ଟାହିଆଲାଗି ବେଶ

ଟାହିଆ ଲାଗି ବେଶ ଶ୍ରୀଜଗନ୍ନାଥଙ୍କ ପହଣ୍ଡିବିଜେ ସମୟରେ ଦେଖିବାକୁ ମିଳିଥାଏ । ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଧାଡି ପହଣ୍ଡିରେ ରଥ ଉପରକୁ ଆସନ୍ତି । ସେହି ସମୟରେ ପ୍ରଭୁମାନଙ୍କୁ ସୁନ୍ଦର ଟାହିହା ମାନ ପିନ୍ଧାଇ ଦିଆଯାଇଥାଏ । ଏହି ମନଲୋଭା ବେଶକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକ ଥାଆନ୍ତି । ଏହି ଟାହିଆ ବା ମୁକୁଟ ବେତ-ବାଉଁଶ, ସୋଲ ଓ ଫୁଲରେ ନିର୍ମିତ ହୋଇଥାଏ । ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ । ସୋଲ ତିଆରି କଦମ୍ବ ଫୁଲ ଟାହିଆକୁ ସୁଦୃଶ୍ୟ କରି ଗଢିଥାଏ । ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ ।

ଆଧାର

ବାହାର ତଥ୍ୟ

Tags:

ଜଗନ୍ନାଥପାନଫୁଲବଳଭଦ୍ରରଥଯାତ୍ରାସୁଭଦ୍ରା

🔥 Trending searches on Wiki ଓଡ଼ିଆ:

୧୯ ଫେବୃଆରୀବଳଶାରଳା ପୁରସ୍କାର୨୧ଶ୍ରୀ ଅରବିନ୍ଦ୨ ଅପ୍ରେଲଶ୍ୱେତସାରରାଜା ରାମମୋହନ ରାୟ୨୦୦୩ଦୋହାକୋଷ ଓ ବୌଦ୍ଧ ଗାନବାୟୋନ୍ ମନ୍ଦିରଭଦଭଦଳିଆରତ୍ନାକର ଚଇନିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଯକ୍ଷ୍ମାତରଳ ଝାଡ଼ାସୁଭାଷ ଶତପଥୀଦେବଦୁର୍ଲ୍ଲଭ ଦାସଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରେବତୀ (କ୍ଷୁଦ୍ରଗଳ୍ପ)ରଜୟୁ ଟ୍ୟୁବମଧୁସୂଦନ ଦାସଫୁଲ୧୪୧୭କଟକଉପେନ୍ଦ୍ର ଭଞ୍ଜକୃଷ୍ଣ ଜନ୍ମାଷ୍ଟମୀ୧୯୭୦ସୁଦାମ ମାରାଣ୍ଡି୨୭ ଅପ୍ରେଲବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଉରକେଲାଇଷ୍ଟ ଇଣ୍ଡିଆ କମ୍ପାନୀସମୟମଣ୍ଡଳଖ୍ରୀଷ୍ଟ ଧର୍ମଏ. ପି. ଜେ. ଅବଦୁଲ କଲାମଖପୁରୀ କଣା ଅସ୍ତ୍ରୋପଚାରଜୈନ ଧର୍ମଭଗବତୀ ଚରଣ ପାଣିଗ୍ରାହୀହିନ୍ଦୁ୧୮୬୬ନୋଟା (ଭାରତ)୮ ଅପ୍ରେଲପୋଙ୍ଗଲଜର୍ମାନୀବିଶ୍ୱଜିତ ଦାସବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାତକଡ଼ି ହୋତାଇସଲାମ ଧର୍ମବାଞ୍ଛାନିଧି ମହାନ୍ତିଫିଫା ବିଶ୍ୱକପପ୍ରହ୍ଲାଦ ନାଟକମେଟ୍ରୋନିଡାଜୋଲଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଉଇକିକମନ୍ସ୧ ସେପ୍ଟେମ୍ବରମଙ୍ଗଳରସାୟନ ବିଜ୍ଞାନପୂର୍ବେଶ୍ୱର ଶିବ ମନ୍ଦିର🡆 More