ଜେବ୍ରା

ଜେବ୍ରା (Zebras (/ˈziːbrə/ ZEE-brə, /ˈzɛbrə/ ZEB-rə)) ଏକ ପ୍ରକାର ଆଫ୍ରିକାର ବଣ୍ୟ ଜନ୍ତୁ (African) ଜାତି ଯାହାକୁ ଘୋଡ଼ା ପରିବାରର (equids) ସଦସ୍ୟ ଭାବରେ ଗ୍ରହଣ କରାଯାଇଛି ଓ ସେମାନଙ୍କର ଚର୍ମରେ କଳା ଧଳା ପଟା ପଟା ଦାଗ ଥାଏ । ସେମାନେ ସାମାଜିକ ପ୍ରାଣୀ ଓ ଛୋଟରୁ ବଡ଼ ଦଳରେ ରହନ୍ତି । ଘୋଡ଼ା ବା ଗଧ ଭଳି ଏମାନେ ଗୃହପାଳିତ ହୁଅନ୍ତି ନାହିଁ ।

Zebra
Temporal range: Neogene–present
ଜେବ୍ରା
A herd of plains zebra (Equus quagga)
Scientific classificationEdit this classification
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Order: Perissodactyla
Family: Equidae
Tribe: Equini
Genus: Equus
Groups included
  • Dolichohippus
    • Equus grevyi Grévy's zebra
    • Equus koobiforensis
    • Equus oldowayensis
    • Equus simplicidens
  • Hippotigris
    • Equus quagga Plains zebra
      • Equus quagga boehmi Grant's zebra
      • Equus quagga borensis Maneless zebra
      • Equus quagga burchellii Burchell's zebra
      • Equus quagga chapmani Chapman's zebra
      • Equus quagga crawshayi Crawshay's zebra
      • Equus quagga quagga Quagga
      • Equus quagga selousi Selous' zebra
    • Equus zebra Mountain zebra
      • Equus zebra hartmannae Hartmann's mountain zebra
      • Equus zebra zebra Cape mountain zebra
    • Equus capensis
    • Equus mauritanicus
  • Equus incertae sedis
    • Equus stenonis Stenon zebra
Cladistically included but traditionally excluded taxa
  • Amerhippus
  • Asinus
  • Equus (subgenus)
  • Parastylidequus

All other Equus species

ତିନି ପ୍ରକାର ଜେବ୍ରା ଦେଖାଯାଆନ୍ତି: ସାଧାରଣ ଜେବ୍ରା (plains zebra), ପାର୍ବତୀୟ ଜେବ୍ରା (mountain zebra) ଓ ଗ୍ରେଭିସ ଜେବ୍ରା (Grévy's zebra) । ସାଧାରଣ ଜେବ୍ରା ଓ ପାର୍ବତୀୟ ଜେବ୍ରାଦ୍ୱୟ ହିପ୍ପୋଟାଇଗ୍ରିସ (Hippotigris) ସବଜେନସ ଓ ଗ୍ରେଭିସ ଜେବ୍ରା ଡୋଲିକୋହିପ୍ପସ ସବଜେନସ ଶ୍ରେଣୀର ପ୍ରାଣୀ ଅଟନ୍ତି । ଗ୍ରେଭିସ ଜେବ୍ରାର ଗଧ (ass) ସ‌ହିତ ସାମଞ୍ଜସ୍ୟ ଦେଖାଯାଏ କିନ୍ତୁ ପ୍ରଥମ ଦୁଇ ପ୍ରକାର ଜେବ୍ରାମାନଙ୍କର ଘୋଡ଼ା ସ‌ହିତ ସାମଞ୍ଜସ୍ୟ ଥାଏ । ଏମାନେ ସମସ୍ତେ ଇକୁଇଅସ ଜେନସର ପ୍ରାଣୀ ।

ଅତୁଳନୀୟ ଚର୍ମ ଦାଗ ଯୋଗୁ ଏହି ପ୍ରାଣୀ ଲୋକଙ୍କ ପରିଚିତ ସ‌ହଜରେ ହୁଏ । ଏମାନେ ଘାସ, ପାହାଡ଼, ଉପକୂଳ, ଜଙ୍ଗଲ ଓ କଣ୍ଟା ଇତ୍ୟାଦି ଥିବା ବିଭିନ୍ନ ଭୌଗଳିକ ସ୍ଥାନରେ ବାସ କରନ୍ତି । ବାସସ୍ଥାନ ନଷ୍ଟ ଓ ଚର୍ମ ନିମନ୍ତେ ଶିକାର ହେଉଥିବା ଯୋଗୁ ସେମାନଙ୍କ ସଂଖ୍ୟା କମିଯାଉଛି । ଗ୍ରେଭିସ ଓ ପାର୍ବତୀୟ ଜେବ୍ରା ବିପଦରେ ଲୁପ୍ତପ୍ରାୟ ଅଛନ୍ତି ।


ଆକାର ଓ ଓଜନ

ଜେବ୍ରା
The skull of a Grant's zebra.

