ଜ୍ଞାନପୀଠ ପୁରସ୍କାର

ଜ୍ଞାନପୀଠ ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଉଥିବା ଭାରତର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର । ସାହିତ୍ୟ ଅକାଦେମୀ ଫେଲୋସିପ ସହିତ ଏହା ଦେଶର ଦୁଇ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର । ଏହା ୧୯୬୧ ମସିହାରେ ଆରମ୍ଭ ହୋଇଥିଲା । ଏହାର ଅନୁମୋଦିତ ଯୋଗ୍ୟତା ଅନୁସାରେ କେବଳ ୨୨ ଗୋଟି ସମ୍ବିଧାନ-ସ୍ୱୀକୃତ ଭାଷାରେ ଲେଖୁଥିବା ଭାରତୀୟ ନାଗରିକଗଣ ଏହି ପୁରସ୍କାର ପାଇପାରିବେ । ଟାଇମ୍ସ ଅଫ ଇଣ୍ଡିଆ ଖବରକାଗଜର ପ୍ରକାଶକ ସାହୁ ଜୈନ ପରିବାରଙ୍କଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଇଥାଏ ।

ଜ୍ଞାନପୀଠ ପୁରସ୍କାର
ପୁରସ୍କାର ତଥ୍ୟ
ଶ୍ରେଣୀ ସାହିତ୍ୟ (ସ୍ୱତନ୍ତ୍ର)
ସ୍ଥାପିତ ୧୯୬୧
ପ୍ରଥମେ ଦିଆଗଲା ୧୯୬୫
ଶେଷଥର ଦିଆଯାଇଛି ୨୦୧୧
ମୋଟ ପୁରସ୍କୃତ ୪୭ (୫୨ ବ୍ୟକ୍ତି)
ଦାତା ଭାରତୀୟ ଜ୍ଞାନପୀଠ
ବର୍ଣ୍ଣନା ଭାରତର ସାହିତ୍ୟ ସମ୍ମାନ
ପ୍ରଥମ ପୁରସ୍କୃତ ଜି. ଶଙ୍କର କୁରୁପ
ଶେଷଥର ପୁରସ୍କୃତ ପ୍ରତିଭା ରାୟ
ଜ୍ଞାନପୀଠ ପୁରସ୍କାର
ଜ୍ଞାନପୀଠ ପୁରସ୍କାର ସମୟରେ ଦିଆ ଯାଉଥିବା ସରସ୍ୱତୀଙ୍କର ତାମ୍ର ପ୍ରତିମା

ଓଡ଼ିଆ ଜ୍ଞାନପୀଠ ପୁରସ୍କାର ବିଜେତାଗଣ

ପୁରସ୍କାରପ୍ରାପ୍ତକାରୀଙ୍କ ତାଲିକା, ବର୍ଷ ଏବଂ ଭାଷାଗୁଡିକ ଦର୍ଶାଉଛି
ବର୍ଷ ପୁରସ୍କୃତ ଆଧାର
୧୯୭୩
(୯ମ)
ମହାନ୍ତି, ଗୋପୀନାଥଗୋପୀନାଥ ମହାନ୍ତି
୧୯୮୬
(୨୨ତମ)
ରାଉତରାୟ, ସଚ୍ଚିଦାନନ୍ଦସଚ୍ଚିଦାନନ୍ଦ ରାଉତରାୟ
୧୯୯୩
(୨୯ତମ)
ମହାପାତ୍ର, ସୀତାକାନ୍ତସୀତାକାନ୍ତ ମହାପାତ୍ର
୨୦୧୧
(୪୭ତମ)
ରାୟ, ପ୍ରତିଭାପ୍ରତିଭା ରାୟ

ଆଧାର

ବାହାର ଲିଙ୍କ



Tags:

🔥 Trending searches on Wiki ଓଡ଼ିଆ:

ଆନି ବେସାନ୍ତଦାସକାଠିଆଅବସାଦପ୍ରସନ୍ନ କୁମାର ପାଟ୍ଟଶାଣୀଗୋକର୍ଣ୍ଣେଶ୍ୱର ଦେଉଳଭାଷା ବିଜ୍ଞାନପାରଦଗୁରୁପ୍ରସାଦ ମହାନ୍ତିଶିମିଳିପାଳ ଜାତୀୟ ଉଦ୍ୟାନବଲ୍ଲଭଭାଇ ପଟେଲ୧୫ ଡିସେମ୍ବରଭାରତୀୟ ଜନତା ପାର୍ଟିଭକ୍ତ ଚରଣ ଦାସରାସେଶ୍ୱରୀ ପାଣିଗ୍ରାହୀହେମୋଫିଲିଆଯତୀନ୍ଦ୍ର କୁମାର ନାୟକମଞ୍ଜୁଳା ସ୍ୱାଇଁରେ ସିଣ୍ଡ୍ରୋମଚଣ୍ଡୀଖୋଲମ୍ୟାଲେରିଆକବିସୂର୍ଯ୍ୟ ବଳଦେବ ରଥଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନଭର୍ତ୍ତୃହରି ମହତାବ୬ ସେପ୍ଟେମ୍ବରବିଜୟ କୁମାର ନନ୍ଦଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନାରୁ ମହାନ୍ତିଭାରତୀୟ ସମ୍ବିଧାନପଠାଣି ସାମନ୍ତଔଷଧୀୟ ଗଛଲତାମାନଙ୍କର ତାଲିକାଭୈରବୀଗଇଁଠାଓଲିସେରିଡାଇନଜଗନ୍ନାଥଙ୍କ ଧୂପବନ୍ଦେ ଉତ୍କଳ ଜନନୀଗଡ଼ଗଡ଼ିଆ ମନ୍ଦିରରାସନ କାର୍ଡ଼ (ଭାରତ)ଜଗନମୋହ‌ନ ଲାଲ୯ ଅଗଷ୍ଟପରଶୁରାମସଂଗୀତଖୋର୍ଦ୍ଧା ଜିଲ୍ଲାକାମଦା ଏକାଦଶୀବିଶ୍ୱଜିତ ଦାସସଖୀ କଣ୍ଢେଇ ନାଚକୋଣାର୍କ ସୂର୍ଯ୍ୟ ମନ୍ଦିରନୀଳଚକ୍ର୫ ଡିସେମ୍ବରଚିତାଗଛଆଲାପ୍ପୁଝାଚମ୍ପାଉତ୍କଳ ବ୍ରାହ୍ମଣ୩ ଅପ୍ରେଲ୧୪ ଅଗଷ୍ଟହରେକୃଷ୍ଣ ମହତାବପୂର୍ବ ଭାଦ୍ରପଦ (ନକ୍ଷତ୍ର)ଅମର ପ୍ରସାଦ ଶତପଥୀଗୁରୁ ନାନକଝାଲ ମୁଢ଼ିଗିରିଜା କୁମାର ବଳୀୟାରସିଂହସରୋଜିନୀ ନାଇଡୁରତ୍ନାକର ଚଇନିଅଭିରାମ ପରମହଂସଭାରତୀୟ ଡାକ ସେବାରୋମାନିଆଧାତୁସମ୍ବଲପୁର ଜିଲ୍ଲା🡆 More