାୟକ | ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ | |
3. | "ଭଲ ପାଇବାଟା ହଉ ହଉ ହେଇଯାଏ" | ଦେବୀଦତ୍ତ ମହାନ୍ତି | ସ୍ୱୟମ ପାଢ଼ୀ, ଶୀତଲ କବି |
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଟିଙ୍ଗା ରାଜୁ
This article uses material from the Wikipedia ଓଡ଼ିଆ article ଟିଙ୍ଗା ରାଜୁ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.