ସାଧାରଣ ଜେବ୍ରାର ଉଚ୍ଚତା ପ୍ରାୟ ୧.୨ - ୧.୩ ମିଟର,ଲମ୍ବ ୨ - ୨.୬ମିଟର ଓ ଲାଞ୍ଜ ୦,୫ ମିଟର । ଓଜନ ପ୍ରାୟ ୩୫୦ କେଜି ଓ ମାଈ ଜେବ୍ରା ଓଜନ ସାମାନ୍ୟ କମ । ପାର୍ବତୀଯ ଜେବ୍ରା କମ ଓ ଗ୍ରେଭି ଜେବ୍ରା ସାବୁଠାରୁ ଅଧିକ ଓଜନ ବିଶିଷ୍ଟ ।

ବର୍ଗୀକରଣ

ଖାଦ୍ୟ

ଜେବ୍ରା ସାଧାରଣତଃ ଘାସ ଖାଆନ୍ତି । ଆବଶ୍ୟକ ହେଲେ ଡାଳ, ପତ୍ର, ଛୋଟ ବୁଦାର ଗାଛ ଖାଆନ୍ତି ।


ଆଧାର

Tags:

ଜେବ୍ରା ଆକାର ଓ ଓଜନଜେବ୍ରା ବର୍ଗୀକରଣଜେବ୍ରା ଖାଦ୍ୟଜେବ୍ରା ଆଧାରଜେବ୍ରାen:Equidaeen:Fauna of Africaଉଇକିପିଡ଼ିଆ:ଇଂରାଜୀ ଶବ୍ଦ ଉଚ୍ଚାରଣ ବିଧି

🔥 Trending searches on Wiki ଓଡ଼ିଆ:

ବାଲେଶ୍ୱରଅଶ୍ୱିନୀ କୁମାର ଘୋଷସ୍ତନ୍ୟପାନମନୋଜ ଦାସଫେସବୁକକୋଷବୁଧନ ମୁର୍ମୁମ୍ୟୁଚୁଆଲ ଫଣ୍ଡପଦାର୍ଥ ବିଜ୍ଞାନହୀରାକୁଦ ବନ୍ଧଗ୍ରୀକ ଭାଷାକବିସୂର୍ଯ୍ୟ ବଳଦେବ ରଥବ୍ୟକ୍ତିଗତ ଅର୍ଥବ୍ୟବସ୍ଥାବୁଦ୍ଧ ପୂର୍ଣ୍ଣିମାସୂର୍ଯ୍ୟ ଦେବତାନିତ୍ୟାନନ୍ଦ ଶତପଥୀଥାଲାସେମିଆଅଚ୍ୟୁତ ସାମନ୍ତଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଆ କାବ୍ୟ କବିତାଗୋପାଳ ଛୋଟରାୟସୁନାରାଶି ଓ ନକ୍ଷତ୍ରଜିନା ସାମଲଦିଗରାଜ ବ୍ରହ୍ମାକୁନ୍ତଳା କୁମାରୀ ସାବତଜହ୍ନରୋହିଦାସ ସିଂ ନାଗଚନ୍ଦ୍ରଗୁପ୍ତସାରଦା ପ୍ରସାଦ ମିଶ୍ରକମ୍ପ୍ୟୁଟରକୃଷ୍ଣଚନ୍ଦ୍ର ପାଣିଗ୍ରାହୀଶବ୍ଦ (ପଦ)ରକ୍ତଜୟୀରାମ ସାମଲପାଳଙ୍ଗରାମଚନ୍ଦ୍ର ମିଶ୍ରହିନ୍ଦୁସ୍ତାନ ପେଟ୍ରୋଲିୟମଦାରିଙ୍ଗବାଡ଼ିଯୌଥ ପରିବାରକାଳିନ୍ଦୀ ଚରଣ ପାଣିଗ୍ରାହୀକାଳୀଚରଣ ପଟ୍ଟନାୟକଉଇକିପିଡ଼ିଆବାବୁଶାନ୍ଭାରତପଦ୍ମ ଲୋଚନ ପଣ୍ଡାବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ନେହସାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭକ୍ତ ଚରଣ ଦାସଛଉ ନାଚମହାନଦୀଯକ୍ଷ୍ମାଗଣନ ସଂଖ୍ୟାପାଳୁଅଇଣ୍ଡିଆନ ପ୍ରିମିଅର ଲିଗଇଂରାଜୀ ଭାଷାଗୋପାଳ ଚନ୍ଦ୍ର ପ୍ରହରାଜପୁନର୍ମିଳନଅଖିଳ ମୋହନ ପଟ୍ଟନାୟକସମ୍ବଲପୁର ଜିଲ୍ଲାଓଡ଼ିଆ ରାମାୟଣକଟକ ଜିଲ୍ଲାରାମ ନବମୀଇନକ୍ଲିସିରାନଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଲାଙ୍ଗୀରଓଡ଼ିଆ ଭାଗବତ🡆 More