ପତ୍ରିକା ଝଙ୍କାର: ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା

ଝଙ୍କାର ଏକ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା । ଦେଶ ସ୍ୱାଧୀନତା ପରବର୍ତ୍ତୀ ସମୟରେ, ଓଡ଼ିଆ ଲେଖକମାନଙ୍କୁ ପ୍ରୟୋଗାତ୍ମକ ସାହିତ୍ୟ ଲେଖିବାର ଏକ ମାଧ୍ୟମ ପ୍ରଦାନ କରିବାକୁ ଚେଷ୍ଟା କରିଥିଲା । ଏହା ୧୯୪୯ ମସିହା ପଣା ସଂକ୍ରାନ୍ତି ଦିନ ପ୍ରଥମେ ପ୍ରକାଶିତ ହୋଇଥିଲା । ଏହା ପ୍ରଜାତନ୍ତ୍ର ପ୍ରେସ କଟକରୁ ପ୍ରକାଶ ପାଉଥିଲା । ହରେକୃଷ୍ଣ ମହତାବ ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।

ଝଙ୍କାର
ପ୍ରତିଷ୍ଠାତାହରେକୃଷ୍ଣ ମହତାବ
ପ୍ରକାଶକଝଂକାର ପବ୍ଲିକେସନ୍ସ୍
ପ୍ରତିଷ୍ଠିତମହାବିଷୁବ ସଂକ୍ରାନ୍ତି, ୧୯୪୯
ଭାଷାଓଡ଼ିଆ
ମୁଖ୍ୟାଳୟକଟକ

ଆଧାର

Tags:

ଓଡ଼ିଆ ସାହିତ୍ୟମହାବିଷୁବ ସଂକ୍ରାନ୍ତିହରେକୃଷ୍ଣ ମହତାବ

🔥 Trending searches on Wiki ଓଡ଼ିଆ:

କଳସା ଚଉତିଶାନମିତା ଅଗ୍ରୱାଲବ୍ୟାଟେରୀଓଡ଼ିଆ କଥାଚିତ୍ର ଜଗତଗୋପୀନାଥ ମହାନ୍ତି୧୬୬୨ଜୟ ଜଗନ୍ନାଥଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟଓଡ଼ିଆବୋଡ଼ୋ ଭାଷାମଧୁସୂଦନ ରାଓଦଣ୍ଡ ନାଟଖାରବେଳସାମସଙ୍ଗ୭ (ସଂଖ୍ୟା)ରାମଦେବଗଡ଼ ଜିଲ୍ଲାଚୀନଭାରତୀୟ ପକ୍ଷୀବିଶ୍ୱ ଏଡ୍‌ସ ଦିବସଚାଉଳ୨୩ ମାର୍ଚ୍ଚଶାଲିନୀ ଅରୋଡ଼ାକେନ୍ଦୁଝର ଜିଲ୍ଲାଓଡ଼ିଶା ବିଧାନ ସଭାଅଡ଼ିମଙ୍ଗଳୁ ଚରଣ ବିଶ୍ୱାଳଶଙ୍ଖତାରାତାରିଣୀ ମନ୍ଦିରଟାଇଫଏଡଚେନ୍ନାଇ ଏକ୍ସପ୍ରେସବରାଭୀମ ଭୋଇବେଲଫକୀର ମୋହନ ସେନାପତିୟୁ ଟ୍ୟୁବକଳାହାଣ୍ଡି ଜିଲ୍ଲାଶାଗଲଣ୍ଠନଇବୋଲା ଭୂତାଣୁ ରୋଗମୌଳିକ ସଂଖ୍ୟାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମାୟାଧର ମାନସିଂହଜଗନ୍ନାଥଙ୍କ ବେଶଆର୍ମେନିଆଶାନ୍ତନୁ କୁମାର ଆଚାର୍ଯ୍ୟମାଣବସା ଗୁରୁବାରଇଡିଅଟ୍ବିଜୁ ପଟ୍ଟନାୟକଜାଫିର୍ଲୁକାଷ୍ଟଦେବରାଜ ମହାନ୍ତିଜୟୀ ରାଜଗୁରୁତାଜିକିସ୍ତାନବଣ୍ଡା ଜନଜାତିଛାନ୍ଦପ୍ରମୁଖ ଅବସାଦ ବେମାରୀନିତ୍ୟାନନ୍ଦ ଶତପଥୀ୧୪୭୫ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଓମାନରଘୁନାଥ ମୁର୍ମୁଜୀବନାନନ୍ଦ ପାଣିଆତ୍ମହତ୍ୟାରିଲପିଭିରିନ🡆 More