ଜ୍ଞାନ ବିଜ୍ଞାନ

ଜ୍ଞାନ ବିଜ୍ଞାନ ଏକ ଓଡ଼ିଆ ବିଜ୍ଞାନ ବହି । ଏହା ପ୍ରମୋଦ କୁମାର ମହାପାତ୍ର ଓ ଅନସୂୟା ମିଶ୍ରଙ୍କଦ୍ୱାରା ରଚିତ ହୋଇ କଟକରପ୍ରଜ୍ଞା ପ୍ରକାଶନୀଦ୍ୱାରା ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ଏଥିରେ ଉଦ୍ଭିଦ ଜଗତ ପ୍ରାଣୀମାନଙ୍କୁ ଅମ୍ଳଜାନ ଯୋଗାଇ ବଞ୍ଚାଇ ରଖିବା, ମଣିଷମାନେ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ବହୁ ପଦାର୍ଥ ଉଦ୍ଭିଦଠାରୁ ପାଇବା, ମଣିଷମାନଙ୍କ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦିରେ ଉଦ୍ଭିଦର ଅବଦାନ, ପୃଥିବୀପୃଷ୍ଠରେ ଦେଖାଯାଇଥିବା ୩ ଲକ୍ଷ ୮୫ ହଜାର ଜାତିର ଉଦ୍ଭିଦ ବର୍ତ୍ତମାନ ୨ ଲକ୍ଷ ୭୦ ହଜାରକୁ କମିଆସିବା ଭଳି ବିଷୟ ତଥା ଜୀବଜଗତ ସୃଷ୍ଟି ହେବା ଆଗରୁ ଉଦ୍ଭିଦ କିପରି ସୃଷ୍ଟି ହୋଇଥିଲା, ଉଦ୍ଭିଦ ଗବେଷଣାର ଇତିହାସ, ଏ କ୍ଷେତ୍ରରେ ବିଶିଷ୍ଟ ପ୍ରକୃତିପ୍ରେମୀଙ୍କ ଅନୁଶୀଳନ, ଉଦ୍ଭିଦର ନାମକରଣ-ବର୍ଗୀକରଣ ଏବଂ ପୃଥିବୀ ପାଇଁ ଉଦ୍ଭିଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦିକୁ ଏହି ପୁସ୍ତକରେ ବିଶ୍ଳେଷିତ । ଅମ୍ଳଜାନର ସୃଷ୍ଟିକର୍ତ୍ତା, ଉଦ୍ଭିଦର ଖାଦ୍ୟଗ୍ରହଣ ପଦ୍ଧତି, ମାନବ ସମାଜ ପାଇଁ ଉପକାରୀ ବ୍ରାଇଓଫାଇଟା, ଟେରିଡୋଫାଇଟା, ଲାଇକୋପସିଡା, ଲାଇକୋପୋଡିୟମ, ସପୁଷ୍କକ ଉଦ୍ଭିଦ ଇତ୍ୟାଦି ବିଷୟ ଏଥିରେ ଆଲୋଚିତ । ଏଥିରେ ଚିତ୍ର ମାଧ୍ୟମରେ ଉଦ୍ଭିଦ ବିଜ୍ଞାନର ତଥ୍ୟମାନ ଉପସ୍ଥାପିତ ।

ଜ୍ଞାନ ବିଜ୍ଞାନ  
ଲେଖକପ୍ରମୋଦ କୁମାର ମହାପାତ୍ର ଓ ଅନସୂୟା ମିଶ୍ର
ଭାଷାଓଡ଼ିଆ
ବିଭାଗଗବେଷଣା
ପ୍ରକାଶକପ୍ରଜ୍ଞା ପ୍ରକାଶନୀ, କଟକ
ପ୍ରକାଶ ତାରିଖ୨୦୧୫
ମାଧ୍ୟମ ପ୍ରକାରଛାପାବହି

ଆଧାର

Tags:

ଅମ୍ଳଜାନଉଦ୍ଭିଦଓଡ଼ିଆ ଭାଷାକଟକବିଜ୍ଞାନ

🔥 Trending searches on Wiki ଓଡ଼ିଆ:

କୁନ୍ତଳା କୁମାରୀ ସାବତଦୀନନାଥ ପାଠୀନିତ୍ୟାନନ୍ଦ ମହାପାତ୍ରମନୋରଞ୍ଜନ ଦାସପଦାର୍ଥ ବିଜ୍ଞାନଶବ୍ଦ (ପଦ)ଚୀନଫେସବୁକ ମେସେଞ୍ଜରରସାୟନ ବିଜ୍ଞାନରାସନ କାର୍ଡ଼ (ଭାରତ)ମଧୁସୂଦନ ଦାସବେଦଅଟିଜିମ୍‌ସରସ୍ୱତୀସଂସଦୀୟ ଗଣତନ୍ତ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭୀମ ଭୋଇଜଣ୍ଡିସ୍ତିନୋଟି ରତନବିମ୍ବାଧର କୁଅଁରଓଡ଼ିଆ ସାହିତ୍ୟର ଇତିହାସଅନନ୍ତ ପଟ୍ଟନାୟକଗୋଦାବରୀଶ ମହାପାତ୍ରଅରବିନ୍ଦ କେଜରିୱାଲମନୋଜ ଦାସବନ୍ଦେ ଉତ୍କଳ ଜନନୀ୧ ଅପ୍ରେଲବ୍ରହ୍ମୋତ୍ରୀ ମହାନ୍ତିମଙ୍ଗଳକଇଥପ୍ରତିଭା ରାୟଓଡ଼ିଆ କଥାଚିତ୍ର ଜଗତଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହିନ୍ଦୁ ବିବାହ ଅଧିନିୟମ, ୧୯୫୫ଶନିଓଡ଼ିଶାପ୍ରାଣୀ ବିଜ୍ଞାନଦ୍ରାଘିମାପଠାଣି ସାମନ୍ତପ୍ରଣବ ପ୍ରକାଶ ଦାସମହାବୀର ଜୈନନବୀନ ପଟ୍ଟନାୟକଭାରତୀୟ ଜାତୀୟ କଂଗ୍ରେସଚନ୍ଦକା ହାତୀ ଅଭୟାରଣ୍ୟଆଚାର୍ଯ୍ୟ ହରିହରଅଚ୍ୟୁତାନନ୍ଦ ଦାସଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାକପିଳେନ୍ଦ୍ର ଦେବଓଡ଼ିଶା ସରକାରରବି ସିଂହିପୋପୋଟାମସମୁକ୍ତେଶ୍ୱର ଦେଉଳଉଇକିଅଭିଧାନବିର୍ସା ମୁଣ୍ଡାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୩ ଅଗଷ୍ଟଧାତୁକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଯୋଗସମ୍ବଲପୁରଉଇକିଖବରଶିବଜୟ ଜଗନ୍ନାଥଡାଉନ ସିଣ୍ଡ୍ରୋମବିଶ୍ୱନାଥ କର🡆 More