ଟର (ବେନାମୀ ନେଟୱାର୍କ)

ଟର ଏକ ମୁକ୍ତ ଏବଂ ଓପନ-ସୋର୍ସ ସଫ୍ଟୱେର । ନେଟୱାର୍କ ନିରୀକ୍ଷଣ କିମ୍ବା ଟ୍ରାଫିକ ବିଶ୍ଳେଷଣ କରୁଥିବା କାହାଠାରୁ ବ୍ୟବହାରକାରୀର ଅବସ୍ଥିତି ଓ ବ୍ୟବହାର ଲୁଚାଇବା ପାଇଁ ସାତ ହଜାରରୁ ଅଧିକ ରିଲେ ଥିବା ଏକ ମୁକ୍ତ, ବିଶ୍ୱବ୍ୟାପୀ, ସ୍ୱେଚ୍ଛାସେବୀ ଓଭରଲେ ନେଟୱାର୍କ ଦେଇ ଇଣ୍ଟରନେଟ ଟ୍ରାଫିକକୁ ନିର୍ଦ୍ଦେଶିତ କରି ଅଜ୍ଞାତ ଯୋଗାଯୋଗକୁ ସଚଳ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଟର ବ୍ୟବହାର କରିବା ବ୍ୟବହାରକାରୀଙ୍କ ଇଣ୍ଟରନେଟ କାର୍ଯ୍ୟକଳାପକୁ ଖୋଜିବା ପାଇଁ ଅଧିକ କଷ୍ଟକର କରିଥାଏ: ଏହା ମଧ୍ୟରେ ୱେବସାଇଟ, ଅନଲାଇନ ପୋଷ୍ଟ, ଇନଷ୍ଟାଣ୍ଟ ମେସେଜ ଏବଂ ଅନ୍ୟାନ୍ୟ ଯୋଗାଯୋଗ ପଦ୍ଧତି ଅନ୍ତର୍ଭୁକ୍ତ । ଟରର ମୂଳ ଉଦ୍ଦେଶ୍ୟ ଏହାର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ତଥା ସେମାନଙ୍କର ଇଣ୍ଟରନେଟ କାର୍ଯ୍ୟକଳାପକୁ ନିରୀକ୍ଷଣ ନକରି ଗୋପନୀୟ ଯୋଗାଯୋଗ କରିବାର ସ୍ୱାଧୀନତା ଏବଂ କ୍ଷମତାକୁ ରକ୍ଷା କରିବା । .

ଟର ଏକ ମୁକ୍ତ ଏବଂ ଓପନ-ସୋର୍ସ ସଫ୍ଟୱେର । ନେଟୱାର୍କ ନିରୀକ୍ଷଣ (ସର୍ଭେଲାନ୍ସ) କିମ୍ବା ଟ୍ରାଫିକ ବିଶ୍ଳେଷଣ କରୁଥିବା କାହାଠାରୁ ବ୍ୟବହାରକାରୀର ଅବସ୍ଥିତି ଓ ବ୍ୟବହାର ଲୁଚାଇବା ପାଇଁ ସାତ ହଜାରରୁ ଅଧିକ ରିଲେ ଥିବା[୧] ଏକ ମୁକ୍ତ, ବିଶ୍ୱବ୍ୟାପୀ, ସ୍ୱେଚ୍ଛାସେବୀ ଓଭରଲେ ନେଟୱାର୍କ ଦେଇ ଇଣ୍ଟରନେଟ ଟ୍ରାଫିକକୁ ନିର୍ଦ୍ଦେଶିତ କରି ଅଜ୍ଞାତ ଯୋଗାଯୋଗକୁ ସଚଳ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଟର ବ୍ୟବହାର କରିବା ବ୍ୟବହାରକାରୀଙ୍କ ଇଣ୍ଟରନେଟ କାର୍ଯ୍ୟକଳାପକୁ ଖୋଜିବା ପାଇଁ ଅଧିକ କଷ୍ଟକର କରିଥାଏ: ଏହା ମଧ୍ୟରେ "ୱେବସାଇଟ, ଅନଲାଇନ ପୋଷ୍ଟ, ଇନଷ୍ଟାଣ୍ଟ ମେସେଜ ଏବଂ ଅନ୍ୟାନ୍ୟ ଯୋଗାଯୋଗ ପଦ୍ଧତି" ଅନ୍ତର୍ଭୁକ୍ତ ।[୨] ଟରର ମୂଳ ଉଦ୍ଦେଶ୍ୟ ଏହାର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ତଥା ସେମାନଙ୍କର ଇଣ୍ଟରନେଟ କାର୍ଯ୍ୟକଳାପକୁ ନିରୀକ୍ଷଣ ନକରି ଗୋପନୀୟ ଯୋଗାଯୋଗ କରିବାର ସ୍ୱାଧୀନତା ଏବଂ କ୍ଷମତାକୁ ରକ୍ଷା କରିବା ।

ଟର ଏକ ଅନଲାଇନ ସେବାକୁ ଟର ମାଧ୍ୟମରେ ଉପଲବ୍ଧ କରାଯାଉଛି ବୋଲି ସ୍ଥିର କରିବାରେ ଅଟକାଏ ନାହିଁ । ଫଳରେ କିଛି ୱେବସାଇଟ ଟର ମାଧ୍ୟମରେ ପ୍ରବେଶକୁ ସୀମିତ କିମ୍ବା ଅସ୍ୱୀକାର କରିଥାନ୍ତି । ଉଦାହରଣ ସ୍ୱରୂପ, ବିଶେଷ ଅନୁମତି ନ ମାଗିବା ପର୍ଯ୍ୟନ୍ତ ଟର ବ୍ୟବହାରକାରୀଙ୍କଦ୍ୱାରା ଲେଖାଗୁଡ଼ିକୁ ସମ୍ପାଦନା କରିବା ପାଇଁ ଉଇକିପିଡ଼ିଆ ଅଟକାଇ ଥାଏ ।[୩]

ଆଧାର

  1. "Tor Network Status". Retrieved 14 January 2016.
  2. Glater, Jonathan D. (25 January 2006). "Privacy for People Who Don't Show Their Navels". The New York Times. Archived from the original on 31 January 2013. Retrieved 13 May 2011.
  3. Kingsley, Patrick (10 June 2017). "Turks Click Away, but Wikipedia Is Gone". The New York Times. Archived from the original on 25 October 2019. Retrieved 11 June 2017.

This article uses material from the Wikipedia ଓଡ଼ିଆ article ଟର (ବେନାମୀ ନେଟୱାର୍କ), which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଅଂକୋର୍ ୱାଟ୍ଓଡ଼ିଶାଓଡ଼ିଶାର ସଂସ୍କୃତିଜଗନ୍ନାଥ ଦାସଉତ୍କଳ ଦିବସକମଳା ଶତପଥୀଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଗୋପପୁର (ଗପ ସଙ୍କଳନ)ମନମୋହନ ସାମଲଜଗନ୍ନାଥଫକୀର ମୋହନ ସେନାପତି୧୯୬୨ମନୋଜ ଦାସଦଣ୍ଡ ନାଟସୁରେନ୍ଦ୍ର ମହାନ୍ତିରଥଯାତ୍ରାରାଧାନାଥ ରାୟକନକ ମଞ୍ଜରୀ ମହାପାତ୍ରମଧୁସୂଦନ ଦାସଜଗନ୍ନାଥ ମନ୍ଦିରଗୋପୀନାଥ ମହାନ୍ତିରାମଚନ୍ଦ୍ର ବେହେରାଅସୁରଗଡ଼ବନ୍ଦେ ଉତ୍କଳ ଜନନୀଭାରତବଳରାମ ଦାସଗଙ୍ଗାଧର ମେହେରବାଣମହାତ୍ମା ଗାନ୍ଧୀପୁରୀମଧୁସୂଦନ ରାଓ୨୧ସାରଳା ଦାସଗୋପବନ୍ଧୁ ଦାସକଳାପାହାଡ଼ଉପେନ୍ଦ୍ର ଭଞ୍ଜଗୋଦାବରୀଶ ମିଶ୍ରଭାରତର ସଂସ୍କୃତିନବୀନ ପଟ୍ଟନାୟକଶୁଭପଲ୍ଲବକେନ୍ଦ୍ରାପଡ଼ାଓଡ଼ିଶାର ଇତିହାସଶାନ୍ତନୁ କୁମାର ଆଚାର୍ଯ୍ୟମନୋରଞ୍ଜନ ଦାସନବକଳେବରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନୀଳକଣ୍ଠ ଦାସଓଡ଼ିଆ ଉଇକିପିଡ଼ିଆଚନ୍ଦ୍ରଶେଖର ରଥକମ୍ପ୍ୟୁଟରହନୁମାନ ଚାଳିଶାଗୌତମ ବୁଦ୍ଧକଟକଗୋବିନ୍ଦ ଚନ୍ଦ୍ର ଦାସବିଭୂତି ପଟ୍ଟନାୟକରତ୍ନାକର ଚଇନିବେଲତଳଦ୍ରୌପଦୀ ମୁର୍ମୁଯୁକ୍ତରାଷ୍ଟ୍ର ଆମେରିକାରମାକାନ୍ତ ରଥକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୧୯୭୭ଲକ୍ଷ୍ମୀକାନ୍ତ ମହାପାତ୍ର🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}